32.8 C
Bhubaneswar
Sunday, August 2, 2026
-Advertisement-
video

ଶ୍ରେଣୀ ଗୃହରେ ଟିକ୍‌ଟକ୍ କରୁଛନ୍ତି ଶିକ୍ଷୟିତ୍ରୀ

ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ଶିକ୍ଷୟିତ୍ରୀଙ୍କ ଟିକ୍ ଟକ୍ ଭିଡିଓ । କେତେବେଳେ ସମ୍ବଲପୁରୀ ଟ୍ରାକରେ ଝୁମୁଛନ୍ତି ତ ଆଉ କେତେବେଳେ ଓଡିଆ ରୋମାଣ୍ଟିକ ଗୀତର ତାଳେ ତାଳେ ଝୁମିଯାଉଛନ୍ତି । ତେବେ ଦିଦିଙ୍କର ନାଚ ଗୀତରେ ସଉକ ଥିଲାପରି...
video

ପୁରୀରେ ପହଁଞ୍ଚିଲା ରଥକାଠ

ଚଳିତ ରଥଯାତ୍ରା ପାଇଁ ନୟାଗଡରୁ ପୁରୀକୁ ଆସିଲା ରଥକାଠ । ପ୍ରଥମ ପର୍ଯ୍ୟାୟରେ ମୋଟ ୫୩ ଖଣ୍ଡ କାଠ ଆସିଛି । ଦୁଇଟି ଟ୍ରକରେ ନୟାଗଡ ବନଖଣ୍ଡରୁ ୫୩ ଖଣ୍ଡ କାଠ ପହଁଞ୍ଚିଛି । ଏଥିରେ ୩୨ ଖଣ୍ଡ...
video

ରାସ୍ତାରେ ଗଡିଲା ପେଟି ପେଟି ଫଳ

ଭୁବନେଶ୍ୱର ୧ ନମ୍ବର ହାଟ ବାହାରେ ବାଇକ ପାର୍କିଂ ନିଷେଧ ହେବା ପରେ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୂରୀଙ୍କ ଉପସ୍ଥିତିରେ ଗତକାଲି ୧ ନମ୍ବର ମାର୍କେଟ ଆଗରୁ ଜବର ଦଖଲ...

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅଘଟଣ, ଜଣେ ମୃତ, କନଷ୍ଟ୍ରକସନର ମୁଖ୍ୟ ଦିଲ୍ଲୀପକୁ କମିଶନରେଟ୍ ପୋଲିସର ଅଟକ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଗତକାଲି ରାତିରେ ଘଟିଛି ବଡ ଅଘଟଣ | ଭୁଶୁଡି ପଡିଛି ନିର୍ମାଣଧୀନ କୋଠା | ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି | ମୃତ ଶ୍ରମିକ କଟକ...

ବ୍ଲକ କର୍ମଚାରୀ କହି ଲୁଟି ନେଲେ

ଭାଷାରେ ବର୍ଣ୍ଣନା କରିପାରୁନାହାଁନ୍ତି । ଧୈର୍ଯ୍ୟ ଧରିବା ମୁସ୍କିଲ ହୋଇପଡୁଛି । ମନରେ ଭୟ ଆଉ ଆତଙ୍କ । ଏ ହେଉଛନ୍ତି ବାଲେଶ୍ୱର ତାଳପାଢି ଗାଁର ସୌଦାମିନି ମଳିକ । ଘରେ ଏକାକୀ ଥିବାବେଳେ ଲୁଟର ଶୀକାର ହୋଇଛନ୍ତି ସୌଦାମିନୀ...

ଗିରଫ ପୂର୍ବତନ ବିଧାୟକ ଅନାମ ନାୟକ

ଗିରଫ ହେଲେ ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାୟକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ୨୦୧୪ରୁ ୨୦୧୯ ପର‌୍ୟ୍ୟନ୍ତ ଭବନୀପାଟଣାର ବିଧାୟକ ଥିଲେ ଅନାମ । ବିଜେଡି ବିଧାୟକ ଥିବା ସମୟରେ...

ଫେବୃଆରୀ 5ରେ ପଶ୍ଚିମ ଓଡିଶା ବନ୍ଦ ଡାକରା

ଫେବୃଆରୀ 5 ତାରିଖରେ ପଶ୍ଚିମ ଓଡିଶା ବନ୍ଦ ଡାକରା. ପଶ୍ଚିମ ଓଡିଶାର ମିଳିତ ଓକିଲ ସଂଘ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି. ଓଡିଶା ରାଜ୍ୟ ବାର ଆସୋସିଏସନ ବିସିଆଇକୁ ଦେଇଥିବା ପ୍ରସ୍ତାବକୁ ବିରୋଧ କରିଛି ପଶ୍ଚିମ ଓଡିଶା ଓକିଲ ସଂଘ....
video

ଅସୁସ୍ଥ ହସ୍ପିଟାଲ

ରାୟଗଡା ଜିଲ୍ଲା ଓଡିଶା ରାଜ୍ୟ କର୍ମଚାରୀ ବୀମା ମେଡିକାଲରେ ସ୍ୱାସ୍ଥ୍ୟସେବାର ବିଚିତ୍ର ଦୃଶ୍ୟ । ବିଭିନ୍ନ କାରଖାନାର କର୍ମଚାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଗତ ୧୯୮୦ ମସିହାରେ ରାୟଗଡା ଜିଲ୍ଲାର ଜେକେପୁର ଅଞ୍ଚଳରେ ନିର୍ମାଣ ହୋଇଥିଲା ଓଡିଶା ରାଜ୍ୟ...

ଓଲଟିପଡିଲା ଏସପିଙ୍କ ଗାଡି

ସୁବର୍ଣ୍ଣପୁର ଏସପି ଦେବୀପ୍ରସାଦ ଦାଶଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ । ସମ୍ବଲପୁର- ସୋନପୁର ରାସ୍ତାର ସିଣ୍ଢୋଲ ଢାବା ଠାରେ ଏହି ଦୁର୍ଘଟଣା ଘଟିଛି । ଏସପି ସୋନପୁର ଆସୁଥିବା ବେଳେ ଭାରସାମ୍ୟ ହରାଇ ଏସପିଙ୍କ ଗାଡ଼ି...

ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ୪ଟି ଗାଡି

ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତା କାମକୁ ବିରୋଧ କରି ୪ଟି ଗାଡିକୁ ପୋଡିଦେଲେ ଲାଲବାହିନୀ । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ଗୁମ୍ମା ଗାଁ ନିକଟରେ । ବୁଡୁଣୀ ଠାରୁ ଗୁମ୍ମା...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...