କେମିତି ଜାଣିବେ କର୍କଟ ରୋଗର ଲକ୍ଷଣ
ଆଜି ବିଶ୍ୱ କର୍କଟ ରୋଗ ଦିବସ । କର୍କଟ ଏଭଳି ଏକ ରୋଗ ଯାହା ଶରୀରରେ ଯେ କୌଣସି କୋଶିକାରେ ଅନିୟନ୍ତ୍ରୀତ ଭାବେ ହୋଇଥାଏ । ଓଡିଶାରେ ପ୍ରତିଦିନ କର୍କଟ ରୋଗ ନେଉଛି ପ୍ରାୟ ୭୦ ଜୀବନ । ...
ଆରମ୍ଭ ହେଲା ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ
ଭୁବନେଶ୍ୱର : ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ । ସିଲ୍ ଅଭିଯାନ ଆଜି ସାଢେ ଦଶଟାରୁ ଆରମ୍ଭ ହୋଇଛି । ବିଏମ୍ସି ଓ ବିଡିଏର ଏକ ସ୍ୱତନ୍ତ୍ର ଟିମ୍...
ଦୁର୍ଦ୍ଦିନରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସାରଥୀ
ଜୀବନର କାହାଣୀ ଏମିତି ବି ହୁଏ । ଯାହା ନିଜେ ନପରଖିଲେ ଜାଣି ପାରିବେନି । ଦିନ ଥିଲା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସାରଥୀ ସାଜିଥିଲେ । ହେଲେ ଆଜି ବେଡରେ ପଡି ପଡି ଦିନ କଟୁଛି ।...
ବସନ୍ତ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ରଥକାଠ ପୂଜାର୍ଚ୍ଚନା
ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥିରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥକାଠ ପୂଜାର୍ଚନା କରାଯାଇଛି | ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ 12 ଫୁଟିଆ ଧଉରା କାଠକୁ ରଥଖଳାରେ...
ପାଠ ଆରମ୍ଭରୁ ଇଂରାଜୀ କହିବେ
ରାଜ୍ୟର ସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିସ ଶିକ୍ଷା । ୩୦ ଜିଲ୍ଲାର ୧୦୧ ସ୍କୁଲରେ ହେବ ଉତ୍କର୍ଷ କେନ୍ଦ୍ର । ଏଭଳି ନର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ସବୁ ୧୦୧ ସ୍କୁଲରେ...
୪ଦିନ ବ୍ୟାଙ୍କ ବନ୍ଦ
ଆଜିଠୁ ୪ଦିନ ବନ୍ଦ ରହିବ ବ୍ୟାଙ୍କ । ଆଜି ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟିଥିବାବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ । ୟୁନାଇଟି ଫୋରମ ଅଫ ବ୍ୟାଙ୍କ ୟୁନିୟନ ଦୁଇଦିନିଆ ବନ୍ଦ ଡାକରା ଦେଇଛି । ଏଥିରେ...
୨ ଲକ୍ଷର ଧଳାଜହର ଜବତ
ଜଗତସିଂହପୁରରୁ ଜବତ ହେଲା ଧଳା ଜହର । ଜଗତସିଂହପୁର ସଦର ମହକୁମାର ଗୋପାଳସାଗର ଛକରେ କଟକ ଅଵକାରୀ ବିଭାଗ କେନ୍ଦ୍ରୀୟ ଟିମର ଚଢ଼ାଉ। ଚଢ଼ାଉ ସମୟରେ ୨୧ ଗ୍ରାମ ବ୍ରାଉନ ସୁଗାର ସମେତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ...
କମଳା ବିକାଳିରୁ ପଦ୍ମଶ୍ରୀ
ନାଁ ହରେକଲା ହଜବା । ବୟସ ୬୮ । ପେସା-କମଳା ବ୍ୟବସାୟୀ । କର୍ଣାଟକର ଏହି କମଳା ବ୍ୟବସାୟୀ ଏ ଥରକ ଦେଶର ଚତୁର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ ପାଇଁ ଘୋଷିତ ହୋଇଛନ୍ତି ।...
ବାହାଘର ଭୋଜି ଖାଇ ୫୦ ଅସୁସ୍ଥ
ବାରିପଦା ଷ୍ଟେସନ ବଜାର ଅଞ୍ଚଳରେ ଗତରାତିରେ ଏକ ବାହାଘର ଭୋଜି ଖାଇ ୫୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତ ଅସୁସ୍ଥଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ...
ମୟୂରଭଞ୍ଜର ଗୌରବ
ପ୍ରାଧ୍ୟାପିକା ଡ଼. ଦମୟନ୍ତି ବେଶ୍ରା । ତାଙ୍କର ଦୀର୍ଘଦିନର ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ସମଗ୍ର ରାଜ୍ୟ ଆଜି ଗୌରବାନ୍ବୀତ. ବିଶେଷକରି ମୟୁରଭଂଜ ଜିଲ୍ଲା ପାଇଁ ସେ ଆଣି ଦେଇଛନ୍ତି ଗର୍ବ ଓ ଗୌରବ. ଓଡିଆଭାଷା ସହିତ ସାନ୍ତାଳୀଭାଷା ସାହିତ୍ୟରେ...

















