ମୁକ୍ତ ଓ ଅବାଧ ଉପରେ ପ୍ରଶ୍ନବାଚୀ
୨୯ ତାରିଖରେ ଚତୁର୍ଥ ପର୍ୟ୍ୟାୟ ଭୋଟ ସହ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି. ମତଦାନ ବେଳେ କିଛି ଅସାଧୁ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି. ମାତ୍ର ଭୋଟ ସରିବା ପରେ...
ମଦ ନେଉଛି ମୁଣ୍ଡ, ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି
ବିଷାକ୍ତ ମଦ ପିଇ 6ମୃତ ଅନେକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟରେ । ପୀରହାଟ ଅଞ୍ଚଳର ଦୌଲତପୁର ପଞ୍ଚାୟତର ନିମେଇ ସାହିରେ ଗତକାଲି ଭୋଟ ଗ୍ରହଣ ଶେଷ ହେବା...
3 ନିର୍ବାଚନ ଅଧିକାରୀ ସସପେଣ୍ଡ୍
ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ସୃଷ୍ଟି କରୁଥିଲେ ବାଧକ. ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବା ବଦଳରେ ନିର୍ଦ୍ଧିଷ୍ଟ ରାଜନୀତିକ ଦଳର ଏଜେଣ୍ଟ ସାଜିଥିବା ନିର୍ବାଚନ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି. ନିମାପଡାର 127 ନମ୍ବର ବୁଥରେ ଜଣେ ନିର୍ବାଚନ...
‘ଫନି’ ମୁକାବିଲା ପାଇଁ ସରକାର ପ୍ରସ୍ତୁତ
ସାମୁଦ୍ରିକ ବାତ୍ୟା ‘ଫନି’ ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଛି. ସଚ୍ଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ‘ଫନି’ର ପ୍ରଭାବ ସଂପର୍କରେ ସମୀକ୍ଷା କରାଯାଇଥିଲା. ଓଡିଶା ଉପକୂଳରେ ‘ଫନି’ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି. ଏସଆରସି...
ଦୁଇ ତାରିଖରୁ ହୋଇପାରେ ‘ଫନି’ ବର୍ଷା
12 ଘଣ୍ଟା ମଧ୍ୟରେ ଭୀଷଣ ରୂପ ନେବ ଫନି. ପାଣିପାଗ ବିଭାଗ ପକ୍ଷରୁ ଏହାକୁ ଅତି ଭୟଙ୍କର (ଭେରି ସିଭିଅର) ବାତ୍ୟା ବୋଲି କୁହାଯାଉଛି. ରବିବାର ସୁଦ୍ଧା ଫନି ଚେନ୍ନାଇ ଠାରୁ 1050 କିଲୋମିଟର ଏବଂ ମଛ୍ଚଲିପଟ୍ଟନମ ଠାରୁ 1230...
ଧନୀ ପ୍ରାର୍ଥୀରେ ବିଜେଡି ଓ ଅପରାଧିକ ମାମଲା ଥିବା ପ୍ରାର୍ଥୀ ତାଲିକାରେ ବିଜେପି ଆଗରେ
କେଉଁ ପ୍ରାର୍ଥୀ କେତେ ଧନୀ. କେଉଁ ଦଳ ପାଖରେ ରହିଛନ୍ତି କେତେ ଧନୀ ପ୍ରାର୍ଥୀ. ସେହିପରି ଅପରାଧିକ ମାମଲା ଥିବା ପ୍ରାର୍ଥୀ ତାଲିକାରେ କେଉଁ ଦଳର କେତେ ପ୍ରାର୍ଥୀ ରହିଛନ୍ତି. 1121 ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ବିସ୍ତୃତ ତଥ୍ୟ ପ୍ରକାଶ କରିଛି...
ନୀଳଗିରିରେ ଭୋଟ ପୂର୍ବରୁ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ
ସୋମବାର ନିର୍ବାଚନ ଡ୍ୟୁଟିରେ ଯୋଗ ଦେବା ପୂର୍ବରୁ ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି. ଶନିବାର ଦିନ ବାଲେଶ୍ୱର ବାରବାଟି ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ନିର୍ବାଚନ କାର୍ଯ୍ୟରେ ବାଲେଶ୍ୱରରୁ ନୀଳଗିରିର ଅଯୋଧ୍ୟା ହାଇସ୍କୁଲ ବୁଥ୍କୁ ଯାଉଥିଲେ. ବସ୍...
ବ୍ରହ୍ମଗିରିରେ ସିୟୁ ଗାୟବ : ଭୁଲ୍ ମାନିଲେ ସିଇଓ
ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୬୨ ନମ୍ବର ବୁଥର କଣ୍ଟ୍ରୋଲ ୟୁନିଟ ଗାଏବ ଘଟଣାକୁ ସ୍ୱୀକାର କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । କଣ୍ଟ୍ରୋଲ ୟୁନିଟ ହଜିବା ଘଟଣାକୁ ସିଇଓ ମାନିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଗତ ୨୩ ତାରିଖ ରାତିରେ...
ସରକାରୀ ଜମି ଫେରାଇ ଆଣିବାକୁ ଉଦ୍ୟମ
ସରକାରୀ ଜମି ଅଭାବ ଯୋଗୁ ମେଡିକାଲ କଲେଜ ଠାରୁ ଆରମ୍ଭ କରି ଏୟାର ଷ୍ଟ୍ରିପ ପର୍ଯ୍ୟନ୍ତ ଅନେକ ବଡ ବଡ ଯୋଜନା ରାୟଗଡାରେ ହୋଇ ପାରୁନଥିବା ବେଳେ ଚିନି ଶିଲ୍ପ ନାଁରେ ସରକାରୀ ଜମି ହଡପ ହେଉଥିବା ଅଭିଯୋଗ ହୋଇଛି....
ଦୁବାଇରେ ଉତ୍କଳ ଦିବସ ପାଳନ
ଦୁବାଇରେ ଦୁବାଇ ଓଡିଶା ସମାଜ ମହାଆଡମ୍ବରରେ ପାଳନ କରିଛି ଉତ୍କଳ ଦିବସ । ୨୦୧୦ରୁ ଦୁବାଇରେ ପାଳିତହୋଇ ଆସୁଥିବା ଉତ୍କଳ ଦିବସ ଦଶମ ବାର୍ଷିକ ସମାରୋହ ପାଳନ କରିଛି । ଦୁବାଇସ୍ଥିତ ହରିଜନ ଇଣ୍ଟରନ୍ୟାସନାଲ ସ୍କୁଲରେ ଆୟୋଜିତ ଏହି ସମାରୋହରେ...


















