ଜୀବନ ଦୋ ଛକିରେ ଦିନ ମଜୁରିଆ
ଇଏ ହେଉଛି ରାୟଗଡା ସହରର ମାଙ୍କଡ ଝୋଲା ବସ୍ତି । ବସ୍ତି କହିଲେ ଦିନ ମଜୁରିଆ ଭାବେ କାମ କରୁଥିବା ୧୨୧ ଗୋଟି ପରିବାର । ଜୀବନ ଓ ଜୀବିକାର ଦୋ ଛକିରେ ଛନ୍ଦି ହୋଇଯାଇଛନ୍ତି ମାଙ୍କଡ ଝୋଲା ବସ୍ତିର...
କେନ୍ଦ୍ରାପଡା ପରେ ଯାଜପୁରରେ ଚିହ୍ନଟ ନିଜାମୁଦ୍ଦିନ ଫେରନ୍ତା
ଦିଲ୍ଲୀରେ ହୋଇଥିବା ନିଜାମୁଦ୍ଦିନ ଧାର୍ମିକ ସମାବେଶ ଚିନ୍ତା ବଢାଇଛି । ନିଜାମୁଦ୍ଦିନ ସ୍ଥିତ ତବଲିଗ ମରକଜରେ ସଂକ୍ରମିତ ଚିହ୍ନଟ ହେବା ଘଟଣା, ସ୍ୱାସ୍ଥ୍ୟ ବିଭାଗ, ଗୃହମନ୍ତ୍ରାଳୟ ଓ ଦିଲ୍ଲୀ ସରକାରଙ୍କ ନିଦ ଉଡାଇ ଦେଇଛି । ନିଜାମୁଦ୍ଦିନରେ ଅନୁଷ୍ଠିତ ଏକ...
ଲକ୍ ଡାଉନ୍ ସମୟରେ ବୌଦ୍ଧରେ ବିଚିତ୍ର ଦୃଶ୍ୟ, ଦେଖନ୍ତୁ
ସବୁଆଡେ ଲକ୍ ଡାଉନ୍ ଓ କେହି ରାସ୍ତାକୁ ବାହାରୁନାହାଁନ୍ତି ଓ ସବୁଆଡେ କରୋନା ଭାଇରସର ଭୟ ଓ ମାତ୍ର ଦେଖନ୍ତୁ ଲକ୍ ଡାଉନ ବେଳେ କେମିତି ଚାଲିଛି ମଦ ବେପାର ଓ ଆଜ୍ଞା ହଁ ଇଏ ହେଉଛି ବୌଦ୍ଧ ଜିଲ୍ଲା...
ଲକ୍ ଡାଉନ୍ ସମୟରେ ଆମ୍ବୁଲାନ୍ସରେ ଯାଉଥିଲେ ଲୋକେ. ଆଉ ତାପରେ
କରୋନା ପାଇଁ ସବୁ ଲକ୍ଡାଉନ । ଘରୁ ବାହାରକୁ ବାହାରିବା ମନା । ଘରୁ ବାହାରିଲେ ପୋଲିସ ନାକାବନ୍ଦୀର ଭୟ । ଏଭଳି ସ୍ଥିତିରେ କିଛି ଲୋକ ଗଳାବାଟ ଖୋଜିଥିଲେ । ଛଜଣ ଯାତ୍ରୀଙ୍କୁ ନେଇ ଆମ୍ବୁଲାନ୍ସ ଓଡଙ୍ଗାରୁ ଦାମନଯୋଡି...
ପୋଲିସ ଅଟକାଇଲେ 100କୁ ଫୋନ କରନ୍ତୁ
କରୋନା ସଂପର୍କରେ ଲୋକଙ୍କୁ ସଚେତନ କରାଯାଉଛି I ଲକଡାଉନ ସମୟରେ ନିହାତି ଜରୁରୀ କାମ ଥିଲେ ଘରୁ ବାହାରିବାକୁ କୁହାଯାଇଛି I ତେଣୁ ଜରୁରୀ କାମରେ ଯାଉଥିବା ବେଳେ ଯଦି ପୋଲିସ ଅଟକାଉଛି, ତେବେ 100 କୁ ଫୋନ କରିବାକୁ...
ନବୀନଙ୍କ 22 ଶହ କୋଟିର ପ୍ୟାକେଜ
କରୋନା ପାଇଁ 2200 କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1 ଲକ୍ଷ 70 ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଏହି...
ପନ୍ଦର ଦିନରେ ପ୍ରସ୍ତୁତ ହେବ ହଜାରେ ବେଡ୍
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛନ୍ତି I ଦୁଇଟି ହସପିଟାଲ ସମ୍ ଓ କିମ୍ସ ସହ ବୁଝାମଣାପତ୍ର ସ୍ବାକ୍ଷର କରି ପ୍ରାୟ ଏକ ହଜାର ବେଡ୍ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି I...
ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ସହ ମାରିଦେବାକୁ ଧମକ
ମାଲକାନାଗିର: ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ପୁଣି ମାଲକାନାଗିର ଜିଲ୍ଲାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ସାମ୍ବାଦିକଙ୍କୁ ଜୀବନରୁ ମାରିଦେବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ ଭିଡିଓ ହେଉଛି...
ଲକ୍ ଡାଉନ୍କୁ ଉଲ୍ଲଂଘନ କରି ଦୁଇ ଗିରଫ
ବାଲେଶ୍ୱର :ବାରମ୍ବାର ସଚେତନତା ସତ୍ତ୍ୱେ କିଛି ଲୋକ ଲକ୍ ଡାଉନ୍କୁ ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳୁଛି । ବାଲେଶ୍ୱର ଜିଲ୍ଲାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଲକ୍ ଡାଉନ୍କୁ ଉଲ୍ଲଂଘନ କରଥିବାରୁ ଦୁଇ...
ସାତଦିନର ପ୍ରେମ ବିବାହ ପରେ….
ଗଜପତି : ସାତଦିନ ତଳେ ହୋଇଥିଲା ପ୍ରେମ ବିବାହ I କିନ୍ତୁ ଆଜି ମିଳିଛି ମୃତ ଦେହ Iକଣ ହେଲା ଏମିତି ଯେ କରିବାକୁ ପଡିଲା ଆତ୍ମହତ୍ୟା I ପୂରା ହବା ପୂର୍ବରୁ ଭାଙ୍ଗିଗଲା ସମସ୍ତ ସ୍ୱପ୍ନ I...














