ଓଡିଶା ପାଇଁ ବାତ୍ୟା ଭୟ !
ଏବେ କରୋନା ସଙ୍କଟ ସମୟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି।...
କରୋନା କଟକଣା ଭିତରେ ହେବ ରଥଯାତ୍ରା !
ବନ୍ଦ ହେବନି ମହାପ୍ରଭୁଙ୍କ ରୀତିନୀତି I କରୋନା କଟକଣା ଭିତରେ ହେବ ମହାପ୍ରଭୁଙ୍କ ରଥଯାତ୍ରା I କମ୍ ସେବାୟତଙ୍କୁ ନେଇ ରଥଯାତ୍ରା କରିବାକୁ ପ୍ରସ୍ତାବ ଦେଇଛି ଛତିଶା ନିଯୋଗ I କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନକୁ ନଜରରେ...
୮ମାସ ଗର୍ଭବତୀ ଥାଇ ମଧ୍ୟ କରୁଛନ୍ତି ଡ୍ୟୁଟି
କର୍ତ୍ତବ୍ୟ ଆଗରେ ହାର ମାନିଛି ଜୀବନର ସବୁ ବାଧା ବିଘ୍ନ । ୮ ମାସର ଛୁଆ ପେଟରେ ଥାଇ ବି ଡ୍ୟୁଟିକୁ ଆସୁଛନ୍ତି ମୟୂରଭଞ୍ଜ ବେତନଟୀ ପୋଲିସ ଷ୍ଟେସନର ଏସଆଇ ମମତା ମିଶ୍ର । କରୋନା ଯୁଦ୍ଧରେ ନିଜକୁ ସାମିଲ...
ଲକ୍ ଡାଉନ୍ରେ କିଭଳି ପାଳନ ହେବ ରମଜାନ୍
ଲକ୍ ଡାଉନ୍ କଟକଣା ସମୟରେ କିଭଳି ପାଳନ ହେବ ରମଜାନ୍ । ଏଥିପାଇଁ ଅଧକ୍ଷ୍ୟତାରେ କ୍ୟାପିଟାଲ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଲକ୍ଡାଉନ୍ ଯୋଗୁଁୂ ଏଥର ସଂଘରୋଧ ଭାବେ ପାଳନ ହେବ ନମାଜ ପାଠ ଇଫତାର...
କରୋନା ମୁକାବିଲା ପାଇଁ ଦାନ କଲେ ସହିଦଙ୍କ ପତ୍ନୀ
ପୁଲଓାମା ଆତଙ୍କବାଦୀ ହମଲାରେ ସହିଦ ହୋଇଥିବା ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁର ସହିଦ ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ମୀନା ସାହୁ ଓ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 35 ହଜାର ଟଙ୍କା ଦାନ କରିଛନ୍ତି. କରୋନା ମୁକାବିଲା...
ଗୋଟିଏ ମାସର ପେନସନ ଦାନ କଲେ ସହିଦଙ୍କ ପତ୍ନୀ
ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ସରକାରଙ୍କ ବଡ ପ୍ରସ୍ତୁତି । ହଜାର ହଜାର କୋଟି କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ଏଭଳି ସ୍ଥିତିରେ ରିଲିଫ ପାଣ୍ଠିକୁ ଦାନ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ଓ...
ପିଜା ବୟଙ୍କୁ କରୋନା
ଦିଲ୍ଲୀର ଜଣେ ପିଜା ଡେଲିଭରି ବୟଙ୍କୁ କରୋନା । ସାଉଥ୍ ଦିଲ୍ଲୀର ଜଣେ ୧୯ ବର୍ଷୀୟ ପିଜା ବୟ କରୋନାରେ ଆକ୍ରାନ୍ତ । ସଂସ୍ପର୍ଶରେ ଆସିଥିବା ୭୨ ପରିବାର ହୋମ କ୍ୱାରେଣ୍ଟିନ୍ ରେ ରଖାଯାଇଛି । ୧୭ ଜଣ ଅନ୍ୟ...
ଦେଖାଯିବ ମହାଜାଗତିକ ଦୃଶ୍ୟ
ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଆକାଶରେ ଚନ୍ଦ୍ର କ୍ରମାନ୍ୱୟରେ ବୃହସ୍ପତି ଶନି ଓ ମଙ୍ଗଳ ଗ୍ରହର ଖୁବ୍ ପାଖରେ ରହିବେ । ଏହି ଦୃଶ୍ୟ ଆଜି, ଆସନ୍ତାକାଲି ୧୬ ତାରିଖ ଏବଂ ୧୭ ତାରିଖ...
ଭୁବନେଶ୍ବର ପାଇଁ ବଢିଲା ଚିନ୍ତା, ଛ ଆଇଏଏସଙ୍କୁ ଦାୟିତ୍ବ
ଭୁବନେଶ୍ବରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି I ଲକ୍ ଡାଉନ ଓ ସଟ୍ ଡାଉନ୍ ସତ୍ତ୍ବେ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି I ଏପର୍ଯ୍ୟନ୍ତ ରାଜ୍ୟରେ 60 ଜଣ...
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦେହାନ୍ତ
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କର ଆଜି ସକାଳେ ଦେହନ୍ତ ହୋଇଛି । ସମ୍ବଲପୁରର ହୀରାକୁଦ କଲୋନୀ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କିଛିଦିନ ହେଲା ସେ ବିଭିନ୍ନ ପ୍ରକାର...

















