ନିଆଁ ଆଁରେ ଗାଁ
ଅନୁଗୁଳ କିଷାନ ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଗାଁ ଭସ୍ମ ହୋଇଯାଇଛି । ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ ଦେଖୁଦେଖୁ ୪୦ଟି ପରିବାର ୭୦ ବଖରା ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ କର୍ମଚାରୀମାନେ...
କେନ୍ଦୁଝର: ନିର୍ବାଚନୀ ସଭାରେ ଶାହଙ୍କ ଉଦ୍ବୋଧନ
ଶୁକ୍ରବାର ଦିନିକିଆ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । କେନ୍ଦୁଝର ନିକଟସ୍ଥ ଏକ ମେଡିକାଲ କଲେଜରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ରାଜ୍ୟ ସରକାର ଏବଂ କଂଗ୍ରେସ ଉପରେ ବର୍ଷିଥିଲେ ଶାହ । ଅମିତ୍ ଶାହ କହିଛନ୍ତି...
ମାଓବାଦୀଙ୍କ କବଜାରେ ମୋଟର ଲଞ୍ଚ
ମାଓବାଦୀଙ୍କ କବଜାରେ ମୋଟର ଲଞ୍ଚ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ୪ଟି ମୋଟର ଲଞ୍ଚ ସହ ୧୨ କର୍ମଚାରୀଙ୍କୁ ମାଓବାଦୀମାନେ ଅଟକ ରଖିଥିଲେ । ଦୁଇଦିନ ହେଲା ଏମାନଙ୍କ ପତ୍ତା ମିଳୁନଥିଲା । ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ମାଓବାଦୀମାନେ...
ଇଭିଏମ ଟ୍ୟାମ୍ପରିଂ ଅଭିଯୋଗ
ଇଭିଏମ ଟ୍ୟାମ୍ପରିଂ ଅଭିଯୋଗରେ ପୋଲିଂ ପାର୍ଟିକୁ ତାଲା ପକାଇଲେ ଗ୍ରାମବାସୀ । ଘଟଣା ଘଟିଛି ମାଲକାନଗିରି ଏମପିଭି-୬୫ ଗାଁରେ । ଗାଁର ଏକ ବୁଥରେ ଗତକାଲି ମତଦାନ ଶେଷ ହେବା ପରେ ପୋଲିଂ କର୍ମଚାରୀମାନେ ଇଭିଏମ ଟ୍ୟାମ୍ପରିଂ କରିଥିବା ଲୋକେ...
ହରିଣ ଚମଡା ଜବତ
ବାଲେଶ୍ୱର କୁଲଡିହା ଅଭୟାରଣ୍ୟ ଭାଲିଆପୋଷୀ ଗାଁରୁ ଆଜି ବନ ବିଭାଗ ହରିଣ ଚମଡା,ଶିଙ୍ଗ ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛି ।ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟ ରେଞ୍ଜ ଭାଲିଆପୋଷୀ ଗାଁରେ ଆଜି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ହରିଣ...
କଂଗ୍ରେସରୁ ସୋନାଲିଙ୍କ ଇସ୍ତଫା
ଟିକେଟ ବଣ୍ଟନ ପରଠାରୁ କଂଗ୍ରେସ ପାଇଁ ବଢିବାରେ ଲାଗିଛି ଅଡ଼ୁଆ ।ଆଜି କଂଗ୍ରେସ ମୁଖପାତ୍ର ତଥା ଟାଣୁଆ ନେତ୍ରୀ ସୋନାଲି ସାହୁ ଦଳରୁ ଇସ୍ତଫା ଦେଇଛନ୍ତି । ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ଥିବା ହେତୁ ସେ ଦଳରୁ ଇସ୍ତଫା ଦେଇଥିବା...
କାଲି ଆସିବେ ଶାହା
ଶୁକ୍ରବାର ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା । ଶାହା କାଲି କେନ୍ଦୁଝର ଜିଲ୍ଲା ଗସ୍ତ କରିବେ । ସେଠାରେ ସେ କର୍ମୀଙ୍କୁ ସମ୍ବୋଧନ କରିବେ । କେନ୍ଦୁଝର ମେଡିକାଲ କଲେଜ ପଡିଆରେ ଏହି ସଭାର...
୨୭ ଲକ୍ଷ ଫୋପାଡି ଉଡିଗଲା ଅଡି
ନିର୍ବାଚନ ପୂର୍ବରୁ ଉଡୁଛି ପୁଳାପୁଳା ଟଙ୍କା । କେଉଁଠି ପ୍ରାର୍ଥୀଙ୍କ ଗାଡିରୁ ଟଙ୍କା ଜବତ ହେଲାଣି ତ ଆଉ କେଉଠୁଁ ନମ୍ବର ବିହୀନ ଗାଡିରୁ ଲକ୍ଷ ଳକ୍ଷ ଟଙ୍କା ଜବତ କରୁଛି ସ୍ପେଶାଲ ସ୍କ୍ୱାର୍ଡ । ସୁଚନାଅନୁସାରେ, ସୁନ୍ଦରଗଡର ବିଶ୍ରା...
ବଞ୍ଚିଥିବା ଯାଏଁ କାଳିଆ ଯୋଜନା ଚାଲୁ ରହିବ
କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । କିନ୍ତୁ କେନ୍ଦ୍ର ସରକାର ଏ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ସୁନ୍ଦରଗଡର...
ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଗାଡିରୁ ଟଙ୍କା ଜବତ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ବିଜେଡ଼ି ବିଧାନସଭା ପ୍ରାର୍ଥୀଙ୍କ କାର୍ରୁ ନଗଦ ଟଙ୍କା ଜବତ କରାଯାଇଛି । ଜୟପାଟଣା ନିକଟରୁ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଫ୍ଲାଇଂ ସ୍କ୍ୱାର୍ଡ ଜବତ କରିଛି । ଆଜି ଜୟପାଟଣାରେ ଫ୍ଲାଇଂ...


















