ଇସ୍ତଫା ଦେଲେ କୁସୁମ ଟେଟେ
ନିର୍ବାଚନ ପାଇଁ ନବୀନ ନିବାସରେ ପଶ୍ଚିମ ଓଡିଶାର ନେତାଙ୍କ ଭିଡ ଲାଗିଥିବା ବେଳେ ରବିବାର ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ. ବିଧାନସଭା ନିର୍ବାଚନ ଲଢିବାକୁ ଇଚ୍ଛୁକ ଥିବା ସେ ପ୍ରକାଶ କରିଛନ୍ତି....
ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା
ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜାଗାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି. ବର୍ଷା ସମୟରେ 40ରୁ 50 କିମି ବେଗରେ ପବନ ହୋଇପାରେ ବୋଲି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ. ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ,...
ନିର୍ବାଚନ ଲଢିବେ ଟ୍ରାନ୍ସଜେଣ୍ଡର
ଓଡିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ଜଣେ ଟ୍ରାନ୍ସଜେଣଣ୍ଡର. ଯାହାର ନାଁ କାଜଲ ନାୟକ. ବହୁଜନ ସମାଜ ପାର୍ଟିରୁ ସେ ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ଆସନରୁ ଲଢିବେ. ଚଳିତ ବର୍ଷ ମାଟ୍ରିକ ପରୀକ୍ଷା...
ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ୱାନ
ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ମାଓବାଦୀମାନେ ସେତିକି ସକ୍ରିୟ ହେବାରେ ଲାଗିଛନ୍ତି. ଗତ କିଛିଦିନ ଧରି ବାରମ୍ବାର ନିଜର ଉପସ୍ଥିତି ଜାହିର କରୁଛନ୍ତି ମାଓବାଦୀ. ଏହାକୁ ନେଇ କନ୍ଧମାଳ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର. 59...
କେନ୍ଦ୍ର ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ
କେନ୍ଦ୍ର ସରକାର ବିରୋଧରେ ଅଭିଯୋଗ ଆଣିଛି କଂଗ୍ରେସ ଏବଂ ଏହା ପଛରେ କେନ୍ଦ୍ର ସରକାର ଏକ ସାଂଘାତିକ ଷଡଯନ୍ତ୍ର ରଚୁଥିବା ଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି. ଦୀର୍ଘ 22 ବର୍ଷ ଧରି ଓଡିଶାରେ ରେଳ ବିଦ୍ୟୁତକରଣ ପ୍ରକଳ୍ପ କାର୍ଯ୍ୟକାରୀ...
କେବେ ସରିବ ଦୁଃଖ
ରାୟଗଡା କସ୍ତୁରୀନଗରରେ ବାସ କରୁଥିବା ଦିବ୍ୟାଙ୍ଗ ଝିଅ ବାସନ୍ତୀ ପାଢୀ. ପିଲାଟି ବେଳୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚଲାବୁଲା କରିପାରୁନାହାନ୍ତି. ଗୋଡହାତ ସଂପୂର୍ଣ୍ଣରୂପେ ଅଚଳ ହୋଇପଡିଥିବା ବେଳେ ବାପ ଛେଉଣ୍ଡ ଦିବ୍ୟାଙ୍ଗ ଝିଅର ଆଖିରେ ଅଛି ଅସୁମାରି ସ୍ୱପ୍ନ....
ଘୋଷଣା ହେଲା ସିପିଆଇଏମର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଆଉ ଦିନ କେତୋଟି ପରେ ସାଧାରଣ ନିର୍ବାଚନ. ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହେଲାଣି. ଆଉ ସବୁ ଦଳର ପ୍ରାର୍ଥୀ ତାଲିକା ଘୋଷଣା ଉପରେ ଏବେ ସମସ୍ତଙ୍କ ନଜର ରହିଛି. ଏହାରି ଭିତରେ ଶନିବାର ସିପିଆଇଏମର ପ୍ରଥମ...
କେବେ ଚେତିବ ପ୍ରଶାସନ ?
ବାଲିମେଳା ଏନଏସିରେ ପରିମଳ ବ୍ୟବସ୍ଥା ଏବେ ଏଭଳି ପରିସ୍ଥିତିରେ ପହଞ୍ଚିଲାଣି ଯେ, ବାରମ୍ବାର ଗଣମାଧ୍ୟମରେ ପ୍ରଚାର ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି. ପରିମଳ ବ୍ୟବସ୍ଥା ଧିରେ ଧିରେ ବିପର୍ଯ୍ୟୟ ଆଡକୁ ଗତିକଲାଣି. ଏହି ଅଭିଯୋଗ ପରେ ବି ବାଲିମେଳା...
ଟଳିଲେ ଦୁଇ ମାଓବାଦୀ
ମାଲକାନଗିରି ସୀମାନ୍ତରେ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ. ଆନ୍ଧ୍ର ସୀମାବର୍ତ୍ତୀ ପେଦାବାଇଲ ଜଙ୍ଗଲରେ ଗତକାଲି ଏହି ଗୁଳି ବିନିମୟ ହୋଇଥଲା. ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ ଦୁଇ ନକ୍ସଲ. ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ...
ରାୟଗଡାରେ ମାଓ ପୋଷ୍ଟର
ରାୟଗଡା ଜିଲ୍ଲା ନିୟମଗିରି ଅଞ୍ଚଳରେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ. ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ନିୟମଗିରିରେ ମାଓବାଦୀମାନେ 4ଟି ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି. ଉକ୍ତ ମାଓ ପୋଷ୍ଟରରେ ମାଓ ସଂଗଠନ ବାଶଧରା...


















