29.1 C
Bhubaneswar
Sunday, April 20, 2025
-Advertisement-

ଫୁଲୁଛି ଜଳକା ଓ ସୁବର୍ଣ୍ଣରେଖା,ଲଗାଣ ବର୍ଷା ହେଉଛି କାଳ

ଗତ ଦୁଇଦିନ ହେବ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେବାରେ ଲାଗିଛି । ମଙ୍ଗଳବାରଦିନ ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୩.୬୯ ଫୁଟରେ ରହିଥିବା ବେଳେ ଜଳଭଣ୍ଡାର...

ପରିବହନ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା, ଲୋକେ ହନ୍ତସନ୍ତ

ଜୁଲାଇ 7 ତାରିଖରେ ଦେଶସାରା ଧର୍ମଘଟର ଡାକରା ଦେଇଛି ପରିବହନ କର୍ମଚାରୀ ମହାସଂଘ । ବନ୍ଦ ଡାକରା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଜନସାଧାରଣ । ସକାଳୁ ପ୍ରାୟ ସବୁ ଅଟୋ, କାର, ବସ ଓ ଟ୍ରକ...

ଅଢେଇ ବର୍ଷର ଶିଶୁର ତଣ୍ଟିରେ ପଶିଲା ଫ୍ରାଏ ପ୍ୟାନ

ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ପତ୍ରାପଲି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଅଢେଇ ବର୍ଷର ଶିଶୁ ଅମିତ୍ ଗୁରୁ ନିଜ ମାମୁଘରକୁ ଆସିଥିବା ବେଳେ ଘଟିଥିଲା ଦୁର୍ଘଟଣା । ଖେଳୁଥିବା ସମୟରେ ପିଲାଟିର ମୁହଁରେ...

ଆତଙ୍କବାଦୀ ଲିଙ୍କରେ କେନ୍ଦ୍ରାପଡା ଯୁବକ, ଦିଲ୍ଲୀରୁ ଧରାପଡିଲା ଆତଙ୍କବାଦୀ ହବିବୁର, , ହବିବୁରର ବାପା କହିଲେ, ତାଙ୍କ ପାଇଁ...

ଅବଦୁର ରେହମାନ ପରେ ଏବେ ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ାର ଏକ ଆତଙ୍କବାଦୀ ଲିଙ୍କ । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହବିବୁର ରେହମାନକୁ ଦିଲ୍ଲୀରୁ ଗିରଫ କରିଛି ଏନଆଇଏ । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ୍ ଏୟାରପୋର୍ଟରୁ ହବିବୁରକୁ...

ଚତୁର ନବୀନ

ରାଜନୀତିର ର ଅକ୍ଷର ଜାଣିନଥିବା ନବୀନ ରାଜନୀତିରେ କେମିତି ସଫଳ ହେଲେ ? ତାଙ୍କ ଲାଇଫ ଷ୍ଟାଇଲ କେମିତି ? ଏମିତି ନବୀନଙ୍କ ଅନେକ ରହସ୍ଯପୂର୍ଣ୍ଣ ତଥ୍ୟ ଉନ୍ମୋଚିତ ହୋଇଛି ପୁସ୍ତକ “ନବୀନ ପଟ୍ଟନାୟକ’ ରେ. ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ...

ବନ୍ଧୁ ପାଇଁ ଦିନଟିଏ : ଭାବ ଆଦାନପ୍ରଦାନର ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ

ଆଜି ବିନ୍ଧୁତା ଦିବସ । ମଣିଷ ଜୀବନରେ ବନ୍ଧୁତ୍ୱ ହେଉଛି ଏପରି ଏକ ଶବ୍ଦ ଯାହାର ତୁଳନା କରିବା ଅସମ୍ଭବ । ପ୍ରକୃତ ବନ୍ଧୁ ହିଁ ଜୀବନର ସୁଖଦୁଃଖରେ ସବୁବେଳେ ସାଙ୍ଗରେ ଥାଏ । ଆଜିକାଲିର ବ୍ୟସ୍ତବହୁଳ ଜୀବନରୁ କିଛି...

କାହା ସ୍ବାର୍ଥରେ ଗଠନ ହେବ ବିଧାନ ପରିଷଦ ?

ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାର ଖୁବ୍ ବ୍ୟଗ୍ର. ମାତ୍ର ନବୀନ ପଟ୍ଟନାୟକଙ୍କ ସରକାର ଶାସନରେ ରହିବାର 18 ବର୍ଷ ପରେ ବିଧାନ ପରିଷଦ ଗଠନ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ପଛରେ କାରଣ କଣ ?...

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ କଲପେଶ୍ ସତ୍ୟେନ୍ଦ୍ର ଜାଭେରୀ

ଜଷ୍ଟିସ କଲପେଶ୍ ସତ୍ୟେନ୍ଦ୍ର ଜାଭେରୀ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି. ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ଶରଣ  ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଛନ୍ତି. ଏ ସଂକ୍ରାନ୍ତରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି....

ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ

ଆଗକୁ ଅଛି ନିର୍ବାଚନ. ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ପ୍ରସ୍ତୁତ ସବୁ ଦଳ. ବିରୋଧି ଦଳ ବି ରଣକୌଶଳ ପ୍ରସ୍ତୁତିରେ ବ୍ୟସ୍ତ. ଏଭଳି ସ୍ଥିତିରେ ଶାସକ ଦଳ ନିଜକୁ ଆହୁରି ମଜବୁତ୍ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହିଁ. ନିର୍ବାଚନ...

ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର ଓ କଟକର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସିନିୟର ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି. ଶୁକ୍ରବାର ପୂର୍ବତନ ପୋଲିସ କମିଶନର ଓ୍ୱାଇ.ବି ଖୁରାନିଆ ନୂଆ କମିଶନରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି. ଓ୍ୱାଇ.ବି ଖୁରାନିଆ ଏଡିଜି...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...