ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ
ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତର ମୁଦିଗୁଡା ଗ୍ରାମରୁ ଏକ ବଜ୍ରକାପ୍ତା ଉଦ୍ଧାର | ପୋଲିସ ଏହି ଘଟଣାରେ କାସୁ ବେଡକା ନାମକ ଜଣେ ଯୁବକକୁ ଗିରଫ କରିଛି | ଉଦ୍ଧାର ବଜ୍ରକାପ୍ତାର ଓଜନ ୮ କେଜି ୬୦୦...
ଆମ୍ବଦଳାରେ ବିଶାଳ କଳସ ଶୋଭାଯାତ୍ରା
ଆସୁଛନ୍ତି ମା | ମାଙ୍କ ଆଗମନକୁ ନେଇ ଚଳଚଂଚଳ ହୋଇଉଠିଛି ସହରଠୁ ଆରମ୍ଭ କରି ପୁରପଲ୍ଲୀ | ରାୟଗଡା ଅମ୍ବାଦଳା ଏବଂ ଆଖ ପାଖ ଅଞ୍ଚଳ ଶାରଦୀୟ ଦୁର୍ଗାପୂଜା ଲାଗି ମାଙ୍କ ଆବାହନ ନିମନ୍ତେ ଲାଗିପଡିଛନ୍ତି | ପ୍ରାୟ ପାଞ୍ଚ...
ବ୍ୟାଙ୍କ କାର୍ଯ୍ୟ ଅବଧି ୧୦ରୁ ୪
କାଲିଠାରୁ ସବୁ ସରକାରୀ ବ୍ୟାଙ୍କ କାର୍ଯ୍ୟ ଅବଧି ପରିବର୍ତ୍ତନ କରାଯିବ । ବ୍ୟାଙ୍କ କାର୍ଯ୍ୟ ଅବଧି ଦିନ ୧୦ଟାରୁ ଅପରାହ୍ନ ୪ଟା ହେବ । ଗ୍ରାହକମାନଙ୍କ ସୁବିଧା ପାଇଁ ନୀତିଗତ ଭାବେ ଲାଗୁ ହେବ ନିଷ୍ପତ୍ତି । ସବୁ ସରକାରୀ...
ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ
ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସର ଦିଲ୍ଲୀପ ପଣ୍ଡା | ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ | ତିନି ପ୍ରମୁଖ ଦଳର ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ...
ଶ୍ରୀ ଶ୍ରୀଧର ପାତ୍ର ହେବେ ନାଲକୋର ପରବର୍ତ୍ତୀ ସିଏମଡି
ନବରତ୍ନ କମ୍ପାନୀ ନାଲକୋର ପରବର୍ତ୍ତି ସିଏମଡି ହେବେ ଶ୍ରୀ ଶ୍ରୀଧର ପାତ୍ର । ଆସନ୍ତା ଡିସେମ୍ବର ୧ ତାରିଖରେ ସେ ବର୍ତ୍ତମାନର ସିଏମଡି ଡ. ତପନ କୁମାର ଚାନ୍ଦଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ । ଶ୍ରୀ ପାତ୍ର ଏବେ...
ପ୍ରତି ରବିବାର ଥାନାରେ ହେବ ବୈଠକ
ଏଣିକି ପ୍ରତି ରବିବାର ଥାନାରେ ବରିଷ୍ଠ ନାଗରିକ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ । ଆଜି ଏନେଇ ନିଷ୍ପତି ନିଆଯାଇଛି । ପୋଲିସ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସ୍ଥାପନ ହେବ । ନାଗରିକଙ୍କ...
ବର୍ଷା ଯୋଗୁଁ ଆଖି ବୁଜିଲେଣି ୮୦ ଜଣ
ବର୍ଷା ବିତ୍ପାତ । ୨୪ ଘଣ୍ଟା ହେଲା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଦୁଇ ଦିନରେ ୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଥିବାବେଳେ ୨୦୦ରୁ ଅଧିକ ଘର ଭାଙ୍ଗିଛି । ଲୋକେ ନାହିଁ ନଥିବା...
ସାବାଡ୍ ହେଲେ ଦଲାଲ
ଆରଟିଓକୁ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବାକୁ ପ୍ରୟାସ । ଏଣିକି ଆଞ୍ଚଳିକ ପରିବହନ ଅଫିସରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ତଥା ଘରୋଇସେବା ଯୋଗାଣକାରୀ ସଂସ୍ଥାର କର୍ମଚାରୀ ପରିଚୟ ପତ୍ର ଧରଣ କରିବା ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ ରଙ୍ଗର...
ଟ୍ରେନର ଗତିପଥ ପରିବର୍ତ୍ତନ ପାଇଁ ଅନଶନ
ଜୁନାଗଡ ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ ନେଇ କେନ୍ଦ୍ରକୁ ଲେଖାଯାଇଥିବା ଚିଠି ପ୍ରତିବାଦରେ ରାୟଗଡା ଯୁବ ବିକାଶ ପରିଷଦର ୧୨ ଘଣ୍ଟିଆ ଅନଶନ । ଏଇ ଟ୍ରେନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାୟଗଡା ପରିବର୍ତ୍ତେ ସମ୍ବଲପୁର ବଲାଙ୍ଗୀର ଦେଇ...
ରାମଚଣ୍ଡୀ ବେଳାଭୂମିରେ ହେବ ଟେଣ୍ଟ ସିଟି
ଋତୁ ଚକ୍ରର ପରିବର୍ତନ କ୍ରମେ ଆସୁଛି ପର୍ଯ୍ୟଟନ ଋତୁ | ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସଜବାଜ ହେବାକୁ ଲାଗିଲାଣି ପର୍ଯ୍ୟଟନସ୍ତଳୀ | ପର୍ଯ୍ୟଟକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସାଜସଜାରେ ଲାଗିଯାଇଛନ୍ତି ସମସ୍ତେ | ସେପଟେ କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତାର...


















