27.3 C
Bhubaneswar
Friday, July 31, 2026
-Advertisement-

୨୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଫଳ

ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ସାଢ଼େ ୩ଟାରେ ଫଳ ପ୍ରକାଶ ପାଇବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି।...

ଜନ୍ମ ମାଟିକୁ ଫେରିବ ସହିଦଙ୍କ ମର ଶରୀର

ଆଜି ଓଡିଶା ଆସିବ ଜମ୍ମୁ କଶ୍ମୀର ପୁଲୱାମାରେ ଆଇଡି ବ୍ଲାଷ୍ଟରେ ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କ ପାର୍ଥୀବ ଶରୀରକୁ କାମାଖ୍ୟାନଗର ସ୍ଥିତ ବଡସୁଆଁଳ ଗ୍ରାମକୁ ନିଆଯିବ । ସୂଚନା...

ଓଡିଶା ପୋଲିସଙ୍କୁ ଦାବିପତ୍ର

ରାୟଗଡା ଜିଲ୍ଲାରେ ଅପରାଧୀଙ୍କ କାଣ୍ଡ କାରନାମା ବଢ଼ିବାରେ ଲାଗିଥିବା ବେଳେ ଆଇନ ବ୍ୟବସ୍ଥା ପୁରାପୁରି ଭୁଷୁୁଡି ପଡିଛି । ତେବେ ଏହାକୁ ଦୃଷ୍ଟିରେ ରଖି କସ୍ତୁରୀ ନଗର ବାସୀଙ୍କ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଓଡିଶା ପୋଲିସ ମହା...

ସ୍କୁଲ ଛୁଟି ବଢିଲା

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲ ଛୁଟି ବଢାଇଲେ ସରକାର । ଜୁନ୍ ୨୫ରେ ଖୋଲିବ ସମସ୍ତ ସ୍କୁଲ । ସ୍କୁଲ ଛୁଟି ବଢାଇଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ...

ଅଲମ୍ପିଆନ କେ.ରବି କୁମାର ନିଲମ୍ବିତ, ଶକ୍ତିବର୍ଦ୍ଧକ ସାମଗ୍ରୀ ସେବନ କରିଥିବା ଅଭିଯୋଗରେ ନିଲମ୍ବିତ

ଅଲମ୍ପିଆନ କେ.ରବି କୁମାର ନିଲମ୍ବିତ । ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଓଡିଶାର ଭାରତ୍ତୋଳନକାରୀରେ ସ୍ୱର୍ଣ୍ଣ ବିଜେତା କେ.ରବି କୁମାର ଡୋଭ ଟେଷ୍ଟରେ ଫେଲ ହୋଇଛନ୍ତି । ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି ତଥା ନାଡା ଦ୍ୱାରା ହୋଇଥିବା ପରୀକ୍ଷାରେ ତାଙ୍କର...

ଲୋପ ପାଇଯିବ ମାଟିପାତ୍ର

ଆଧୁନିକତାର ଛାପ ଏମାନଙ୍କ ପାଇଁ ଦୁର୍ବିସହ ହୋଇପଡିଲାଣି. ପୁରୁଷ ପୁରୁଷ ଧରି ଯାହାକୁ ଜୀବିକା କରି ଚଳି ଆସୁଥିଲେ, ଏବେ ତାକୁ ଜୀବିକା କରି ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡିଲାଣି . ଏମାନେ ହେଉଛନ୍ତି  କୋରାପୁଟ ଜିଲ୍ଲାର ଝଡିଗୁଡା ଗ୍ରାମ...

ମୁଣ୍ଡରେ ହେଲମେଟ ନାହିଁ ତ ଚଢିପାରିବେନି ଓଭରବ୍ରିଜ୍

ମୁଣ୍ଡରେ ହେଲମେଟ ନାହିଁ ତ ଚଢିପାରିବେନି ଓଭରବ୍ରିଜ୍ । ରସୁଲଗଡଠାରୁ ଖଣ୍ଡଗିରି ପର୍ଯ୍ୟନ୍ତ ରାସ୍ତାରେ ପ୍ରତ୍ୟେକ ଦୁଇ ଚକିଆ ଯାନ ଚାଳକ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହି ରାସ୍ତାରେ ଯାଞ୍ଚ କରିବା ପାଇଁ ଅଧିକାରୀମାନେ ଜଗି ରହିବେ...

ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

ଆଜି ମହାପ୍ରଭୁଙ୍କ ଜ୍ୟଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା । କେବଳ ଶ୍ରୀକ୍ଷେତ୍ର ନୁହେଁ କୋଣ ଅନୁକୋଣରେ ଆଜି ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି । ସ୍ନାନଦେବୀରେ ୧୦୮ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ...

ବିଶ୍ୱ ବୃଷ୍ଟିହୀନତା ଓ ମରୁଡି ପ୍ରତିରୋଧ ଦିବସ

ମାଲକାନଗିରି ଜିଲ୍ଲା ବନଖଣ୍ଡ ସମ୍ମିଳନୀ କକ୍ଷରେ ବିଶ୍ୱ ବୃଷ୍ଟି ହୀନତା ଓ ମରୁଡି ପ୍ରତିରୋଧ ଦିବସ ପାଳନ କରାଯାଇଛି । ବନକଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ଦେବିଦାସ ମିରାସେଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ଆୟୋଜନ...

ଭୁବନେଶ୍ୱରରେ କୋଲକାତା ତାତି

ଭୁବନେଶ୍ୱରରେ କୋଲକାତା ତାତି । ଭୁବନେଶ୍ୱର ଏମ୍ସରେ କାର୍ଯ୍ୟବନ୍ଦ ଧାରଣା ଦେଇଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ଫଳରେ ସ୍ୱାସ୍ଥ୍ୟସେବା ଠପ୍ ହୋଇପଡିଥିବାବେଳେ ହନ୍ତସନ୍ତ ହେଉଛନ୍ତି ରୋଗୀ । ସୂଚନାନୁସାରେ, କୋଲକାତାରେ ଏନଆରଏସ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ରୋଗୀଙ୍କ...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...