ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ
ରବିବାର ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ. ଭଦ୍ରକ ଜିଲ୍ଲା ରଣୀତାଲରେ ବିଜେପି ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେବେ ମନ୍ତ୍ରୀ ରାଜନାଥ ସିଂହ. ଏ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି. ତେବେ...
ସହୀଦ ପ୍ରସନ୍ନଙ୍କ ଶେଷକୃତ୍ୟ ସମ୍ପନ୍ନ
ଗୁରୁବାର ଜମ୍ମୁ କଶ୍ମୀରର ପୁଲୱାମାରେ ସହୀଦ ହୋଇଥିବା ଓଡିଆ ଯବାନ ପ୍ରସନ୍ନ କୁମାର ସାହୁଙ୍କ ଶେଷକୃତ୍ୟ ନିଜ ଜନ୍ମମାଟିରେ ସମ୍ପନ୍ନ ହୋଇଛି. ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁ ମଶାଣିରେ ସେ ଚିରନିଦ୍ରାରେ ଶୋଇଯାଇଛନ୍ତି. ପ୍ରସନ୍ନଙ୍କୁ ନେଇ ସାରା ଗାଁ ସ୍ତବ୍ଧ...
ସହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଉପବାସ ଯବାନ
ପୁଲୱାମା ଆତଙ୍କବାଦୀଙ୍କ ଆକ୍ରମଣରେ 44 ଯବାନ ସହୀଦ ହୋଇଥିବା ବେଳେ ସେଥିରେ ଥିଲେ ଦୁଇଜଣ ଓଡିଆ. ଦେଶପାଇଁ ଏହି ଯବାନଙ୍କ ବଳିଦାନକୁ ଆଜି ସମଗ୍ର ଦେଶ ଝୁରୁଛି. ଚାରିଆଡେ ଶୋକର ଛାୟା ଖେଳିଥିବା ବେଳେ ରାୟଗଡାସ୍ଥିତ ସିଆରପିଏଫର 4ର୍ଥ ବାଟାଲିଅନରେ...
ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ସ୍ତବ୍ଧ ହୋଇଯାଇଛି ସାରା ଦେଶ । ସମସ୍ତେ ଏହି ଘଟଣାକୁ ନିନ୍ଦା କରୁଥିବାବେଳେ ବୀର ସହିଦଙ୍କ ଅମର ଆତ୍ମାର ସଦଗତି କାମନା କରି ସବୁଆଡେ କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ କରାଯାଇଛି । ରାୟଗଡା ଜିଲ୍ଲାର...
କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ
ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି . ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିବା ସହ ଜଳସେଚନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ୭୬୮...
ସବୁ ସ୍କୁଲରେ ହେବ ନିରବ ପ୍ରାର୍ଥନା
ପୁଲଓ୍ଵାମାରେ ସେନା ଉପରେ ବଡ଼ ଧରଣର ଆତଙ୍କୀ ହମଲାରେ ପୂରା ଦେଶ ସ୍ତବ୍ଧ। ଦେଶ ପାଇଁ ନିଜର ଜୀବନକୁ ବାଜି ଲଗାଇଥିବା ସହିଦଙ୍କ ପାଇଁ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲରେ ହେବ ନିରବ ପ୍ରାର୍ଥନା । ଦିନ ୧୧ଟାରେ ୨...
କେନ୍ଦ୍ରାପଡାରେ କାଳିଆ
ଚାଷୀଙ୍କ ଉନ୍ନତିରେ ଦେଶର ଉନ୍ନତି । ଭୂମିହୀନ ଚାଷୀଙ୍କୁ ସହାୟତା ମିଳିଲେ ସେମାନେ ନିଜ ଜୀବନ ଓ ଜୀବିକାରେ ଉନ୍ନତି ଆଣିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ରାପଡା କାଳିଆ ଚାଷୀ ମହାସମାବେଶରେ ଯୋଗ ଦେଇ ଏହା କହିଛନ୍ତି...
ଖୁଣ୍ଟରେ ବାନ୍ଧିଲେ , ନିର୍ଧୁମ ଛେଚିଲେ
ଘରେ ଟ୍ୟୁସନ ଦେବା ନାଁ ରେ ଯୌନ ନିର୍ଯ୍ୟାତନା. ନୟାଗଡ ଜିଲ୍ଲାର ବିଜିପୁର ହାଇସ୍କୁଲର ଶିକ୍ଷକ ବିଶ୍ୱ ନାଥ ମୁଦୁଲି ଘଟାଇଛନ୍ତି ଏହି କାଣ୍ଡ .ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଘରେ ଟ୍ୟୁସନ ଦେବା ନାଁ ରେ ଦେଇଥିଲେ ଏହି...
ମାଓବାଦୀଙ୍କ ନୂଆ ରଣନୀତି
କେଉଁଠି ଭଙ୍ଗାରୁଜା ତ କେଉଁଠି ଜଳାପୋଡା. ଆଉ କେଉଁଠି ଲୋକଙ୍କୁ ଘରୁ ଡାକିନେଇ ହତ୍ୟା. ଏତେ ସବୁ କାଣ୍ଡ ପରେ ମାଓବାଦୀଙ୍କ ଏକ ଅଜବ ଦୃଶ୍ୟ ଏବେ ସାମ୍ନାକୁ ଆସିଛି. ଚାରିଆଡେ ଉନ୍ମତ୍ତ କାଣ୍ଡ ରଚାଉଥିବା ମାଓବାଦୀମାନେ ଏବେ ଏକ...
ଶିଳ୍ପଦ୍ୟୋଗୀଙ୍କ ଦିନିକିଆ କର୍ମଶାଳା
ରାୟଗଡାରେ ଶିଳ୍ପଦ୍ୟୋଗୀମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ବିଭାଗର ନିର୍ଦ୍ଦେଶକ ପି.ଜେ ନାଥ ଯୋଗ ଦେଇ ଶିଳ୍ପଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ. ଏହି କର୍ଶାଳାରେ ଶିଳ୍ପ ସଂପର୍କିତ କାର୍ଯ୍ୟ ଉପରେ...


















