27.8 C
Bhubaneswar
Friday, July 31, 2026
-Advertisement-

ଖୋର୍ଦ୍ଧାରେ ଓଲଟିଲା ବସ: ୧୫ ଆହତ

ଖୋର୍ଦ୍ଧାରେ ଓଲଟିଲା ଯାତ୍ରୀବାହି ବସ୍ । ବେବି ନାମକ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ ୧୫ରୁଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଏହି ଯାତ୍ରୀବାହି ବସଟି ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲା । ବସର ସାମର୍ଥ୍ୟ ଅପେକ୍ଷା ଦୁଇଗୁଣା...

ପ୍ରଖ୍ୟାତ ଅଭିନେତା ଗିରିଶ କର୍ଣ୍ଣଡଙ୍କ ପରଲୋକ

ଆଉ ନାହାଁନ୍ତି ଅଭିନେତା ତଥା ନିଦେ୍ର୍ଦଶକ ଗିରିଶ କର୍ଣ୍ଣଡ । ସୋମବାର ତାଙ୍କର ପରଲୋକ ହୋଇଯାଇଛି । ସେ ଏକା ଧାରାରେ ଜଣେ ଅଭିନେତା, ଲେଖକ ତଥା ଫିଲ୍ମ ନିର୍ଦ୍ଦେଶକ ଥିଲେ । ମୃତ୍ୟୁ ବେଳକ ତାଙ୍କୁ ୮୧ ବର୍ଷ...

ଛୁରାମାଡରେ ଜୀବନ ଗଲା

କଟକ ଜୋବ୍ରା ଥାନା ପଛପଟେ ଛୁରା ମାଡ । ଛୁରାମାଡରେ ମାଟିଆ ମଙ୍ଗୁଆ ସାହିର ଅପରାଧି ତପନ ନାଏକର ମୃତୁ୍ୟ ହୋଇଛି । ଜୋବ୍ରା ବ୍ୟାରେଜରେ ମାଛମରାକୁ ନେଇ ଶତ୍ରୁତାରୁ ତାକୁ ଛୁରାମାଡ ହୋଇଥିବାନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି...

ସୋମବାର ସୁପର ଜୁପିଟର

ଆକାଶକୁ ଅନୁଧ୍ୟାନ କରୁଥିବା ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସି ଖବର । ଜୁନ୍ ୧୦ ଅର୍ଥାତ ସୋମବାର ରାତିରେ ସୌର ମଣ୍ଡଳରେ ଏକ ବିରଳ ଦୃଶ୍ୟ ଦେଖିବାର ସୁଯୋଗ ମିଳିବ । ସୌର ମଣ୍ଡଳର ସର୍ବ ବୃହତ ଗ୍ରହ ବୃହସ୍ପତ୍ତି...

ସୁନୀତଙ୍କୁ ଫେରାଇ ଆଣିବା ପାଇଁ ଚିଠି ଲେଖିଲେ ପ୍ରମିଳା

ନିଖୋଜକୁ ୭ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିମାନ ଏଏନ-୩୨ ଏବଂ ଓଡିଆ ପୁଅ ସୁୀନତର କୌଣସି ପତ୍ତା ମିଳିନି । ପୁଅ ଖବର ଶୁଣି କାନ୍ଦୁଛି ମା, କାନ୍ଦୁଛନ୍ତି ପରିଜନ । ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କୁ ଉଦ୍ଧାର କରିବାକୁ...

ଅବହେଳାରୁ ମୃତ୍ୟୁ

ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତ ଦେହ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ । ବାରିପଦା ପଣ୍ଡିତ ମୁର୍ମୁୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ...

ନବୀନଙ୍କ ୭ଦିନିଆ ଦିଲ୍ଲୀ ଗସ୍ତ

ପଞ୍ଚମ ପାଳି ଶାସନ ଆରମ୍ଭ ପରେ ଆଜି ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଆସନ୍ତା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ...

୭ଦିନରେ ଓଡିଶା ଛୁଇଁବ ମୌସୁମୀ

ତାତିରୁ ମିଳିଛି ସାମାନ୍ୟ ନିସ୍ତାର । ଆଜି ମୈାସୁମୀ କେରଳ ଛୁଇଁଛି । ଆଗାମୀ ସାତଦିନ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଭାରତୀୟ ପଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛି । ରାଜ୍ୟର କିଛି ଅଂଚଳରେ...
video

ଅଷ୍ଟମ ଶ୍ରେଣୀର ଛାତ୍ରୀ ଆଠ ମାସର ଗର୍ଭବତୀ

କନ୍ଧମାଳରେ ପୁଣି ଲଜ୍ଜା । ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡି ଅଚଂଳରେ ଜଣେ ୧୩ ବର୍ଷର ନାବାଳିକା ୮ ମାସର ଗର୍ଭବତୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ନାବାଳିକା ଜଣକ ସ୍କୁଲରୁ...

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଗୁରୁଗୁଡା ଗାଁ ନିକଟରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ପୋଲିସ । ଚିତ୍ରକୋଣ୍ଡାରୁ ଗୁରୁକୁଡା ଦେଇ ଗଞ୍ଜେଇ ଚାଲଣ ହେଉଥିବା ଖବର ପଇ ମାଥିଲିଥାନା ଅଧିକାରି ଜୋନ କୁଜୁରଙ୍କ ନେତୃତ୍ୱରେ ଏକ...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...