ମାର୍ଚ୍ଚ ୩୧ରୁ ଉଡିବ ବିମାନ
ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ାରୁ ନିୟମିତ ବିମାନ ଉଡାଣ ଆରମ୍ଭ ହେବ। ଏ ନେଇ ଝାରସୁଗୁଡ଼ା ବିମାନ ନିର୍ଦ୍ଦେଶକ ଏସ୍.କେ ଚୌହାନ ଶନିବାର ସୂଚନା ଦେଇଛନ୍ତି। ଦେଶର ୩ଟି ସ୍ଥାନ ଦିଲ୍ଲୀ, କୋଲକାତା ଏବଂ ହାଇଦ୍ରାବାଦକୁ ସ୍ପାଇସ ଜେଟ୍...
ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ହେଉଥିଲା ଚାଲାଣ
ପିଆଜ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ଚାଲାଣ ହେଉଥିଲା ଗଞ୍ଜେଇ । ପିଆଜ ବୋଝେଇ ଟ୍ରକରୁ ଖଇରପୁଟ ପୁଲିସ ୮କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ,...
ନିର୍ବାଚନମୁଖୀ ବଜେଟ !
ବିଧାନସଭାରେ ଉପସ୍ଥାପିତ ରାଜ୍ୟ ବଜେଟ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରାଇବାରେ ଅସମର୍ଥ । କେବଳ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ରାଜ୍ୟ ସରକାର ଚାଷୀ ଓ ଗ୍ରାମାଞ୍ଚଳର ଭୋଟର ମାନଙ୍କ ପାଇଁ ବଜେଟରେ ଯେଉଁ ବ୍ୟବସ୍ଥା କରିଛନ୍ତି ବୋଲି...
ହିରୋ ଗୋଲ୍ଡ କପ୍
ଶନିବାର ଠାରୁ କଳିଙ୍ଗରେ ଜମିବ ଫୁଟବଲ ଫାଇଟ୍ । ୪ଟି ଦେଶ ଇରାନ, ନେପାଳ, ମିଆଁମାର ଓ ଭାରତୀୟ ମହିଳା ଫୁଟବଲ ଟିମ୍ ସେମାନଙ୍କର ଶକ୍ତି ଦେଖାଇବେ । ୯ ତାରିଖରୁ ଆରମ୍ଭ ହେଉଥିବା ଏହି ପ୍ରତିଯ଼ୋଗିତା ୧୫ ତାରିଖ...
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେପି ନେତା ଗୋଲକ ଓ ଭୃଗୁ
ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପିର ଦୁଇନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର । ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡରେ ଓଡିଶା ପୋଲିସ ସମନ ପଠାଇ ଥିବାବେଳେ ଦୁଇ ବିଜେପି ନେତା ଆଜି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି...
ଟ୍ରକ-ପିକଅପ ଭ୍ୟାନ ମୁହାମୁହିଁ ଧକ୍କା, ଜଣେ ମୃତ
ରାୟଗଡା ଖଳିଗୁଡା ନିକଟରେ ଦୁର୍ଘଟଣା . କାଠ ବୋଝେଇ ଟ୍ରକ ଓ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି. ପିକଅପ ଭ୍ୟାନର ଡ୍ରାଇଭର ପ୍ରାଣ ହରାଇଥିବା ବେଳେ ଦୁଇଟି ଯାକ ଗାଡି ଭାଙ୍ଗିରୁଜି...
କଂଗ୍ରେସର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା କଂଗ୍ରେସ. ବରପଦା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀ ସଂସ୍ଥାରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ. ପ୍ରଦେଶ କଂଗ୍ରେସ ପକ୍ଷରୁ...
ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ
ରାଜ୍ୟରେ ଦେଖାଦେଇଥିବା ଉତ୍କଟ ବେକାରୀ ସମସ୍ୟାକୁ ନେଇ ଗୁରୁବାର ବିଧାନସଭା ଘେରିଛି ବିଜେପି ଯୁବ ମୋର୍ଚ୍ଚା । ରାଜଧାନୀ ରାଜରାସ୍ତାରେ ନିଜର ଶକ୍ତି ଦେଖାଇଛି ଯୁବ ମୋର୍ଚ୍ଚା । କର୍ମୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଆନେ୍ଦାଳନରେ ସାମିଲ ହୋଇଥିଲେ...
ନିଆଁରେ ପୋଡି ହୋଇ ଶିଶୁପୁତ୍ର ଗୁରୁତର
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଗୋଡିଶୂଳ ଗାଁରେ ଘଟିଛି ଏକ ଅଘଟଣ. ସୂଚନା ଅନୁସାରେ, ନିଆଁରେ ସେକି ହେଉଥିବା ବେଳେ ପୋଷାକରେ ନିଆଁ ଲାଗି ଯାଇଥିଲା. ଫଳରେ ଦନେଇ ବିଶ୍ୱାଳଙ୍କ 10 ବର୍ଷର ପୁଅ ତପନ ବିଶ୍ୱାଳ ଗୁରୁତର ହୋଇଛି....


















