27.8 C
Bhubaneswar
Friday, July 31, 2026
-Advertisement-

ଏ ପର୍ଯ୍ୟନ୍ତ ଏଏନ-୩୨ ବିମାନର ମିଳୁନି ପତ୍ତା:ବିମାନରେ ଥିଲେ ଜଣେ ଓଡିଆ ପାଇଲଟ

ଗତ ୫ଦିନ ହେଲାଣି ନିଖୋଜ ଅଛି ଏଏନ-୩୨ ବିମାନ । ଏଥିରେ ଥିଲେ ଜଣେ ଓଡିଆ ଅଫିସର । ଗଞ୍ଜାମ ଜିଲ୍ଲାର ସୁନିତ ମହାନ୍ତି ଫ୍ଲାଇଟ୍‌ ଲେପ୍ଟନାଣ୍ଟ ଏଏନ-୩୨ ବିମାନରେ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ବଲିଆପଲ୍ଲୀରେ...
video

ଫନି ପ୍ରଭାବିତଙ୍କୁ ସହାୟତାର ହାତ ବଢ଼ାଇଲା ସ୍କେଚର୍ସ: ସାମିଲ ହେଲେ ୟାମି ଗୌତମ

ଏକ ଆମେରିକୀୟ ଲାଇଫଷ୍ଟାଇଲ୍ ଓ ପରଫର୍ମାନ୍ସ ବ୍ରାଣ୍ଡ ସ୍କେଚର୍ସ ଓଡିଶାରେ ବାତ୍ୟା ଫନି ପ୍ରଭାବିତ ଲୋକଙ୍କ ପୁନଃଥଇଥାନ ସହଯୋଗର ହାତ ବଢାଇଛି । ଅକ୍ସଫାମ୍ ଇଣ୍ଡିଆ ସହଯୋଗରେ ତଥା ବଲିଉଡ୍ ଅଭିନେତ୍ରୀ ୟାମି ଗୌତମଙ୍କ ଉପସ୍ଥିତିରେ ଭୁବନେଶ୍ୱର ଜନପଥ ରୋଡସ୍ଥିତ...

ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ପାଇଁ ଚାଲିଛି ଛକାପଞ୍ଝା

କେନ୍ଦ୍ରରେ ମୋଦି ସରକାର ଦେଶବାସୀଙ୍କ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଆରମ୍ଭ କରିଥିବା ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ପାଇଁ ଚାଲିଛି ଛକାପଞ୍ଝା । ଆୟୁଷ୍ମାନ ଯୋଜନାକୁ ନିର୍ବାଚନର କିଛିମାସ ପୂର୍ବରୁ ଲାଗୁ କରିଥିଲେ କେନ୍ଦ୍ର ସରକାର । କିନ୍ତୁ...

ବିଧବା ଯନ୍ତ୍ରଣାରୁ ବଳିଗଲା ବାସନ୍ଦ

ସ୍ୱାମୀଙ୍କ ମୃତୁ୍ୟ ପରେ ଶିଶୁକନ୍ୟାକୁ ଜନ୍ମ ଦେବାରୁ ସମାଜ କଲା ବାସନ୍ଦ । ଗାଁଲୋକ କଥା ହେବା ବନ୍ଦ କରିଦେଲେ । ଘରଲୋକ ବି ମୁହଁ ଆଡେଇ ଦେଲେ । ମୁଣ୍ଡ ଗୁଞ୍ଜିବାକୁ ଜାଗା ଖଣ୍ଡେ ବି ମିଳିଲାନି ।...

ରବିବାର ମୋଦୀଙ୍କୁ ଭେଟିବେ ନବୀନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଭଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁନ୍ ୯ତାରିଖରେ ଦିଲ୍ଲୀରେ ଭେଟିବା ନେଇ ସମ୍ଭାବନା ରହିଛି । ନିର୍ବାଚନ ଫଳାଫଳ ପରେ ଏହା ହେବ ମୋଦି ନବୀନଙ୍କ ପ୍ରଥମ ସାକ୍ଷାତ । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ...

ଟାଙ୍ଗିଆ ଚୋଟରେ ଦୁଇ ଭାଇଙ୍କ ମୃତ୍ୟୁ

ଦୁଇ ଭାଇଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା । ଏଭଳି ଅମାନୁଷିକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁର ବ୍ଲକ ଅନ୍ତର୍ଗତ ମଲଦା ନିକଟବର୍ତ୍ତୀ କାସିଆ ଗାଁରେ । ଏହି ଗାଁର ଉଧବ ନାୟକ ନାମକ ଜଣେ ବ୍ୟକ୍ତି ନିଶାଶକ୍ତ...

ଭୋଗ ଖାଇ ୫୦ ଅସୁସ୍ଥ

ବିଷାକ୍ତ ଭୋଗ ଖାଇ ୫୦ରୁ ଅଧିକ ଗ୍ରାମବାସୀ ଅସୁସ୍ଥ । ମାଲକାନଗିରି ଜିଲ୍ଲାର ଏମଭି -୨୫ ଗାଁରେ ଘଟିଛି ଏଭଳି ଘଟଣା । ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଏବେ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି।...

ଏଫ ଆଇ ଏଚ୍ ସିରିଜ୍ ଫାଇନାଲ୍ସ:ସନ୍ଧ୍ୟା ୭ଟାରେ ଭାରତକୁ ଭେଟିବ ରୁଷିଆ

ବିଶ୍ୱକପ ହକି ପରେ ଭୁବନେଶ୍ୱରକୁ ପୁଣି ଥରେ ଫେରିଛି ହକି ଫିବର । ଆଜିଠୁ ଆରମ୍ଭ ହୋଇଛି ଏଫ ଆଇ ଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ । ଆଜିଠୁ ଆରମ୍ଭ ହୋଇଥିବା ଏହି ସିରିଜ୍ ଫାଇନାଲ ମ୍ୟାଚ ଜୁନ ୧୫...

ବ୍ରିଜ୍ ନିର୍ମାଣ ଦାବିରେ ରାଜପଥ ଅବରୋଧ

ଓଭର ବ୍ରିଜ୍ ନିର୍ମାଣ ଦାବିରେ ରାଜପଥ ଅବରୋଧ । ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତିୟ ରାଜପଥକୁ ଅବରୋଧ କରିଛନ୍ତି ଲୋକେ । ଦାନ୍ତୀଆମୁହାଁ ଠାରେ ଓଭରବ୍ରିଜ ନିର୍ମାଣ ଦାବି କରି ଦାନ୍ତିଆମୁହାଁ ଓ କୁଣ୍ଢେଇ ଗ୍ରମବାସୀ...
video

ଇଏ କେମିତିକା ଡାକ୍ତର

ଆଖି ବୁଜିଲା ନିଷ୍ପାପ ଦେଢ ବର୍ଷର ଶିଶୁ କନ୍ୟା । ଚିକିସôା ଅବହେଳାରୁ ବୁଧବାର ବିଳମ୍ବିତ ରାତିରେ ହସ୍ପିଟାଲରେ ତାର ମୃତୁ୍ୟ ହୋଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ମହାକୁମା ଠାରେ ଥିବା ଗୋଷ୍ଠି...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...