28.9 C
Bhubaneswar
Wednesday, July 29, 2026
-Advertisement-

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ବିଷାକ୍ତ ଖାଦ୍ୟ ଖାଇ ୨୦ ଅସୁସ୍ଥ

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ବିଷାକ୍ତ ଖାଦ୍ୟ ଖାଇ ୨୦ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ପୀଡ଼ିତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି। ଅସୁସ୍ଥ ଯାତ୍ରୀଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ଟ୍ରେନ୍‌ଟି ବୋକାରୋ ଷ୍ଟେସନ୍‌ରେ ଅଟକି ଥିଲା । ଯାତ୍ରୀମାନେ...

ବିଜେପିର ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ଉନ୍ମୋଚନ କଲେ ଶାହା

ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରର ମେ ଫେୟାର୍‌ ହୋଟେଲରେ ଓଡ଼ିଶା ଲାଗି ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ପ୍ରକାଶ କରିଛନ୍ତି. ଦୁଷ୍କର୍ମ ପ୍ରମାଣିତ ହେଲେ ୧୫ ବର୍ଷରୁ କମ୍‌ ବୟସର ନାବାଳକଙ୍କୁ ଫାସି ଦଣ୍ଡ ଦେବାର...

କ୍ଷମତାକୁ ଆସିଲେ ମହିଳାଙ୍କୁ ୬୦୦୦, ବାର୍ଦ୍ଧକ୍ୟ ଭତ୍ତା ୧୫୦୦ ଟଙ୍କା ଦେବ କଂଗ୍ରେସ

ଦୀର୍ଘ ବର୍ଷ ଧରି ଓଡ଼ିଶା ଶାସନ ଗାଦିରୁ ଦୂରେଇ ରହିଥିବା କଂଗ୍ରେସ ଏବେ କ୍ଷମତାକୁ ଆସିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରତିଶ୍ରୁତିର ବର୍ଷା ଅଜାଡି ଦେଉଛି କଂଗ୍ରେସ...

ରବିବାର ରବିଙ୍କ ଇସ୍ତଫା

ରବିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ –ବିଧାୟକ ରବି ନାରାୟଣ ପାଣି । ସେ ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ...

ବାରିପଦାରୁ ଲଢିବେ ସରୋଜିନୀ

ଅନେକ ତର୍ଜମା ପରେ ଶେଷରେ ବିଜେଡି ଘୋଷଣା କଲା ବାରିପଦା ବିଧାନସଭା ପାଇଁ ପ୍ରାର୍ଥୀ । ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ବାରିପଦାରୁ ପ୍ରାର୍ଥୀ କରିଛି ବିଜେଡି । ବିଜେପି ବାରିପଦାରୁ ପ୍ରକାଶ ସୋରେନଙ୍କୁ ମଇଦାନକୁ ଓହ୍ଲାଇଛି । ସୁଚନାଅନୁସାରେ, ବିଜେଡି...

ରାଜନୀତିରେ ନୂଆ ଟ୍ୱିଷ୍ଟ: ସଭାସ୍ଥଳକୁ ଯାଇପାରିଲେନି , ବିମାନବନ୍ଦରରୁ ଟେଲିଫୋନ ମାଧ୍ୟମରେ ଭାଷଣ ଦେଲେ

ଯାଇ ପାରିଲେ ନାହିଁ ସଭାସ୍ଥଳକୁ, ଶେଷରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଟେଲିଫୋନ ମାଧ୍ୟମରେ ନିଜର ଅଭିଭାଷଣ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କର ଆଜି ବ୍ରହ୍ମପୁର ଓ ଫୁଲବାଣୀରେ ବିଜେପିର ବିଜୟ...

ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ସୁର ଭାଇଙ୍କ ନୂଆ ପ୍ଲାନ

ଆପଣମାନେ ସମସ୍ତେ ଜାଣିଥିବେ, ନିର୍ବାଚନ ପାଖେଇ ଆସିଲେ ନେତାମାନେ ନିଜ ନିଜର ପୋଷ୍ଟର, ବ୍ୟାନର ଚାରିଆଡେ ବିଛାଇ ଦିଅନ୍ତି । ଖାଲି ପୋଷ୍ଟର କି ବ୍ୟାନର ନୁହେଁ ପ୍ରଚାର ସାଙ୍ଗକୁ ସବୁଠି ନାଲି ପାଣି ସହ ମାଂସର ଆସର ଜମେ...
video

କ୍ଷମତାକୁ ଆସିଲେ କଂଗ୍ରେସ ୩୩% ମହିଳାଙ୍କ ପାଇଁ ସଂରକ୍ଷଣ ରଖିବ

କଂଗ୍ରେସ କ୍ଷମତାକୁ ଆସିଲେ ସଂସଦର ପ୍ରଥମ ଅଧିବେଶନରେ ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ  ୩୩ ପ୍ରତିଶତ ସଂରକ୍ଷଣ ଆଇନ ପ୍ରଣୟନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପିସିସି ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସାମ୍ବାଦିକ ମାନଙ୍କୁ ସୁଚନା ଦେଇ...

ବଦଳିଲେ ଦୁଇ ଜେ ଏମ୍ ଏମ୍ ପ୍ରାର୍ଥୀ

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜେଏମ୍‌ଏମ୍‌ ପକ୍ଷରୁ ବାଙ୍ଗିରିପୋଷି ଓ ରାଇରଙ୍ଗପୁରରୁ ୨ ପ୍ରାର୍ଥୀଙ୍କୁ ବଦଳା ଯାଇଛି। ତଦନୁଯାୟୀ, ବାଙ୍ଗିରିପୋଷିରେ ସୁନ୍ଦରମୋହନ ସିଂହଙ୍କ ସ୍ଥାନରେ ଫାଗୁ ହାଁସଦାଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ରାଇରଙ୍ଗପୁରରେ ସୁନାରାମ ଟୁଡ଼ୁଙ୍କ ସ୍ଥାନରେ ରାମଚନ୍ଦ୍ର ମୁର୍ମୁଙ୍କୁ...

ଏପ୍ରିଲ ୯ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ପାଖେଇ ପାଖେଇ ଆସୁଛି ନିର୍ବାଚନ । ତେଣୁ ଓଡ଼ିଶା ଅଭିମୁଖେ ରାଜନେତାଙ୍କ ସୁଅ ଛୁଟୁଛି । ଏପ୍ରିଲ ୯ରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହଲୁ ଗାନ୍ଧୀ । ଦକ୍ଷିଣ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ନେଇ ରାହୁଲଙ୍କ ଆସିବା କାର୍ଯ୍ୟକ୍ରମ ରହିଛି...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...