28.1 C
Bhubaneswar
Wednesday, November 11, 2026
-Advertisement-
video

ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ  । ମାଲକାନଗିରି ଜିଲ୍ଲା ବଙ୍ଗଲା ଆବାସିକା ବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ । ଘଟଣାକୁ ନେଇ ଆବାସିକ ବିଦ୍ୟାଳୟରେ ଉତ୍ତେଜନା । ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ଅମିତ କାଲେକୁରାଙ୍କ ପାଣିରେ...
video

ଧାନ ରଖି ଧାରଣା

ଚାଷୀଙ୍କ ପିଛା ଛାଡୁନି ମଣ୍ଡି ସମସ୍ୟା । ଦିନକୁ ଦିନ ତେଜୁଛି ଚାଷୀ ଆନେ୍ଦାଳନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ଚାରି ଛକରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ପ୍ରତିଶ୍ରୁତି ଦିଆଯାଇ ଧାନ ଉଠାନଯିବା ପ୍ରତିବାଦରେ ଚାଷୀମାନେ ରାସ୍ତାରେ...

ରସଗୋଲା ଦିବସ

ରାଜ୍ୟରେ ପ୍ରତିବର୍ଷ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ତିଥୀରେ ପାଳନ କରାଯାଏ ରସଗୋଲା ଦିବସ । ଐତିହାସିକ ଓ ଗବେଷକଙ୍କ ମତରେ ଦ୍ୱାଦଶ ଶତାଦ୍ଦୀରୁ ନୀଳାଦ୍ରି ବିଜେ ସମୟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଉପହାର ଦେବା ବହୁ ପୁରାତନରୁ ଚାଲି ଆସୁଛି...

ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଘୋଷ ଯାତ୍ରା ଶେଷ ହୋଇଛି । ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅୁଷ୍ଟିତ ହେବ । ପବିତ୍ର ଘୋଷଯାତ୍ରା ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ । ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ...

ସୁନାବେଶରେ ଭାବ ବିନୋଦିଆ କାଳିଆ ସାଆନ୍ତ

ଶ୍ରୀ ମନ୍ଦିରର ରତ୍ନ ସିଂହାସନକୁ ଛାଡି ମାଉସୀ ଘରୁ ନବଦିନାତ୍ମକ ଯାତ୍ରା ଶେଷ ପରେ ବଡ ଭାଇ ବଳଭଦ୍ର ଏବଂ ଅଲିଅଳି ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ସିଂହଦ୍ୱାର ନିକଟରେ ପହଞ୍ଚିଛନ୍ତି ବଡ ଦେଉଳର ବଡ ଠାକୁର ଜଗନ୍ନାଥ ।...

ବନବିଭାଗକୁ ବଡ ସଫଳତା

ନୂଆପଡା ଜିଲ୍ଲା ଖଡିଆଳ ଓ ବୋଡେନ ବନବିଭାଗର ମିଳିତ ଚଢାଉରେ ବନବିଭାଗକୁ ମିଳିଛି ବଡ ସଫଳତା । ଏକ ସମ୍ବରକୁ ଶିକାର କରିଥିବା ଅଭିଯୋଗରେ ବନବିଭାଗ ୫ ଜଣକୁ ଗିରଫ କରିଥିବା ବେଳେ ୨୭ ଜଣକୁ ପଚରାଉଚୁରା ଜାରି ରଖିଛି...

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବାହୁଡା ଯାତ୍ରା

କଳାହାଣ୍ଡି ଜିଲ୍ଲା ଏକ ଆଦିବାସି ବହୁଳ ଅଞ୍ଚଳ । କିନ୍ତୁ ଏଠାରେ ଆଦିବାସି ପରମ୍ପରା ଓ ସଂସ୍କୃୁତିରେ ଦେଖିବାକୁ ମିଳେ ଭିନ୍ନ ପୂଜାର୍ଚ୍ଚନା । ପ୍ରତିବର୍ଷ କୋକୋସରା ବ୍ଲକ ଅନ୍ତର୍ଗତ ଗୋତେମୁଣ୍ଡା ଠାରେ ରଥଯାତ୍ରା ପାଳନ କରାଯାଇଥାଏ । ପରେ...

ସସଂଦ ପରିସରରେ ଝାଡୁ ମାରିଲେ..

ଝାଡୁ ଧରି ପାର୍ଲାମେଣ୍ଟ ପରିସର ସଫା କଲେ ବାଚସ୍ପତି , କେନ୍ଦ୍ରମନ୍ତ୍ରୀ ଓ ସାସଂଦ । ଆଜି ଏପରି କିଛି ଦୃଶ୍ୟ ସାସଂଦ ପରିସରରେ ଦେଖିବାକୁ ମିଳିଛି । ଖୋଦ୍ ବାଚସ୍ପତି ଓମ ବିର୍ଲା , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ମଦ ଦୋକାନୀଙ୍କୁ ମିଳିବ ପୁରସ୍କାର

ରାଜ୍ୟରେ ଯେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ପରିମାଣର ମଦ ବିକ୍ରି କରୁଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ ଏବଂ ରାଜସ୍ୱ ବୃଦ୍ଧି ପାଇଁ ଆହୁରି ଅଧିକ ସଂଖ୍ୟକ ବିଦେଶୀ ମଦ ଦୋକାନ ଖୋଲାଯିବ । ଏନେଇ ବିଧାନସଭାର...

ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି

ସୁନାବେଶକୁ ସବୁଠାରୁ ବେଶ୍ ଆକର୍ଷଣୀୟ ବୋଲି କୁହାଯାଏ । ବିଧି ଅନୁସାରେ ଶ୍ରୀ ଜଗନ୍ନାଥଙ୍କର ବର୍ଷକୁ ୫ ଥର ସୁନାବେଶ ଅନୁଷ୍ଠିତ ହୁଏ । କିନ୍ତୁ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ବର୍ଷକୁ ଥରେ ସୁନାବେଶ ହୋଇଥାଏ । ଏହି...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...