28.1 C
Bhubaneswar
Wednesday, November 11, 2026
-Advertisement-
video

ପଡୋଶୀକୁ ଗୋଡେଇ ଗୋଡେଇ ହାଣିଲା ପଡୋଶୀ

ନିଜ ଘର ସମ୍ମୁଖରେ ଯୁବକଙ୍କୁ ନିର୍ମମ ହତ୍ୟା । ମୟୁରଭଞ୍ଜ କରଞ୍ଜିଆ ଅନ୍ତର୍ଗତ ନଦା ଗାଁରେ ହୋଇଛି ନିର୍ମମ ହତ୍ୟା । ଗାଁର ନାରଣ ପାତ୍ରଙ୍କୁ ସେହି ଗାଁର ଗଜେନ୍ଦ୍ର ପାତ୍ର ଏବଂ ତାଙ୍କର ଦୁଇ ପୁତ୍ର ଅତି ନିର୍ମମ...

ଫଟୋକୁ ନେଇ ଚର୍ଚ୍ଚା

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ଫଟୋକୁ ନେଇ ଜୋରଦାର ଚର୍ଚ୍ଚା । ବିବାହ ସମୟର ଫଟୋ ପ୍ରିୟଙ୍କା ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଯେଉଁଥିରେ ଢେରସାରା ସୋସିଆଲ ମିଡିଆ ୟୁଜର୍ର...

ହଳ କରୁଥିବାବେଳେ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦୀ ଗ୍ରାମରେ ଟ୍ରାକ୍ଟର ଓଲଟି ଚାଳକର ମୃତ୍ୟୁ ହୋଇଛି । ଆଜି ସକାଳୁ ଦେବେନ୍ଦ୍ର ଚାର୍କୀ ନାମକ ଏକ ଯୁବକ ଟ୍ରାକ୍ଟର ସାହାର୍ଯ୍ୟରେ ଜମିରେ ହଳ କରୁଥିବା ସମୟରେ କାଦୁଅରେ ଗାଡି ଲାଖିଯାଇଥିଲା ।...

ଆଜିଠୁ କଟକରେ ରାଜ୍ୟଗୋଷ୍ଠି ଟେବୁଲ ଟେନିସ୍ ଚାମ୍ପିଅନଶିପ

ଆଜିଠୁ କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠି ଟେବୁଲ ଟେନିସ୍ ଚାମ୍ପିଅନଶିପ । ଜୁଲାଇ ୧୭ ରୁ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଚାମ୍ପିଅନଶିପରେ ୧୪ ଟି ଦେଶ ଭାଗ ନେଉଛନ୍ତି ।...

କୋଣାର୍କ ହେବ ସ୍ୱଚ୍ଛ ସହର

ଗାନ୍ଧି ଜୟନ୍ତୀ ପୂର୍ବରୁ କୋଣାର୍କ ହେବ ସ୍ୱଚ୍ଛ ସହର । ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କୋଣାର୍କର ସୂର୍ଯ୍ୟ ମନ୍ଦିର ଓ କୋଣାର୍କ ସହରକୁ ଆସନ୍ତା ଗାନ୍ଧି ଜୟନ୍ତୀ ପୂର୍ବରୁ, ସ୍ୱଚ୍ଛ ସହରର ମାନ୍ୟତା ଦିଆଯିବ ବୋଲି...

କୋଲକାତାରେ ମର୍ମନ୍ତୁତ ସଡକ ଦୁର୍ଘଟଣା, ୫ ଓଡିଆ ମୃତ

କୋଲକାତାର ହାୱଡାର ଶଙ୍କରାଇରେ ସଡକ ଦୁର୍ଘଟଣାରେ ୫ ଓଡିଆ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ମାନେ ଯାଜପୁର ,ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ଏକ କାରରେ ୮ ଜଣ ଯୁବକ ହାୱାଡା ଅଞ୍ଚଳରେ...

ଗୁଣି, ଗାରେଡି ସନ୍ଦେହରେ ଗାଁରୁ ୪ ପରିବାର ବାସନ୍ଦ

ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗାଁରେ ଅଭାବନୀୟ ଘଟଣା । ଆଜିକାଲି ଅନେକ ଲୋକମାନେ ଗୁଣିଆଙ୍କୁ ଅନ୍ଧଭଳି ବିଶ୍ୱାସ କରି ଆସୁଛନ୍ତି । ତେବେ ରାୟଗଡା ପୂଜାରୀଗୁଡା ଗାଁରେ ଗୁଣିଗାରେଡି ସନ୍ଦେହ କରି ଗାଁରୁ ୪ଟି ପରିବାରକୁ ବାସନ୍ଦ କରାଯାଇଛି...

ଡି.ପ୍ରକାଶ ରାଓ ଅସୁସ୍ଥ

ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ । ଡି ପ୍ରକାଶ ରାଓଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଯୋଗୁଁ ମେଡିସିନ ୱାର୍ଡର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି । ଶ୍ରୀ ଡି ପ୍ରକାଶ ରାଓଙ୍କୁ...

ପୁଣି ଭାରରେ ବୁହାହେଲା ମୃତଦେହ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ

ପୁଣି ସାମ୍ନାକୁ ଆସିଛି ଦାନ ମାଝି ଭଳି ଘଟଣା । ଏଥର ମଧ୍ୟ ଘଟଣା ଘଟିଛି ସେହି କଳାହାଣ୍ଡି ଥୁଆମୁଳ ରାମପୁର ବ୍ଲକରେ । ଆମ୍ବୁଲାନ୍ସ ନମିଳିବାରୁ ମୃତଦେହକୁ ଭାରକରି ବୋହିଲେ ପରିବାର ଲୋକେ । ଏହି ଘଟଣା ଉପରେ...

ପିପିଲି ଟ୍ରିପଲ ମର୍ଡର ଘଟଣା: ଆଜି ଗୃହରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ

ଗତ ରବିବାର ପିପିଲି ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର ଘଟଣା ସାରା ରାଜ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳାଇ ଦେଇଥିଲା । ଦିନ ଦ୍ୱିପହରେ ଜାତୀୟ ରାଜପଥ ପୋଲିସ ଚେକ ପୋଷ୍ଟ ନିକଟରେ ୩ ଜଣଙ୍କୁ ବର୍ବୋରଚିତ ଭାବେ...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...