23.1 C
Bhubaneswar
Wednesday, November 11, 2026
-Advertisement-
video

ପଲ୍ଲୀ ଆମ୍ବ ଗଲା ଦିଲ୍ଲୀ

ପଲ୍ଲୀରୁ ଆମ୍ବ ଗଲା ଦିଲ୍ଲୀ । ରାୟଗଡା ଜିଲ୍ଲାର ବିଭିନ୍ନ ପୁରପଲ୍ଲୀର ଆମ୍ବ ଦିଲ୍ଲୀ ପଠାଯାଇଛି । ଓରମାସ୍ ତରଫରୁ ପ୍ରଥମ ଦଫାରେ ୨.୬ ମେଟ୍ରିକ ଟନ୍ ଆମ୍ବ ଟ୍ରେନ୍ ଯୋଗେ ଦିଲ୍ଲୀ ପଠାଯାଇଥିବା ବେଳେ ଆଗକୁ ଆହୁରୀ ପଠାଯିବ...

ଭାଲୁ ସହ ଲଢେଇ କରି ଜୀବନ ବଞ୍ଚାଇଲେ

ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ବାଲେଶ୍ୱର ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ପିଠରୁ ଘରକୁ ଫେରିବା ବେଳେ ସୁକୁରା ଦେହୁରୀ ନାମକ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି...
video

ରଙ୍ଗିନ କୋଣାର୍କ 

ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରରେ ଆରମ୍ଭ ହେଲା ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା । ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା ମରାମତି  ପରେ ଗତକାଲିଠୁ ଆରମ୍ଭ ହୋଇଛି । ବାତ୍ୟା ଫନି ତାଣ୍ଡବର...

ସୋମବାର ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଫଳ

ଆସନ୍ତା ୩ ଅର୍ଥାତ ସୋମବାର ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ବିଜ୍ଞାନରେ ୯୯ ହଜାର ଛାତ୍ରଭାତ୍ରୀ ପରୀକ୍ଷା ଦେଇଥିଲେ...

ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲାରେ ୨ଜଣଙ୍କୁ ଏନକାଉଣ୍ଟର

ଆସିକା କଂଗ୍ରେସ ବିଧାୟକ ର୍ପ୍ରାଥୀ ମନୋଜ ଜେନାଙ୍କ ହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ହାଇପ୍ରୋଫାଇଲ ହତ୍ୟା କାଣ୍ଡରେ ପୋଲିସ ଦୁଇ ଜଣଙ୍କୁ ଏନକାଉଣ୍ଟର କରି ଗିରଫ କରିଛି । ଗୋଳନ୍ଥରା ଥାନା ଅମିତ୍‌ ହସ୍ପିଟାଲ...

ଜୁନ୍ ୬ରେ ଯୁକ୍ତଦୁଇ ନାମଲେଖା ଆବେଦନ ଆରମ୍ଭ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତଦୁଇ ନାମଲେଖା ଆବେଦନ ପ୍ରକ୍ରିୟା ଆସନ୍ତା ଜୁନ୍ ୬ରେ ଆରମ୍ଭ ହୋଇ ଜୁନ୍ ୨୦ ସୁଦ୍ଧା ଆବେଦନ ପ୍ରକ୍ରିୟା ଶେଷ ହେବ । ରାଜ୍ୟରେ ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବାବେଳେ ଛାତ୍ରଛାତ୍ରୀ...

ବାହୁଡିବେ ଜଗା-କାଳିଆ

ଖୁବଶୀଘ୍ର ଓଡିଶା ଫେରିବେ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାକାଳିଆ । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିବା ଜଗାକାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି  । ଦୁହେଁ ସୁସ୍ଥ ଅଛନ୍ତି । ଗତ ୨ ବର୍ଷ ଧରି ଜଗାକାଳିଆଙ୍କ ଚିକିତ୍ସା ଦିଲ୍ଲୀରେ ଜାରି...

ନିଆଁ ଆଁରେ ୫୦ ବଖରା ଘର

କେନ୍ଦ୍ରାପଡ଼ାରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଯାଇଛି ୫୦ ବଖରା ଘର । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜାଲକଣା ଗାଁରେ ଘଟିଛି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦୁଇ ଶିଶୁ ଗୁରତର ହୋଇଥିବା ସୂଚନା ମିଳିଛି...

ମାରିଦେଲା ମହୁମାଛି

ମହୁମାଛି ଆକ୍ରମଣରେ ବାଳକର ମୃତ୍ୟୁ  । ଜଣେ ବାଳକର ମୃତ୍ୟୁ  ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ରାୟଗଡା ମୁକୁନ୍ଦପୁର ଫାଣ୍ଡି ଅନ୍ତର୍ଗତ ଭେଜା ଗାଁରେ । ୩ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ...
video

ଉଦ୍ଧାର ହେଲେ ଦାଦନ ଶ୍ରମିକ

ପେଟ ପାଇଁ ଡହଳ ବିକଳରେ ଜୀବନ । ରୋଜଗାରର ସବୁ ରାସ୍ତା ବନ୍ଦ ହୋଇଯାଇଥିବାବେଳେ ଏବେ ବାହାରକୁ ରୋଜଗାର ଆଶା ନେଇ ଯାଉଛନ୍ତି ଶ୍ରମିକ । ଦାଦନ ଖଟିଲେ ପରିବାରକୁ ଦିଓଳି ଖାଇବା ମିଳିପାରିବ । ସେଇ ଆଶା ନେଇ...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...