24.1 C
Bhubaneswar
Wednesday, November 11, 2026
-Advertisement-

ଶପଥ ସମାରୋହକୁ ମୋଦୀଙ୍କୁ ନିମନ୍ତ୍ରଣ

ପଞ୍ଚମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି ବିଜେଡି । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ସମାରୋହରେ ଯୋଗଦେବେ ବହୁ ରଥି ମହାରଥି । ତେବେ ଶପଥ ସମାରୋହରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ...

୨୯ରେ ୨୫ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା

ପ୍ରତିଶ୍ରୁତି ରକ୍ଷାକରିବେ ନବୀନ । ସରକାର ଗଠନର ପ୍ରଥମ ଦିନ ମିଳିବ ୨୫ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା । ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଓଡିଶାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ଦଳ ସରକାର...

ରାଜ୍ୟପାଳଙ୍କୁ ଭେଟିଲେ ନବୀନ

ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ନବୀନ ପଟ୍ଟନାୟକ. ବିଧିବଦ୍ଧ ଭାବେ ବିଜେଡି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ 112 ଜଣ ବିଧାୟକଙ୍କ ତାଲିକା ଦେଇ ସରକାର ଗଠନ ପାଇଁ ଦାବି ଜଣାଇଲେ. ସକାଳେ ବିଜେଡିର...
video

ନୀଳଗିରିରେ କାଳବୈଶାଖୀ ତାଣ୍ଡବ

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ତାଣ୍ଡବ ରଚିଲା କାଳବୈଶାଖୀ । ରବିବାର ଅପରାହ୍ନରେ ଅଚାନକ କଳାବୈଶାଖୀ ଆସିବା ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହ ଚାଳ ଛପର ଘରର ଛପର ଉଡାଇ ନେଇଛି । ଅଳ୍ପ କିଛି...

ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ, ଯୋଗଦେବେ ନବ ନିର୍ବାଚିତ ସାଂସଦ ଓ ବିଧାୟକ

ଆସନ୍ତା ୨୬ ତାରିଖ ରବିବାର ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମେ ୨୬ ସକାଳେ ସମସ୍ତ ନବ ନିର୍ବାଚିତ ସାଂସଦ ଓ ବିଧାୟକ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇବେ। ମଧ୍ୟାହ୍ନରେ ଦଳୀୟ କାର୍ଯ୍ୟାଳୟରେ...

ନେତାଙ୍କ ଘରକୁ ବୋମାମାଡ

ପିପିଲିରେ ବିଜେପି ନେତାଙ୍କ ଘରକୁ ବୋମାମାଡ । ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘରକୁ ବୋମାମାଡ ହୋଇଥିବା ସୁଚନା ମିଳିଛି । ବିଳମ୍ବିତ ରାତିରେ ବଳଙ୍ଗା ଥିବା ତାଙ୍କ ବାସଭବନ ଉପରକୁ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯ଼ୋଗ ହୋଇଛି...

ମ୍ୟାଜିକ୍ କଲେ ମକରନ୍ଦ

ସବୁ ଅପେକ୍ଷାର ହୋଇଛି ଅନ୍ତ । ଦୀର୍ଘଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ପଡିଛି ପୂର୍ଣ୍ଣଛେଦ । ସମସ୍ତଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କିମାରୁ୍ଥିଲା । କେଉଁ ଆସନରୁ କିଏ ଜିତିବ ଆଉ କିଏ ହାରିବ । ଏମିତି...
video

ଲୋକହସାରୁ ବଞ୍ଚାଇଲେ ସପ୍ତଗିରି

ସମଗ୍ର ଦେଶରେ ମୋଦି ମ୍ୟାଜିକ କାମ କରିଥିବାବେଳେ ରାଜ୍ୟକୁ ନିଜ କବଜାକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହୋଇ ବିରୋଧିଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଲୋକସଭାରେ ବିଜେଡି ୧୨ ବିଜେପି...

୧୧୨ ବିଧାନସଭା ଆସନରେ ବିଜେଡିର ବାଜିମାତ୍

ଗଣତନ୍ତ୍ରର ମାହାପର୍ବକୁ ନେଇ ଯେଉଁ ଉସôାହ ଉଦ୍ଦୀପନା ଥିଲା ତାହା ଗତକାଲି ଅବସାନ ହୋଇଛି । ରାଜ୍ୟରେ ବହୁ ହେଭିଓ୍ୱେଟ୍‌ ନେତାଙ୍କ ଭାଗ୍ୟପେଡି ଖୋଲିଛି । ବିଭିନ୍ନ ଦଳରେ ନୂଆକରି ପ୍ରାର୍ଥୀ ହୋଇଥିବା ନେତା ମଧ୍ୟ ବାଜି ମାରି ନେଇଛନ୍ତି...

୨୧ ଲୋକସଭା ଆସନରେ କିଏ କେଉଁଠାରୁ ଜିତିଲେ, ପଢନ୍ତୁ

ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୧୨ଟି ବିଜେଡି ହାତେଇ ଥିବାବେଳେ ବିଜେପିକୁ ୮ଟି ଏବଂ କଂଗ୍ରେସକୁ ମିଳିଛି ମାତ୍ର ଗୋଟିଏ ଆସନ । ଭୁବନେଶ୍ୱର, ବରଗଡ଼, ସମ୍ବଲପୁର, ବାଲେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜେପି...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...