ଗଣତନ୍ତ୍ରର ମାହାପର୍ବକୁ ନେଇ ଯେଉଁ ଉସôାହ ଉଦ୍ଦୀପନା ଥିଲା ତାହା ଗତକାଲି ଅବସାନ ହୋଇଛି । ରାଜ୍ୟରେ ବହୁ ହେଭିଓ୍ୱେଟ୍‌ ନେତାଙ୍କ ଭାଗ୍ୟପେଡି ଖୋଲିଛି । ବିଭିନ୍ନ ଦଳରେ ନୂଆକରି ପ୍ରାର୍ଥୀ ହୋଇଥିବା ନେତା ମଧ୍ୟ ବାଜି ମାରି ନେଇଛନ୍ତି । ତେବେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣତି ଚାଲିଥିଲା । କେତେବେଳେ କିଏ ଆଗରେ ତ କିଏ ପଛରେ ରହୁଥିଲା । ଦିନ ୧୧ଟା ସୁଦ୍ଧା ସୂଚନା ଅନୁଯାୟୀ, ବିଜେପିର ୨୩ ବିଧାନସଭା ପ୍ରାର୍ଥୀ ବିଜୟୀ ହୋଇଛନ୍ତି ଏବଂ ବିଜେଡିର ୧୧୨ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୯ଟି ବିଧାନସଭା ଆସନ ହାତେଇବାରେ ସଫଳ ହୋଇଛି । ତେବେ ୧୧୨ଟି ବିଧାନସଭା ଆସନ ହାତେଇଥିବା ବିଜେଡି ପ୍ରାର୍ଥୀ ହେଲେ ।

ଆନନ୍ଦପୁର: ଭାଗିରଥୀ ସେଠୀ (ବିଜେଡି)
ପାରାଦୀପ: ସମ୍ବିତ ରାଉତରାୟ (ବିଜେଡି)
ବରଗଡ଼: ଦେବେଶ ଆଚାର୍ୟ୍ୟ (ବିଜେଡି)
କାକଟପୁର: ତୁଷାର ରଞ୍ଜନ ବେହେରା (ବିଜେଡି)
ଜଟଣି: ସୁରେଶ ରାଉତରାୟ (କଂଗ୍ରେସ)
ବିଞ୍ଜାରପୁର: ପ୍ରମିଳା ମଲ୍ଲିକ (ବିଜେଡି)
କୋରେଇ: ଅଶୋକ ବଳ (ବିଜେଡି)
ଖଲିକୋଟ: ସୂର୍ୟ୍ୟମଣି ବୈଦ୍ୟ (ବିଜେଡି)
ପଟାଙ୍ଗୀ: ପ୍ରିତମ ପାଢ଼ୀ(ବିଜେଡି)
କୋରାପୁଟ: ରଘୁରାମ ପଡାଲ(ବିଜେଡି)
ବ୍ରହ୍ମପୁର: ବିକ୍ରମ ପଣ୍ଡା(ବିଜେଡି)
କଣ୍ଟାମାଳ: ମହୀଧର ରଣା (ବିଜେଡି)
ଚିତ୍ରକୋଣ୍ଡା: ପୂର୍ଣ୍ଣଚନ୍ଦ୍ର ବାକା (ବିଜେଡି)
ସାଲେପୁର: ପ୍ରଶାନ୍ତ ବେହେରା (ବିଜେଡି)
ମାହାଙ୍ଗା: ପ୍ରତାପ ଜେନା (ବିଜେଡି)
ପଦ୍ମପୁର: ବିଜୟ ସିଂ ବରିହା (ବିଜେଡି)
କାମାକ୍ଷାନଗର: ପ୍ରଫୁଲ୍ଲ ମଲ୍ଲିକ (ବିଜେଡି)
ବିଷମକଟକ: ଜଗନ୍ନାଥ ସାରକା (ବିଜେଡି)
ପରଜଙ୍ଗ: ନୃସିଂହ ସାହୁ (ବିଜେଡି)
ଭଟଲି: ସୁଶାନ୍ତ ସିଂହ (ବିଜେଡି)
ନିମାପଡ଼ା: ସମୀର ଦାସ (ବିଜେଡି)
ଗୁଣୁପୁର: ରଘୁନାଥ ଗମାଙ୍ଗ (ବିଜେଡି)
କୁଚିଣ୍ଡା: କିଶୋର ଚନ୍ଦ୍ର ନାୟକ(ବିଜେଡି)
ମୋରଡ଼ା: ରାଜକିଶୋର ଦାସ (ବିଜେଡି)
ବାଙ୍ଗିରିପୋଷି: ସୁଦାମ ମାରାଣ୍ଡି(ବିଜେଡି)
ଝାରସୁଗୁଡ଼ା: ନବ ଦାସ (ବିଜେଡି)
ନବରଙ୍ଗପୁର: ସଦାଶିବ ପ୍ରଧାନୀ (ବିଜେଡି)
ଭଣ୍ଡାରିପୋଖରୀ: ପ୍ରଫୁଲ୍ଲ ସାମଲ(ବିଜେଡି)
ସୋରଡ଼ା: ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ (ବିଜେଡି)
ପାଲଲହଡ଼ା: ମୁକେଶ ପାଲ (ବିଜେଡି)
ଘଷିପୁରା: ବଦ୍ରିନାରାୟଣ ପାତ୍ର (ବିଜେଡି)
ସମ୍ବଲପୁର: ଜୟନାରାୟଣ ମିଶ୍ର ( ବିଜେପି)
ରାଇରଙ୍ଗପୁର: ନବରଚରଣ ମାଝୀ(ବିଜେପି)

LEAVE A REPLY

Please enter your comment!
Please enter your name here