28.3 C
Bhubaneswar
Tuesday, July 28, 2026
-Advertisement-
video

ନା ପାଠପଢା,ନା ମଧ୍ୟାହ୍ନ ଭୋଜନ

ମାଲାକାନଗିରି କାଲିମେଳା ବ୍ଲକ ତଣ୍ଡାବାଇ ଗାଁର ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପାଠପଢାରେ ଅବ୍ୟବସ୍ଥା । ନାଁ ପିଲାଙ୍କୁ ଠିକ୍ ଭାବରେ ଶିକ୍ଷା ପ୍ରଦାନ କରାଯାଉଛି ନାଁ ଖାଇବାକୁ ଦିଆଯାଉଛି . ଏମିତିକି ସ୍କୁଲ ଶିକ୍ଷୟତ୍ରୀ ଚତୁର୍ଥ ଶ୍ରେଣୀ ପିଲାଙ୍କୁ...

ଫିଲ୍ମ ନିର୍ମାତା ଚକ୍ରଧର ସାହୁଙ୍କ ପରଲୋକ

ଓଲିଉଡ ଚଳଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ ଘଟିଛି. ଭୁବନେଶ୍ୱର ଏମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି. ନିଜ ଦକ୍ଷତା ପାଇଁ  ଓଲିଉଡରରେ ସେ ବେଶ ପରିଚିତ ଥିଲେ. ଏକାଧାରାରେ ଚକ୍ରଧର ଜଣେ ଫିଲ୍ମ...
video

ପୁନଃ ପରୀକ୍ଷା ପାଇଁ ଦାବି

ଜାନୁୟାରୀ 20 ତାରିଖରେ ହୋଇଥିବା ଏଏସଓ ପରୀକ୍ଷାକୁ ନେଇ ରାସ୍ତାକୁ ଓହ୍ଲାଇଛି ଆଶାୟୀ ଛାତ୍ରଛାତ୍ରୀ ପରିଷଦ. ଓପିଏସସି ଦ୍ୱାରା ପରିଚାଳିତ ହେଉଥିବା ଏଏସଓ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା କହିଛି ଏହି ପରିଷଦ. ଏଥିପାଇଁ ପୁନଃ ଏଏସଓ ପରୀକ୍ଷା କରାଯାଉ...

ପୋଲିସ କବଜାରେ ଗଞ୍ଜେଇ ବେପାରୀ

ଚୋରାରେ ଗଞ୍ଜେଇ ବେପାର କରୁଥିବା ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ. ମାଲାକାନଗିରି ଜିଲ୍ଲା ବାଲିମେଳାଠାରେ ଅର୍କେଲ ପୋଲିସ ଉକ୍ତ ମାଫିଆକୁ କେବେଠାରୁ ଖୋଜୁଥିଲା. ମାତ୍ର ସେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା. ସୂଚନାଯୋଗ୍ୟଯେ, ଗତ ନଭେମ୍ବର...

ଶ୍ରୀମନ୍ଦିର ସଂସ୍କାର ନେଇ ଆଲୋଚନା କରିବେ ଆମିକସ କ୍ୟୁରି

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାର ଚଳିତ ମାସ ୨୨ଓ ୨୩ରେ ପୁରୀ ଆସିବେ । ମଙ୍ଗଳବାର ସୁପ୍ରିମକୋର୍ଟ ଆମିକସକ୍ୟୁରୀଙ୍କୁ ପୁରୀ ଶ୍ରୀମନ୍ଦିର ଯାଇ ରିପୋର୍ଟ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିବାକୁ...

7ରେ ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା

ଆସନ୍ତା 7 ତାରିଖରେ ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା. ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ. 19 ବର୍ଷ ଧରି ବିଜେଡି ସରକାର ଶାସନରେ ରହିଥିଲେ ବି ଯୁବକ...
video

ମୃତଦେହ ଜବତ

ବଲାଙ୍ଗିର ଜିଲ୍ଲା ଗୋଳାବାରୁଦ କାରଖାନା ଅଞ୍ଚଳରେ କଲରାପତରିଆ ବାଘର ମୃତଦେହ ଜବତ କରାଯାଇଛି । ବାର୍‌ହା ଶିକାର ପାଇଁ ବସା ଯାଇଥିବା ଫାଶରେ ପଡି ବାଘଟି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି...

ରାଜ୍ୟରେ ‘ଭାରତ କେ ମନ୍ କି ବାତ୍’

ମୋଦି ସରକାର ଆରମ୍ଭ କରିଥିବା ‘ଭାରତ କେ ମନ୍ କି ବାତ୍’ ଅଭିଯାନ ଏବେ ଓଡିଶାରେ ଆରମ୍ଭ ହୋଇଛି. ଏଥିରେ ବିଜେପି ସରକାର ଜନତାଙ୍କ ପାଇଁ କେଉଁ ପ୍ରକାର ସୁବିଧା ଉପଲବ୍ଧ କରାଉଛନ୍ତି ତାହା ବର୍ଣ୍ଣନା କରାଯାଇଛି. ‘ସବକା ସାଥ...
video

ଗ୍ୟାସ କଟରରେ ଏଟିଏମ କାଟି ଲୁଟ୍

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରରେ କିଛି ଦୁର୍ବୃତ୍ତ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିଛନ୍ତି. ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି. ତେବେ ଏଟିଏମକୁ ସେମାନେ ଏକ ଗ୍ୟାସ କଟରରେ କାଟି  ଭ୍ୟାନରେ ନେଇ ଫେରାର...

ବୃହତ୍ତ ପରିଯୋଜନାର ଶୁଭାରମ୍ଭ

ପାରାଦୀପରେ ପଲିପ୍ରପିଲିନ ପ୍ଲାଣ୍ଟ ସମେତ ଅନେକଗୁଡିଏ ବୃହତ ପରିଯୋଜନାର ଶୁଭାରମ୍ଭ ଆସନ୍ତା ୬ ତାରିଖରେ କରାଯିବ. ଭାରତୀୟ ତୈଳ ନିଗମ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଓଡିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ଏହି ପ୍ରକଳ୍ପ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...