28.3 C
Bhubaneswar
Tuesday, July 28, 2026
-Advertisement-

କଂଗ୍ରେସର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା କଂଗ୍ରେସ. ବରପଦା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀ ସଂସ୍ଥାରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ. ପ୍ରଦେଶ କଂଗ୍ରେସ ପକ୍ଷରୁ...
video

ମଦକୁ ନା

ରାୟଗଡା ଜିଲ୍ଲା ପିତାମହଲ ପଞ୍ଚାୟତ ଲାଡ୍ଡାରେ ମଦ ଦୋକାନକୁ ବିରୋଧ କରିଛନ୍ତି ଗ୍ରାମବାସୀ. ଏହାକୁ ବିରୋଧ କରିବା ପାଇଁ ଏକାଠି ହୋଇଛନ୍ତି ଲାଡ୍ଡା, ବଡାଖାଲ, ବିଷ୍ଣୁଗଡା ଓ ଜଗନ୍ନାଥପୁରର ମହିଳା ଓ ପୁରୁଷମାନେ. ବିଶେଷ ଭାବରେ ମହିଳା ସ୍ୱୟଂ ସହାୟକ...

ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ

ରାଜ୍ୟରେ ଦେଖାଦେଇଥିବା ଉତ୍କଟ ବେକାରୀ ସମସ୍ୟାକୁ ନେଇ ଗୁରୁବାର ବିଧାନସଭା ଘେରିଛି ବିଜେପି ଯୁବ ମୋର୍ଚ୍ଚା । ରାଜଧାନୀ ରାଜରାସ୍ତାରେ ନିଜର ଶକ୍ତି ଦେଖାଇଛି ଯୁବ ମୋର୍ଚ୍ଚା । କର୍ମୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଆନେ୍ଦାଳନରେ ସାମିଲ ହୋଇଥିଲେ...
video

ନିଆଁରେ ପୋଡି ହୋଇ ଶିଶୁପୁତ୍ର ଗୁରୁତର

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଗୋଡିଶୂଳ ଗାଁରେ ଘଟିଛି ଏକ ଅଘଟଣ. ସୂଚନା ଅନୁସାରେ, ନିଆଁରେ ସେକି ହେଉଥିବା ବେଳେ ପୋଷାକରେ ନିଆଁ ଲାଗି ଯାଇଥିଲା. ଫଳରେ ଦନେଇ ବିଶ୍ୱାଳଙ୍କ 10 ବର୍ଷର ପୁଅ ତପନ ବିଶ୍ୱାଳ ଗୁରୁତର ହୋଇଛି....

ବେଆଇନ କରତକଳ ଉପରେ ଚଢାଉ

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୋଲିସ ବେଆଇନ କରତକଳ ଉପରେ ଚଢାଉ କରିଛି. ସୂଚନା ଅନୁସାରେ, ଦୀର୍ଘଦିନ ଧରି ବେଙ୍ଗପୁର ଓ ସୁତେଇ ବଡଗାଁରେ ବେଆଇନ ଭାବେ ଏହି କରତ କଳ ଚାଲିଆସୁଥିଲା. ଖବର ପାଇ ପୋଲିସ ବନବିଭାଗ ସହ...

5 ଦଫା ଦାବି ନେଇ ବିକ୍ଷୋଭ

5 ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଂଘ. ଉଚିତ ନାମକରଣ ସହ ବିଭିନ୍ନ ଦାବିକୁ ପ୍ରସଙ୍ଗ କରି ଧାରଣା ଦେଇଛି ଏହି ସଂଘ. ବିଦ୍ୟାଳୟ ସଂଯୋଜକକାରୀ ବଦଳରେ କମ୍ପ୍ୟୁଟର ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ...

ମଧୁ ସ୍ମରଣ ସଂଧ୍ୟା

ମଧୁବାବୁ ଥିଲେ ଓଡିଆଙ୍କ ପରିଚୟର ପ୍ରତିଷ୍ଠାତା. ସେ କେବଳ ଓଡିଆ ଜାତିଙ୍କୁ ଏକ ସ୍ୱତନ୍ତ୍ର ରାଜ୍ୟ ପ୍ରଦାନ କରିନାହାନ୍ତି, ବରଂ ସେମାନଙ୍କୁ ଓଡିଆ ବୋଲି ପରିଚୟ ଦେଇଛନ୍ତି. ନିଜ ଜୀବନକୁ ତିଳ ତିଳ କରି ଜାଳି ସେ ଏହି ଜାତିକୁ...
video

ଚାଷୀ-ପୋଲିସ ମୁହାଁମୁହିଁ

ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ନବନିର୍ମାଣ କୃଷକ ସଂଗଠନ । ଦାବି ହାସଲ ଲାଗି ରାଜଧାନୀରେ ଅର୍ଥନୈତିକ ଅବରୋଧ କରିବା ସହ ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲା ସଙ୍ଗଠନ । ନବନିର୍ମାଣ କୃଷକ...

ସିଭିଲ୍ ସୋସାଇଟି ସଂଗଠନର ବିକ୍ଷୋଭ

ବହୁ ଚର୍ଚ୍ଚିତ ଚିଟଫଣ୍ଡ ଦୁର୍ନୀତି ମାମଲାରେ ରାଜରାସ୍ତାକୁ ଓହ୍ଲାଇଛି ସିଭିଲ୍ ସୋସାଇଟି ସଂଗଠନ. ଏହି ମାମଲାକୁ ନେଇ ହେଉଥିବା ତଦନ୍ତ ଓ ଜେରା ଏକପ୍ରକାର ଭାଣ୍ଡାମୀ ବୋଲି ଏହି ସଂଗଠନ କହିଛି. ଚିଟଫଣ୍ଡ ମାମଲାରେ ସିବିଆଇ ତଦନ୍ତ ତ୍ବାରାନ୍ବୀତ କରିବାକୁ...

ଗୃହ ଅଚଳ

ଲଗାତର ତୃତୀୟ ଦିନ ପାଇଁ ବଜେଟ୍‌ ଅଧିବେଶନର ପ୍ରଶ୍ନକାଳ ଚାଲି ପାରି ନାହିଁ । ଗୃହରେ ସାଂସଦ ଲଡୁ କିଶୋର ସ୍ୱାଇଁ ଏବଂ ସ୍ୱାଧୀନତା ସଂଗ୍ରାମୀ ପ୍ରିୟନାଥ ଦେଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...