26.1 C
Bhubaneswar
Tuesday, July 28, 2026
-Advertisement-
video

ଜିଲ୍ଲା ମହିଳା କଂଗ୍ରେସର ପ୍ରତିବାଦ

ଦାରିଙ୍ଗିବାଡି ସେବାଶ୍ରମ ସ୍କୁଲ ଛାତ୍ରୀଙ୍କ ମା ହେବା ପ୍ରସଙ୍ଗକୁ ନେଇ ମହିଳା କଂଗ୍ରେସ ତୀବ୍ର ପ୍ରତିବାଦ କରିଛି । ଆଜି ଏକ ଶୋଭାଯାତ୍ରାରେ ଶତାଧିକ ମହିଳା କଂଗ୍ରେସ କର୍ମକର୍ତ୍ତା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି...
video

ବିମଳା ମନ୍ଦିରରୁ ଚୋରି

ରାୟଗଡା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡା ମାଣିକେଶ୍ୱରୀ ମନ୍ଦିରରୁ ଅଷ୍ଟଧାତୁରେ ନିର୍ମିତ ବିଗ୍ରହ ମୂର୍ତ୍ତି ଚୋରି ହେବାର 24 ଘଣ୍ଟା ନ ପୁରୁଣୁ ରାୟଗଡା ବିମଳା ମନ୍ଦିରରୁ ଆଉ ଏକ ଚୋରି ହୋଇଛି. ଶନିବାର ସକାଳ ସମୟରେ ପୂଜକ ମନ୍ଦିରରେ...

300 ଟପିଲା ‘ଆମ ଗାଁ ଆମ ବିକାଶ’

ରାଜ୍ୟ ସରକାରଙ୍କ ଆମ ଗାଁ ଆମ ଗାଁ ବିକାଶ କାର୍ଯ୍ୟକ୍ରମ ରାଜ୍ୟର ପ୍ରାୟ 300 ବ୍ଲକ ଅତିକ୍ରମ କରି ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି. ବର୍ତ୍ତମାନସୁଦ୍ଧା 306ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେଉଥିବା ବେଳେ ରାଜ୍ୟର 306ଟି...

ଡଲଫିନ ଗଣନା ଆରମ୍ଭ

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡଲଫିନ ଗଣନା ଆରମ୍ଭ କରାଯାଇଛି. ପୁରୀ ଜିଲ୍ଲାର ଅସ୍ତରଙ୍ଗ ଏବଂ ଜଗତସିଂହପୁର ଜିଲ୍ଲାର କୁଜଙ୍ଗଠାରେ ଡଲଫିନ ଗଣନା ଆରମ୍ଭ କରାଯାଇଛି. ଅସ୍ତରଙ୍ଗ ବନାଞ୍ଚଳର ଦେବୀନଦୀ ପଠା ଓ ସମୁଦ୍ରରେ ଡଲଫିନ ଗଣନା...

ବାଲିଗୁଡାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲାର ସମସ୍ତ ପଞ୍ଚାୟତ ସ୍ତରରେ ପିଠା କାର୍ଯ୍ୟକ୍ରମ ସରିବା ପରେ ବର୍ତ୍ତମାନ ବିଜ୍ଞାପିତ ଅଞ୍ଚଳ ବାଲିଗୁଡାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଏନଏସି ଚେୟାରମ୍ୟାନ ଶ୍ରୀମତୀ ମମତା ବେହେରା. ତେବେ ମମତାଙ୍କ ସମେତ...

ନିଆଁରେ ପୋଡିହୋଇ ଗର୍ଭବତୀ ମହିଳା ଗୁରୁତର

ବାଲଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସଜନାଗଡ ନୂଆସାହି ଗାଁରେ ଘଟିଛି ଏକ ଅଘଟଣ. କୌଶଲ୍ୟା ମରିଡିଆ ନାମକ ଜଣେ ଗର୍ଭବତୀ ମହିଳା ଚୁଲିରେ ସେକି ହେଉଥିବା ବେଳେ ଘୋଡି ହୋଇଥିବା ଚାଦରରେ ନିଆଁ ଲାଗିଯାଇଥିଲା. ଫଳରେ ସେ ଅଧା ପୋଡି...
video

ନବୀନଙ୍କ ଥ୍ରୀ-ଟି ମନ୍ତ୍ର

ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଓପିଟିସିଏଲର ନବ ନିଯୁକ୍ତ ଇଞ୍ଜିନିୟରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି. ତେବେ ଏହି ଅବସରରେ ନବୀନ, ନୂତନ...

କନ୍ଧମାଳ ପରେ ଯାଜପୁରରେ ଲଜ୍ଜା

କନ୍ଧମାଳରେ ଗୋଟିଏ ସେବାଶ୍ରମରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏକ ଶିଶୁକୁ ଜନ୍ମଦେବା ଘଟଣାର ଚର୍ଚ୍ଚା ନଥମୁଣୁ ଯାଜପୁର ଜିଲ୍ଲା ଦାନଗଦି ଅଞ୍ଚଳରେ ଆଉ ଜଣେ 14 ବର୍ଷର ନାବାଳିକା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛି.  ମିଳିଥିବା ସୂଚନା ଅନୁସାରେ, ରେଲୱେରେ...

ନକଲି ମସଲା ପ୍ରସ୍ତୁତ କାରଖାନା ଠାବ

କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ ନକଲି ମସଲା ପ୍ରସ୍ତୁତ କାରଖାନା ଠାବ କରାଯାଇଛି. ସେଠାରେ ନକଲି ମସଲା ପ୍ରସ୍ତୁତ କରାଯାଉଥିବା ଜୟପୁର ପୋଲିସକୁ ସୂଚନା ମିଳିଥିଲା. ପରେ ଗୁରୁବାର ବିଳମ୍ବିତ ରାତିରେ ଜୟପୁର ପୋଲିସ ସେଠାରେ ଚଢଉ କରି...
video

ମା’ ମାଣିକେଶ୍ୱରୀ ମନ୍ଦିରରୁ ଚୋରି

ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଖେଦପଡା ନିକଟରେ ଥିବା ମା’ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ହୋଇଛି. ତେବେ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ମନ୍ଦିର ଗ୍ରୀଲ ଭାଙ୍ଗି ଅଷ୍ଟଧାତୁରେ ନିର୍ମିତ ଏକ ଅଢେଇ ଫୁଟର ମୂର୍ତ୍ତି ଚୋରି...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com