26 C
Bhubaneswar
Tuesday, July 28, 2026
-Advertisement-
video

ବିଜେପିର ଚୁଡି ଅଭିଯାନ

ପିପିଲି ଗଣଦୁଷ୍କର୍ମ ପୀଡିତା ବେବିନାଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚା ଆରମ୍ଭ କରିବ ଚୁଡି ଅଭିଯାନ. ବୁଧବାର ନବୀନ ନିବାସ ଘେରାଉ କରିବାକୁ ଗଲାବେଳେ ପୋଲିସ ମହିଳା ମୋର୍ଚ୍ଚା କର୍ମୀଙ୍କୁ ଶିଶୁଭବନ ଛକରେ ଅଟକାଇଥିଲା. ସେଠାରେ ପୋଲିସ...
video

କେନ୍ଦ୍ର ବିରୁଦ୍ଧରେ ବିଜେଡିର ସ୍ୱାକ୍ଷର ଅଭିଯାନ

ଓଡିଶାର ଅନୂସୁଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ କେନ୍ଦ୍ର ସରକାର ଦେଉଥିବା ଛାତ୍ରବୃତ୍ତି ଠିକଣା ସମୟରେ ମିଳୁନଥିବାରୁ ବିଜୁ ଯୁବ ଛାତ୍ର ଜନତା ଦଳ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସମୂହ ସ୍ୱାକ୍ଷର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି. ପୂର୍ବରୁ...
video

ମହିଳା ସଶକ୍ତିକରଣ ପ୍ରସଙ୍ଗରେ ସମାଲୋଚନା କଲେ ଅପରାଜିତା

ମହିଳା ସଶକ୍ତିକରଣ କ୍ଷେତ୍ରରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଅପରାଜିତା । ମହିଳା ସଶକ୍ତିକରଣ ନାଁ ରେ ରାଜ୍ୟ...

ଜାନୁଆରୀ 21ରେ ଚୂଡାନ୍ତ ଭୋଟର ତାଲିକା

ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି. ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ଜାନୁଆରୀ 21 ତାରିଖରେ ପ୍ରକାଶ ପାଇବ. ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ଏହି ସୂଚନା...
video

ଚନ୍ଦ୍ରଶେଖରପୁର ସର୍ଭିସିଂ ସେଣ୍ଟରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର ଚନ୍ଦ୍ରଶେଖରପୁରର କେଟିଏମ ସର୍ଭିସିଂ ସେଣ୍ଟରରେ ଅଗ୍ନିକାଣ୍ଡ । ଆଜି ଅପରାହ୍ନରେ ହଠାତ ସୋ’ରୁମରେ ନିଆଁ ଲାଗିଯାଇଥିଲା । ଏୟାର କଣ୍ଡିସନର କମ୍ପ୍ରେସର ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମର ଦୁଇଟି...

ସୋରାବୁଦ୍ଦିନ ମାମଲାରେ ଧରାପଡିଲା କଂଗ୍ରେସର ଅସଲ ଚେହେରା

ସୋରାବୁଦ୍ଦିନ ଏନକାଉଣ୍ଟର ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ରାୟ ଦେବାପରେ କଂଗ୍ରେସର କୁସôିତ ଚେହେରା ପଦାକୁ ଆସିଛି ବୋଲି ବିଜେପି କହିଛି । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ସିବିଆଇର ସ୍ୱତନ୍ତ୍ର କୋର୍ଟ...

ଧାରଣାରେ ଭିନ୍ନକ୍ଷମ ଖେଳାଳି

ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଭିନ୍ନକ୍ଷମ ଖେଳାଳୀମାନେ ସରକାରୀ ଚାକିରି ଦାବୀରେ ଧାରଣା ଦେଇଛନ୍ତି । ରାଜ୍ୟ ସଚିବାଳୟ ସମ୍ମୁଖରେ ଧାରଣାରେ ବସିଥିବା ଏହି ଖାତି ସମ୍ପନ୍ନ ଭିନ୍ନକ୍ଷମ ଖେଳାଳୀ ମାନେ ପାରା ଏସିଆନ...

ଯବାନ୍ ଦେଲେ ଜରିମାନା

ଯବାନ୍ ଦେଲେ ଜରିମାନା. ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ. ହେଲେ ପ୍ରକୃତରେ ଜରିମାନା ଦେଇଛନ୍ତି ଯବାନ୍. ସୂଚନା ଅନୁସାରେ, ନୂଆବର୍ଷ ପାଇଁ ପୁରୀରେ ଭକ୍ତଙ୍କ ଗହଳି ଲାଗିଛି. ଫଳରେ  ସେମାନଙ୍କୁ ଆୟତ କରିବା ପାଇଁ ଆଇଆରବି ଯବାନ ମାନଙ୍କୁ ଡ୍ୟୁଟିରେ...

ହାତୀ ଉଦ୍ଧାର ପାଇଁ ସରକାର ଆଣିବେ ଗଜଗାଡି

ରାଜ୍ୟରେ ହାତୀମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ବନ ବିଭାଗ ନୂଆ ବର୍ଷରେ ନୂଆ ପଦକ୍ଷେପ ଗ୍ରହଣ କରିଛି । ଅସୁବିଧାରେ ପଡ଼ିଥିବା ହାତୀକୁ ଏଣିକି ଗଜ ଗାଡ଼ିରେ ଉଦ୍ଧାର କରାଯିବ । ରାଜ୍ୟ ସରକାର ପଶ୍ଚିମବଙ୍ଗ ବନ ବିଭାଗ ଠାରୁ...

୫୦ ଫୁଟ ତଳକୁ ଖସିଲା ବୋଲେରୋ

୫୦ ଫୁଟ ତଳକୁ ଖସିଲା ପିକନିକ ବୋଲେରୋ । ପିକନିକ କରିବାକୁ ଗାଙ୍ଗପୁର ଗାଁର ୮ ଜଣ ଯୁବକ ଏକ ବୋଲେରୋରେ ଗଣ୍ଡାହାତୀ ଜଳ ପ୍ରପାତକୁ ଯାଇଥିଲେ । ଭୋଜି ସାରି ଭଞ୍ଜନଗର ଫେରୁଥିବାବେଳେ ବୋଲେରୋଟି ଭାରସାମ୍ୟ ହରାଇ ରାଇଗଡ଼...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com