ଶ୍ରୀମନ୍ଦିର ପୋଲିସ ନାଁ ରେ ଅସଦାଚରଣ ଅଭିଯୋଗ
ପୁରୀ ଶ୍ରୀମନ୍ଦିରରେ କାର୍ଯ୍ୟରତ ଥିବା ଜଣେ ପୋଲିସ ବାବୁଙ୍କ ନା ରେ ଆସିଛି ଏକ ଅଭିଯୋଗ. ସିଂହଦ୍ୱାର ଥାନାରେ ଜଣେ ପୋଲିସ ବାବୁଙ୍କ ନାରେ ଅଭିଯୋଗ ଆଣିଛନ୍ତି ଜଣେ ନାବାଳିକା. ଶ୍ରୀମନ୍ଦିର ବାହାରକାଠ ନିକଟରେ ପୋଲିସ ବାବୁ ଦୁର୍ବ୍ୟବହାର କରିଥିବା...
କୁକୁଡା ଚିଆଁ ଗବେଷଣା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ
ବାରିପଦା ରାସଗୋବିନ୍ଦପୁର ବ୍ଲକ ଛନତା ଠାରେ ଥିବା କୁକୁଡା ଚିଆଁ ଗବେଷଣା କେନ୍ଦ୍ରରେ ଦୁର୍ଭାଗ୍ୟବଶତଃ ନିଆଁ ଲାଗିଯାଇଛି. ଫଳରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ଯନ୍ତ୍ରାଂଶ ପୋଡି ଯାଇଥିବା ସୂଚନା ମିଳିଛି. ଏହି ଖବର ପାଇବା ପରେ 3 ଦମକଳ ବାହିନୀ...
ଧଉଳି ଏକ୍ସପ୍ରେସ ଧକ୍କାରେ ଯୁବକଙ୍କ ମୃତ
ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ । ବାଲେଶ୍ୱର ରେଳ ଷ୍ଟେସନ ନିକଟରେ ଧଉଳି ଏକ୍ସପ୍ରେସ ଟ୍ରେନରେ ଧକ୍କା ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ସଦର ବ୍ଲକ ପରଖି ଗାଁର ବାସିନ୍ଦା ଗଣେଶ୍ୱର ଜେନା ।...
୧୧ ବର୍ଷ ପରେ ବସିଲା ବଡ ହାଟ
୧୧ ବର୍ଷ ତଳେ ହାଟ ବସିଥିଲା । ୨୦୦୭ରେ କନ୍ଧମାଳ ଦଙ୍ଗାପରଠାରୁ ବ୍ରାହ୍ମଣୀ ଗାଁରେ ବଡଦିନ ପୂର୍ବରୁ ବସୁଥିବା ଜନଜାତି ହାଟ ଗତ ୧୧ ବର୍ଷ ହେଲାଣି ଦେଖିବାକୁ ମିଳୁନଥିଲା । ଲୋକେ କି ବ୍ୟବସାୟି ଭୟରେ ହାଟକୁ ଆସୁନଥିଲେ...
ପାରାଦୀପ ରାସ୍ତାରେ ଓଲଟିଲା ପିକନିକ୍ ବସ
ଶୁକ୍ରବାର ସକାଳ ସମୟରେ କମରପଦା ଅଞ୍ଚଳ ନିକଟସ୍ଥ କଟକ-ପାରାଦ୍ୱୀପ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ବସ ସହ ହାଇୱା ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ବସ ଡ୍ରାଇଭର ଓ ହେଲଫରର ମୃତ୍ୟୁ ହୋଇଥିବାବେଳେ ୨୦...
ଭରଣପୋଷଣ ଆଇନର ପ୍ରଚାରପ୍ରସାର ଅଭାବରୁ ହଇରାଣ ହେଉଛନ୍ତି ବୃଦ୍ଧବୃଦ୍ଧା
ସମସ୍ତ ନିଃସହାୟ ଓ ଅବହେଳିତ ବୃଦ୍ଧ ପିତାମାତା ନିଜ ସନ୍ତାନମାନଙ୍କ ଠାରୁ ସମସ୍ତ ପ୍ରକାର ଭରଣପୋଷଣ ପାଇବା ପାଇଁ ହିନ୍ଦୁ ପୋଷ୍ୟ ଓ ଭରଣ ପୋଷଣ ଆଇନ ୧୯୫୬ ରହିଛି. ମାତ୍ର ଦୁର୍ଭାଗ୍ୟର କଥା ଯେ, ଏହାର ପ୍ରଚାର ପ୍ରସାର...
ଓଡିଶାରେ ମଣିପୁର ରାଜ୍ୟପାଳ
ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ମଣିପୁର ରାଜ୍ୟପାଳ ନଜମା ହେପତୁଲ୍ଲା. ନିଜ ଝିଅଙ୍କ ସହ ସେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି. ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସିଧାସଳଖ ନବୀନ ନିବାସ ଯାଇଥିଲେ. ସେଠାରେ...
କଳାହାଣ୍ଡି ଉତ୍ସବ ଉଦଘାଟିତ
ଗୁରୁବାର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗଠାରେ ଉଦଘାଟିତ ହୋଇଯାଇଛି କଳାହାଣ୍ଡି ଉତ୍ସବ. ଏହି କାର୍ୟ୍ୟକ୍ରମରେ ଜିଲ୍ଲାପାଳ ପରାଗ ହର୍ଷଦ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ. ଏହାର ଉଦଘାଟନୀ ପୂର୍ବରୁ ମହାଲିଙ୍ଗ ଗାଁର ଦୁଆରସନି ମନ୍ଦିରରୁ ମସଲ...
ଇଣ୍ଡୋନେସିଆ ବାଲି ଆର୍ଟ ସେଣ୍ଟରରେ ଅନ୍ତର୍ଜାତୀୟ ମହୋତ୍ସବ
ଓଡିଶାର ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ମାର୍ଗଦର୍ଶକ ଶ୍ରୀ ଗଗନ ଗୁରୁଜୀଙ୍କୁ ଇଣ୍ଡୋନେସିଆର ଭୂମିରତ୍ନ ଅନ୍ତର୍ଜାତୀୟ ପୁରସ୍କାର ତଥା ଇଣ୍ଡୋ ବାଲିନିଜ୍ ସାଂସ୍କୃତିକ ମହୋତ୍ସବରେ ‘ବିଶ୍ବ ଗୌରବ’ ସମ୍ମାନରେ ସମ୍ମାନୀତ କରାଯିବ. ବାଲି ଆର୍ଟ ସେଣ୍ଟରରେ ଆସନ୍ତା ଜାନୁଆରୀ 13...
ନର୍ସିଂ କଲେଜ ପାଇଁ ସରକାରଙ୍କ ନିଯୁକ୍ତି
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ନର୍ସିଂ କଲେଜ ପାଇଁ ଥିବା 56ଟି ପୋଷ୍ଟ ଉପରେ ମୋହର ଲଗାଇଛନ୍ତି. କଟକ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ବିଏସସି ନର୍ସିଂ କଲେଜ ଓ ସମ୍ବଲପୁର ଭିମସାରର କଲେଜ ଅଫ ନର୍ସିଂରେ...








