25.2 C
Bhubaneswar
Sunday, July 26, 2026
-Advertisement-
video

ସରଗରମ କଲେଜ କ୍ୟାମ୍ପସ,ଟାର୍ଗେଟ ଇଲେକ୍ସନ

ସରଗରମ ହୋଇଛି କଲେଜ କ୍ୟାମ୍ପସ । ପାରମ୍ପରିକ ବାଦ୍ୟ ଓ ଗୀତର ତାଳେ ତାଳେ ମସଗୁଲ ହୋଇଛନ୍ତି ଛାତ୍ରଛାତ୍ରୀ । କଲେଜର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ସମାଧାନ କରିବାର ପ୍ରତିଶୃତି ଦେଇ ନିଜ ସମର୍ଥକଙ୍କ ସହିତ ନାମାଙ୍କନ ଦାଖଲ...

ଅଶାନ୍ତ ପୁରୀ ସହର: ବଡଦାଣ୍ଡରେ ୧୪୪ ଧାରା ଜାରି

ଅକ୍ଟୋବର ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଧାଡି ଦର୍ଶନ ବ୍ୟବସ୍ଥା । ପ୍ରଥମ ଦିନରେ ଏହାକୁ ସାମୟିକ ବିରୋଧ କରାଯାଇଥିବାବେଳେ ଜଗନ୍ନାଥ ସେନା ପକ୍ଷରୁ ୩ ତାରିଖ ଦିନ ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ବୁଧବାର ତାର ଉଗ୍ରରୂପ...

ଦାମ ଆରମ୍ଭ କଲେ ଗୁମର ଖୋଲା ଅଭିଯାନ

ଯାହା କୁହାଯାଉଥିଲା, ସେଇଆ ହେଲା. ଦାମୋଦର ରାଉତ ତାଙ୍କର ଅଭିଯାନ ଆରମ୍ଭ କରିଦେଲେ. ସରକାରଙ୍କ ଗୁମର ଖୋଲିବା ଅଭିଯାନ. ଆଜି ମାହାଙ୍ଗା ନୃତ୍ତାଙ୍ଗ ଅଞ୍ଚଳରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ଖୁବ୍ ଗର୍ଜନ କରିଛନ୍ତି ଦାମ ବାବୁ. ମନ୍ତ୍ରୀମଣ୍ଡଳରେ ଥିବା...

ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ

ଓଡିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିଛନ୍ତି । ନବରଙ୍ଗପୁର, ବଲାଙ୍ଗିର, ସୁନ୍ଦରଗଡ, ବାଲେଶ୍ୱରରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରଯାଇଛି । ନିଜସ୍ୱ ଯୋଜନାରେ...

ସ୍କୁଲ ଓ କଲେଜ ଶିକ୍ଷକଙ୍କ ବାର ଘଣ୍ଟିଆ ଅନଶନ

ସାରାଦେଶ ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ କରୁଥିବା ବେଳେ ବଲାଙ୍ଗୀର ସ୍କୁଲ ଓ କଲେଜର ଶିକ୍ଷକମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାର ଘଣ୍ଟିଆ ଅନଶନ କରିଛନ୍ତି. ଏହି ମଞ୍ଚ ବ୍ଲକ ସ୍ତରରେ, ପଞ୍ଚାୟତ ସ୍ତରରେ ଓ ବିଧାନସଭା...

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି  ନରସିଂହପୁର ନିଜିଗଡ ମା ପ୍ରଗଳା  ମହାସଂଘର କର୍ମକର୍ତ୍ତା । କର୍ମକର୍ତ୍ତାମାନେ କାର୍ଯ୍ୟାଳୟକୁ ଯାଇଥିବାବେଳେ ଅରୁଣ ସିଂ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି ।  ସୂଚନା ଅନୁସାରେ...
video

ରାଜଧାନୀରେ ଗାନ୍ଧୀ ଜୟନ୍ତୀ ପାଳିତ

ରାଜଧାନୀ ଭୁବନେଶ୍ୱରରେ ପାଳନ ହୋଇଛି ୧୫୦ତମ ଗାନ୍ଧୀ ଜୟନ୍ତୀ । ବିଭିନ୍ନ ବର୍ଗର ଲୋକ ଏକତ୍ର ହୋଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମର୍ତ୍ତିରେ ଫୁଲ ମାଳ ପିନେ୍ଧଇବା ସହ ଶାନ୍ତି ପଦଯାତ୍ରା କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରୁ ଓଡିଶାର ୬ଟି...

ବିପୁଳ ପରିମାଣର ଦେଶୀ ମଦ ଜବତ

ବଲାଙ୍ଗୀରରେ ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ. ଶ୍ରୀରାମ ନଗରରେ ଥିବା ଏସବିଆଇର ମୁଖ୍ୟ ବ୍ରାଞ୍ଚ ନିକଟରେ ବଲାଙ୍ଗୀର ଟାଉନ୍ ଥାନା ପୋଲିସ୍ ବିପୁଳ ପରିମାଣର ଦେଶୀମଦ ଜବତ କରିଛି. ଦେଶୀମଦ ଜବତ କରିବା ସହ ଜଣେ ମହିଳା...

ବଢୁଛି ମହାରଥୀଙ୍କ ଅଡୁଆ

ଦିନକୁ ଦିନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପାଇଁ ଅଡୁଆ ବଢୁଛି. ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ପ୍ରତିବାଦରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବିଜେପି ମହିଳା ମୋର୍ଚ୍ଚା । ମହାରଥୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ ବିଜେପି ମହିଳା ମୋର୍ଚ୍ଚା...

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଭାରତୀୟ ସଂସ୍କୃତି ବିରୋଧୀ

ଭାରତୀୟ ସଂସ୍କୃତିରେ ପରକୀୟା ପ୍ରୀତି ଅପରାଧ . ମହିଳାଙ୍କ ଅଧିକାରର ସୁରକ୍ଷା ଦେବାକୁ ଯାଇ ସୁପ୍ରମକୋର୍ଟ ଯେଉଁ ରାୟ ଦେଇଛନ୍ତି, ତାହା ଭାରତୀୟ ସଂସ୍କୃତି ବିରୋଧୀ. ଭାରତୀୟ ଦଣ୍ଡ ସଂହିତାର ଧାରା 497କୁ ଅସାମ୍ବିଧାନିକ ଘୋଷଣା କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com