୧୫ ରୁ ୫୦ ଲକ୍ଷ ଟଙ୍କାରେ ଘର ଯୋଗାଇବେ ସରକାର
ଭୁବନେଶ୍ବର : ରାଜଧାନୀରେ ଘରଟେ କିଣି ରହିବା ସ୍ବପ୍ନ । ଆକାଶଛୁଆଁ ରିଅଲ୍ ଇଷ୍ଟେଟ୍ ମୂଲ୍ୟ । ତେବେ ସହରାଞ୍ଚଳରେ ଘର କିଣିବା ପାଇଁ ଆଶାୟୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟ ସରକାର...
2047 ସୁଦ୍ଧା ଜାତୀୟ ଅର୍ଥନୀତି ଶକ୍ତିକେନ୍ଦ୍ରର ଅଭିବୃଦ୍ଧି ଇଂଜିନ ହେବ ଓଡିଶା : ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ୨୦୪୭ ସୁଦ୍ଧା ଓଡ଼ିଶା ଜାତୀୟ ଅର୍ଥନୀତିର ଶକ୍ତି କେନ୍ଦ୍ର ହେବା ଦିଗରେ ଅଭିବୃଦ୍ଧି ଇଞ୍ଜିନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କହିଛନ୍ତି ଯେ...
ରଥଯାତ୍ରା ପାଇଁ ଆର୍ଥିକ ସହାୟତା ଦେବେ ସରକାର
ଭୁବନେଶ୍ବର - ସାରାରାଜ୍ୟରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ରଥଯାତ୍ରା ମହୋତ୍ସବ ପରିଚାଳନା ପାଇଁ ଓଡ଼ିଶା ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।...
ଗାଡି ଭିତରେ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
ବରଗଡ଼ ଜିଲ୍ଲାର ବରପାଲି ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଗାଡ଼ି ଭିତରେ ସନ୍ଦେହଜନକ ଅବସ୍ଥାରେ ଗୁରୁତର ପୋଡ଼ି ମୃତ୍ୟୁ ହୋଇଥିଲା ।
ହଳଦୀପାଲି ଛକରେ ଏକ ହୋଣ୍ଡା କ୍ରେଟା ଗାଡ଼ିରୁ ଚଦ୍ରଶେଖର ଝାଡ଼ିଆଙ୍କ ପୋଡା ମୃତଦେହ ଉଦ୍ଧାର କରାଯାଇଥିଲା । ଏସି...
ପାଞ୍ଚ ଶିକାରୀ ଗିରଫ
ବନ୍ୟପ୍ରାଣୀ ଅପରାଧ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଢେଙ୍କାନାଳର ବନ ବିଭାଗ ଅଧିକାରୀମାନେ ଗୁରୁବାର କାମାକ୍ଷାନଗର ପୂର୍ବ ରେଞ୍ଜ ଅନ୍ତର୍ଗତ କଙ୍କଡ଼ାହାଡ଼ା ପେଟ୍ରୋଲ ପମ୍ପ ନିକଟରୁ ପାଞ୍ଚ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି।
ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର...
ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା
ଭୁବନେଶ୍ବର - ଅପରେସନ ସିନ୍ଦୁରର ସଫଳତା ଓ ପରାକ୍ରମକୁ ନେଇ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା କରାଯାଇଛି । ଭାରତୀୟ ସଶସ୍ତ୍ର ବାହିନୀର ସାହସ ଏବଂ ଦୃଢ଼ ନିଷ୍ଠା ପାଇଁ ସେମାନଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଆୟୋଜିତ ତ୍ରିରଙ୍ଗା ଯାତ୍ରାକୁ ପତାକା...
ରାଜ୍ୟ ସରକାର ଓ ଜେଏସପିଏଲ ମଧ୍ୟରେ ମଧୁଚନ୍ଦ୍ରିକା… ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ବିକି ଦେବାର ଭିତିରି ଯୋଜନା
ଭୁବନେଶ୍ୱର - ରାଜ୍ୟ ସରକାର ଓ ଜେଏସପିଏଲ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ରାଜ୍ୟବାସୀଙ୍କ ସ୍ବାର୍ଥକୁ ବିକି ଦେବାକୁ ଭିତିରି ଯୋଜନା ଚାଲିଛି । ଯଦି ସରକାର ଏବେଠୁ ଏହାକୁ ସଂଶୋଧନ ନ କରନ୍ତି, ତେବେ ଆସନ୍ତା ୨୫ ବର୍ଷ...
ସିବିଏସଇ ଜ୍ବାଦଶ ପରୀକ୍ଷା ଫଳ, 83.64 ପ୍ରତିଶତ ଉତ୍ତୀର୍ଣ୍ଣ
ଭୁବନେଶ୍ବର - ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ କ୍ଷେତ୍ର ତାଲିକାରେ ଭୁବନେଶ୍ୱର କ୍ଷେତ୍ର ୧୧ତମ ସ୍ଥାନ ଅଧିକାର କରିଛି ।
ଚଳିତ ବର୍ଷ ଭୁବନେଶ୍ୱର ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାସ୍ ହାର ୮୩.୬୪...
ପୁରୀର ନିଳାଦ୍ରୀ ଭକ୍ତନିବାସ ନାଁ ରେ ନକଲି ଓ୍ବେବସାଇଟ୍
ପୁରୀ : ପୁରୀର ନୀଳାଦ୍ରି ଭକ୍ତନିବାସ ନାଁରେ ନକଲି ଓ୍ୱେବସାଇଟ୍ ଖୋଲି ଭକ୍ତଙ୍କଠୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲେ ଆଗ୍ରାର ଅଂଶୁମାନ ଶର୍ମା ଓ ସହଯୋଗୀ ପ୍ରୟାଗରାଜର ଅରବିନ୍ଦ କୁମାର। ଏଭଳି...





















