‘ବାପାଙ୍କ ସ୍ବପ୍ନ ଆମେ ଭାଇ, ଭଉଣୀ ପୁରା କରିବୁ’
"ବାପାଙ୍କ ସ୍ବପ୍ନ ଆମେ ଭାଇ, ଭଉଣୀ ପୁରା କରିବୁ । ବାପା କେତେ ଲୋକପ୍ରିୟ ଥିଲେ, ଏବେ ଜାଣୁଛୁ । ଆଜି ବାପା ଚାଲି ଯାଇଛନ୍ତି, ହେଲେ ଆମ ପାଇଁ ଏକ ବିଶାଳ ପରିବାର ଦେଇ ଯାଇଛନ୍ତି ।" ଆଜି...
ଗୋଲାପରୁ ଆରମ୍ଭ ପ୍ରେମ ଦିବସ
ଗୋଲାପରୁ ଆରମ୍ଭ ହୋଇଛି ପ୍ରେମ ଦିବସ । ପ୍ରେମ ସପ୍ତାହର ଆଜି ପ୍ରଥମ ଦିନ ହେଉଛି ରୋଜ ଡେ । ପ୍ରେମିକା-ପ୍ରେମିକ ହୁଅନ୍ତୁ କି ପତ୍ନୀ-ପତି ଗୋଲାପ ଦେଇ ରୋଜ ଡେର ଶୁଭେଚ୍ଛା ଜଣାଇଥାନ୍ତି । ସୁନ୍ଦର...
ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ
ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାଉଛନ୍ତି । ଦିଲ୍ଲୀର ଆଇଏଲବିଏସ ହସ୍ପିଟାଲରେ ତାଙ୍କର ଅପରେସନ କରାଯିବ । ଲିଭର ସିରୋସିସ୍ ରୋଗରେ ଗୁରୁତ୍ତର ହୋଇପଡିଥିବା ପିଣ୍ଟୁଙ୍କର...
ମହୁମାଛିଙ୍କ ଆକ୍ରମଣରେ ବିଧାୟକ ଆହତ
ବିଧାୟକଙ୍କୁ ମହୁମାଛିଙ୍କ ଆକ୍ରମଣ । ଆହତ ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଉପକଣ୍ଠ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ବିଧାୟକ ସୁସ୍ଥ ଅଛନ୍ତି ।
ତେବେ ଆଜି ସକାଳେ ବିଧାୟକ ଶ୍ରୀ ସେଠୀ ମର୍ଣ୍ଣିଂ...
୭ଦିନରେ ଉଡିଗଲା ୧୦ ଲକ୍ଷ କୋଟି
ଆମେରିକାର ହିଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ବିରୋଧରେ ଠକେଇ ଅଭିଯୋଗ ଆଣିବା ପରେ ସ୍ଥିତି ସାଂଘାତିକ ହୋଇଛି । ତଳ-ଉପର ମୁହାଁ ହୋଇ ଚାଲିଛି ଆଦାନୀ ସେୟାର । ଆଦାନୀ ଗ୍ରୁପକୁ ନେଇ ସୃଷ୍ଟି ହୋଇଥିବା ବିପଦ ଏବେ...
ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ 11 ଗିରଫ
ବାଲେଶ୍ବର ଉପଜିଲ୍ଲାପାଳ କୁନାଲ ମୋତିଲାଲ ଚାଭନ ଓ ତାଙ୍କ ଡ୍ରାଇଭର ଉପରେ ଚୋରା ବାଲି ଚାଲାଣ ମାଫିଆ କରିଥିବା ଆକ୍ରମଣ ଘଟଣାରେ ସହଦେବଖୁଣ୍ଟା ଥାନା ପୋଲିସ ଆଜି ଆଉ ନ ଜଣଙ୍କୁ ଗିରଫ କରିଛି । ଗତକାଲି ଆକ୍ରମଣ ଘଟଣାରେ...
ଶେଷରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ
ବିଧାୟକ ହେବା ପୂର୍ବରୁ ପ୍ରେମ ସଂପର୍କ ରଖିଥିଲେ । ବିଧାୟକ ହେବା ପରେ ପ୍ରେମିକାଙ୍କୁ ଧୋକା ଦେଲେ । ନ' ମାସ ତଳେ ବିଧାୟକଙ୍କ ବିରୋଧରେ ଥାନାରେ ଫେରାଦ ହୋଇଥିଲେ ପ୍ରେମିକା । ମାତ୍ର ଶାସକ ଦଳର ବିଧାୟକଙ୍କ ବିରୋଧରେ...
ଜଷ୍ଟିସ ଜେ.ପି. ଦାସ କରିବେ ତଦନ୍ତ ତଦାରଖ
ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ତଦନ୍ତ ତଦାରଖ କରିବେ ଜଷ୍ଟିସ ଜେ.ପି. ଦାସ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏହାର ତଦାରଖ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା କରାଇବାକୁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଚିଠି...
୧୦ରେ ଆସିବେ ରାଷ୍ଟ୍ରପତି
ଫେବ୍ରୁଆରୀ ୧୦ରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ । ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ ଏହି ସୂଚନା ଦେଇଛନ୍ତି ।
ଉପନିର୍ବାଚନ ପ୍ରକ୍ରୀୟା ଆରମ୍ଭ
ଝାରସୁଗୁଡା ବିଧାୟକ ନବ ଦାସ ମୃତ୍ୟୁ ମାମଲା । ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି ବିଧାନସଭା ସଚିବ । ବିଧାନସଭାରେ ଆସନ ଖାଲି ହୋଇଥିବା ଅବଗତ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି...

















