ଝାରସୁଗୁଡା ବିଧାୟକ ନବ ଦାସ ମୃତ୍ୟୁ ମାମଲା । ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି ବିଧାନସଭା ସଚିବ । ବିଧାନସଭାରେ ଆସନ ଖାଲି ହୋଇଥିବା ଅବଗତ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି । ଅର୍ଥାତ୍ ଯେଉଁ ନିର୍ବାଚନ ପ୍ରକ୍ରୀୟାଟି ଯେମିତି ଆରମ୍ଭ ହେବା କଥା ବିଶେଷକରି ନିର୍ବାଚନ କମିଶନଙ୍କୁ ଯେତେବେଳେ ବି ଗୋଟିଏ ଆସନ ଖାଲି ରହିଥାଏ । ସେ ସମ୍ପର୍କିତ ସୂଚନା ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କୁ ଜଣାଯାଇଥାଏ । ଏବଂ ସେ ପ୍ରକ୍ରୀୟା ଆରମ୍ଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here