ଗୋଲାପରୁ ଆରମ୍ଭ ହୋଇଛି ପ୍ରେମ ଦିବସ । ପ୍ରେମ ସପ୍ତାହର ଆଜି ପ୍ରଥମ ଦିନ ହେଉଛି ରୋଜ ଡେ । ପ୍ରେମିକା-ପ୍ରେମିକ ହୁଅନ୍ତୁ କି ପତ୍ନୀ-ପତି ଗୋଲାପ ଦେଇ ରୋଜ ଡେର ଶୁଭେଚ୍ଛା ଜଣାଇଥାନ୍ତି । ସୁନ୍ଦର ଏବଂ ଆକର୍ଷଣୀୟ ଗୋଲାପଟିଏ ମନର ମଣିଷକୁ ଦେଇ ରୋଜ ଡେ ସେଲିବ୍ରେସନ କରନ୍ତି ପ୍ରେମୀ ଯୁଗଳ । ଗୋଲାପ ଦୋକାନରେ ପ୍ରେମୀ ଯୁଗଳଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ।

LEAVE A REPLY

Please enter your comment!
Please enter your name here