25.1 C
Bhubaneswar
Thursday, October 29, 2026
-Advertisement-

ଶେଷ ନିଃଶ୍ୱାସ ତ୍ୟାଗ କଲେ ସୁନାମଧନ୍ୟ ଗାୟିକା ଆଶା ଭୋସଲେ

ସଙ୍ଗୀତ ଜଗତରେ ଶୋକର ଛାୟା । ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ।ନିଜର ସୁମଧୁର ସ୍ୱରରେ ଶ୍ରୋତାଙ୍କ ମନ ମହୁଥିବା ଆଶା ଭୋସଲେଙ୍କୁ ହୃଦଘାତ ଓ ଫୁସଫୁସ ସଂକ୍ରମଣ କାରଣରୁ...

ଆମେରିକାକୁ ଇରାନର ଜବାବ;ଆମେରିକାର ଆତ୍ମସମର୍ପଣ ସର୍ତ୍ତାବଳୀ ଗ୍ରହଣ କରୁନାହିଁ ଇରାନ

ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେଲା ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ଯାତ୍ରା କରିଛନ୍ତି। ଇସଲାମାବାଦ ଆଲୋଚନା ପାଇଁ ଇରାନର ପ୍ରଥମ ପ୍ରତିକ୍ରିୟା ଆସିଛି। ଆଇଆରଜିସି କହିଛି ଯେ,"ଏହା କୌଣସି ଆତ୍ମସମର୍ପଣ ସର୍ତ୍ତାବଳୀ...

ଇସ୍ରାଏଲର ଆକ୍ରମଣରେ ଲେବାନନରେ ୧୮ ଜଣଙ୍କ ମୃତ୍ୟୁ

ଦକ୍ଷିଣ ଲେବାନନରେ ଇସ୍ରାଏଲୀ ଆକ୍ରମଣରେ ୧୮ ଜଣ ପ୍ରାଣ ହରାଇଛନ୍ତି। ଲେବନିନ୍ ଅଧିକାରୀ କହିଛନ୍ତି ଯେ ଗତ ମାସରେ ଆରମ୍ଭ ହୋଇଥିବା ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ଯୁଦ୍ଧରେ ମୋଟ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ କରିଛି। ଲେବନିନ୍ ସ୍ୱାସ୍ଥ୍ୟ...

ଜମ୍ମୁ କାଶ୍ମୀରରେ ଭୂକମ୍ପ

ଜମ୍ମୁ କଶ୍ମୀର ଡୋଡା ଜିଲ୍ଲାରେ ଭୂମିକମ୍ପ ସକାଳ ୪ଟା ୩୨ରେ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମପାଯାଇଛି। ଭୂମିକମ୍ପ ସକାଳ ୪ଟା ୩୨ରେ ହୋଇଥିଲା। ଏପର୍ଯ୍ୟନ୍ତ ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ।...

ସର୍ତ୍ତ ରଖିଲା ଇରାନ; ପୁଣି ହେବକି ଯୁଦ୍ଧ

ଶାନ୍ତି ଆଲୋଚନା ପାଇଁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକଜୁଟ୍ ହୋଇଛନ୍ତି ଇରାନ ଓ ଆମେରିକାର ପ୍ରତିନିଧିମଣ୍ଡଳ। ଇରାନୀ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନିକଟରେ ସ୍ପଷ୍ଟ ଭାବରେ ଚାରୋଟି ପ୍ରମୁଖ ଦାବି ଉଲ୍ଲେଖ କରିଛନ୍ତି ପ୍ରମୁଖ ଦାବି ଉପସ୍ଥାପନ...

ଭୁବନେଶ୍ୱରରେ ଆତଙ୍କୀ ଲିଙ୍କ୍ ଘଟଣାରେ ଗିରଫ ହେଲେ ଯୁବକ

ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ୍‌ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେସାଲ୍ ବ୍ରାଞ୍ଚ। ଗିରଫ ଯୁବକ ହେଲେ ମହମ୍ମଦ ଇମ୍ରାନ। ପୋଲିସର ସହଯୋଗରେ ୟୁନିଟ୍-୬ ଅଞ୍ଚଳରୁ ତାଙ୍କୁ ଧରାଯାଇଛି ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା...

ରାଜ୍ୟ କ୍ୟାବିନେଟରେ ୧୧ଟି ପ୍ରସ୍ତାବକୁ ମୋହର

ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର ଲାଗିଛି। ଏଥିରେ ଜଳ ସମ୍ପଦ, ପରିବହନ ଓ ଗ୍ରାମ୍ୟ ପାନୀୟ ଜଳ ବିଭାଗକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି...

ପରିକ୍ରମା ପଥର ଚୋରି କରି ଘର କରୁଛନ୍ତି ବିଜେଡି ନେତା ବବି ଦାସ

ବିବାଦ ଘେରକୁ ଆସିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ)। ବବି ତାଙ୍କ ବାସଭବନରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଖଣ୍ଡେଲାଇଟ୍ ପଥର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ...

ଲାଞ୍ଚ ମାଗି ଫସିଲେ ଆୟକର ଅଧିକାରୀ

ଲାଞ୍ଚ ମାଗିବା ଅଭିଯୋଗରେ ଖୋର୍ଦ୍ଧା ଆୟକର କାର୍ଯ୍ୟାଳୟର ୩ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନେ ହେଲେ ଇନ୍ସପେକ୍ଟର ଟି.ସତ୍ୟ ନାରାୟଣ ରାଓ, କିରାଣୀ ଭୀମସେନ ବାରିକ ଓ ଡାଟା ଏଣ୍ଟ୍ରି ଅପରେଟର କୁମାର ସମରେଶ ।...

ଓଡ଼ିଶା ପୁଲିସଙ୍କ ନୂଆ ନିୟମ; ଏବେ ଗୋଟିଏ ସ୍ଥାନରେ ରହିପାରିବେନି ୩ ବର୍ଷରୁ ଅଧିକ ସମୟ

ଓଡ଼ିଶା ପୁଲିସ୍ ପ୍ରଶାସନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଗୋଟିଏ ସ୍ଥାନରେ ଲଗାତାର ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ପୁଲିସ୍ ଅଧିକାରୀ ଏବଂ ଏଥିସହିତ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...