27.1 C
Bhubaneswar
Saturday, October 24, 2026
-Advertisement-

ଓରାଙ୍ଗଉଟାନ ଉଦ୍ଧାର ଘଟଣାର CBI ତଦନ୍ତ ଦାବି କଲେ ବିଜେଡି ବିଧାୟକ

ବାଲେଶ୍ୱର:ଭୋଗରାଇ ଅଞ୍ଚଳରୁ ୫ ଓରାଙ୍ଗଉଟାନ ଉଦ୍ଧାର ମାମଲାର ତଦନ୍ତ ସିବିଆଇ କିମ୍ବା ଏନଆଇଏ ଦ୍ୱାରା କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ଭୋଗରାଇ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି,...

ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟଙ୍କ ସମର୍ଥନ:ଆତଙ୍କବାଦ ବିରୋଧରେ ହେବ ମିଳିତ ଲଢ଼େଇ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ସମସ୍ତ ୨୧ ସଦସ୍ୟ ଦେଶ ଏକମତ ହୋଇ ‘ନୂଆଦିଲ୍ଲୀ ଘୋଷଣା-୨୦୨୬’ ଗ୍ରହଣ କରିଛନ୍ତି। ଏହି ଘୋଷଣାରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି। ରୁଷ...

ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟଙ୍କ ସମର୍ଥନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆଜି ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ସମ୍ବୋଧନ ସହ ସ୍ୱାଗତ କରିଛନ୍ତି । ବ୍ରିକ୍ସ...

ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ବଡ଼ ଦାବି; ଦୁଇ ବର୍ଷରେ ବଢ଼ିନି ଅପରାଧ ହାର

ବାଲେଶ୍ୱର: ଡିଜିପି-ଇନ୍-ଚାର୍ଜ ବିନୟତୋଷ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ଗତ ଦୁଇ ବର୍ଷ ମଧ୍ୟରେ ଅପରାଧ ହାର ବଢ଼ିନାହିଁ , ଏହାର ମୁଖ୍ୟ କାରଣ ହେଉଛି ପୋଲିସର କଡ଼ା ଚଢ଼ାଉ ଓ ବିଶେଷ ଅଭିଯାନ । ବାଲେଶ୍ୱରରେ...

ଜେଲରୁ ଦୁଷ୍କର୍ମ କଏଦୀ ଫେରାର, ଜେଲର ବଳରାମ ବିଶି ମାଝୀ ନିଲମ୍ବିତ

ନୂଆପଡା: ଦୁଷ୍କର୍ମ ମାମଲାରେ ୨୦ ବର୍ଷ ସଜା କାଟୁଥିବା ଜଣେ ଦୋଷୀ ନୂଆପଡ଼ା ସବ୍-ଜେଲରୁ ଫେରାର ହୋଇଯାଇଥିବା ଘଟଣାରେ କାରା ବିଭାଗ ବଡ଼ ପଦକ୍ଷେପ ନେଇଛି। ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଅଭିଯୋଗରେ ଜେଲର ବଳରାମ ବିଶି ମାଝୀଙ୍କୁ...

ଦୁବାଇ ନିବେଶ ଅଭିଯାନରେ ଓଡ଼ିଶାକୁ ୨.୪୩ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ତିନିଦିନିଆ ଉଚ୍ଚସ୍ତରୀୟ ପୁଞ୍ଜିନିବେଶ ଅଭିଯାନ ଶେଷ ହୋଇଛି। ଏହି ଗସ୍ତକାଳରେ ରାଜ୍ୟକୁ ମୋଟ ୨ ଲକ୍ଷ ୪୩ହଜାର ୧୬୨ କୋଟି ଟଙ୍କାର ବିଶାଳ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିବାବେଳେ...

ଉପମୁଖ୍ୟମନ୍ତ୍ରୀଙ୍କ ପଦ ବିରୋଧରେ ଜନସ୍ୱାର୍ଥ ମାମଲା: ପିଟିସନ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ବର: ସମ୍ବିଧାନରେ ‘ଉପମୁଖ୍ୟମନ୍ତ୍ରୀ’ ପଦ ନେଇ କୌଣସି ବ୍ୟବସ୍ଥା ନାହିଁ । ଏହା ସତ୍ତ୍ଵେ ଓଡ଼ିଶାରେ ଦୁଇଟି ‘ଉପମୁଖ୍ୟମନ୍ତ୍ରୀ’ ପଦ ସୃଷ୍ଟି କରାଯାଇଛି । ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ଦାଏର ପିଟିସନ୍‌କୁ ହାଇକୋର୍ଟ ଖାରଜ...

ହ୍ୱାଟସଆପ୍ ରେ ମିଳିବ ଓଡ଼ିଶା ପୁଲିସର ୧୪ଟି ସେବା

ଭୁବନେଶ୍ୱର: ଅତ୍ୟାବଶ୍ୟକୀୟ ସେବା ପାଇଁ ସାଧାରଣ ଲୋକଙ୍କୁ ଆଉ ବାରମ୍ବାର ଥାନାକୁ ଯିବାକୁ ପଡ଼ିବ ନାହିଁ। ଘରେ ବସି ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବ ଓଡ଼ିଶା ପୁଲିସ। ରାଜ୍ୟ...

ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ମାମଲାରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ଦଳ ପକ୍ଷରୁ ଏକ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନ...

ସାର୍ବଜନୀନ ହେବନି ରତ୍ନଭଣ୍ଡାର ତାଲିକା

ଭୁବନେଶ୍ୱର: ଦୀର୍ଘ ୪୮ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଅଳଙ୍କାର ଓ ସାମଗ୍ରୀର ଯାଞ୍ଚ ପ୍ରକ୍ରିୟା ଚାଲିଛି । ଏହାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୁରୁବାର ଗଣମାଧ୍ୟମରେ ପ୍ରତିକ୍ରିୟା...
- Advertisement -

Latest article

Westace Christmas Seasonal Slots

InhoudEen Overzicht van Populaire Kerst SlotsHoe Maak Je Gebruik van de Westace BonusStappen voor een Probleemloze OpnameVeelvoorkomende Problemen en OplossingenConclusie: Is Het de Moeite...

Zijn Casoola Games Vervalst? Eerlijkheid Uitgelegd

InhoudHoe Online Casino's Eerlijkheid GaranderenBelangrijke Certificeringen en Wat Ze BetekenenRTP en House Edge: De Cijfers BegrijpenVeelgestelde Vragen over SpelEerlijkheidJe Geld Veilig UitbetalenConclusie: Spelen met...

Casoola PWA Install: Salta l’App Store

IndiceCos'è una PWA e Perché Sceglierla per CasoolaGuida Passo-Passo all'Installazione della PWAVantaggi Pratici dell'Utilizzo della PWARisoluzione dei Problemi ComuniBonus ed Esperienza di Gioco sulla...