ଦୀପାବଳି ପୂର୍ବରୁ ଦିଲ୍ଲୀରେ ଟ୍ରାଫିକ ଜାମ୍
ଦୀପାବଳି ପାଇଁ ଦିଲ୍ଲୀରେ ପ୍ରବଳ ଟ୍ରାଫିକ ଜାମ । ଯୁଆଡେ ଦେଖିବେ ଗାଡତର ଲମ୍ବା ଲାଇନ୍ । ଶୁକ୍ରବାର ମାର୍କେଟିଂ ପାଇଁ ଏକ ବିରାଟ ଜନସମାଗଗ ହୋଇଥିଲା । ଯେଉଁଥିପାଇଁ ଦିଲ୍ଲୀ ଗୁରୁଗ୍ରାମ ଏକ୍ସପ୍ରେସୱେରେ ପ୍ରବଳ ଟ୍ରାଫିକ ଜାମ୍...
ବ୍ଲଡ୍ ପ୍ଲାଟଲେଟ୍ ପ୍ୟାକେଟରେ ଜୁସ୍, ରୋଗୀ ମୃତ
ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଡେଙ୍ଗୁ ରୋଗୀଙ୍କୁ ବ୍ଲଡ୍ ପ୍ଲାଟଲେଟ୍ ବଦଳରେ ଜୁସ୍ ଦିଆଗଲା । ଜୁସ୍ ଡ୍ରିପ୍ ଦେବାର କିଛି ସମୟ ପରେ ରୋଗୀ ମୃତ୍ୟୁବରଣ କଲେ । ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ପ୍ରୟାଗରାଜ ସ୍ଥିତ...
ରାଜଧାନୀରେ ୨ ଘଣ୍ଟା ଫୁଟିବ ବାଣ
ଭୁବନେଶ୍ୱରରେ ବାଣ ବିକ୍ରୀ ଏବଂ ବାଣ ଫୁଟା ନେଇ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ । ଦୀପାବଳି ଦିନ ୨ ଘଣ୍ଟା ବାଣ ଫୁଟିବ । ରାତି ୮ଟାରୁ ୧୦ଟା ବାଣ ଫୁଟା ପାଇଁ ଅନୁମତି ମିଳିଛି ।...
“ଲକ୍ଷ୍ମୀଙ୍କୁ ପୂଜା କରନ୍ତିନି ମୁସଲମାନ, ସେମାନେ କଣ ଧନୀ ନୁହଁନ୍ତି ?”
ହିନ୍ଦୁ ଧାର୍ମିକ ବିଶ୍ବାସକୁ ନେଇ ବିବାଦୀୟ କଥା କହିଲେ ବିହାର ଭାଗଲପୁର ଜିଲ୍ଲାର ବିଜେପି ବିଧାୟକ ଲଲନ ପାଶଓ୍ବାନ । ଲଲନ କହିଛନ୍ତି, ମୁସଲମାନମାନେ ଲକ୍ଷ୍ମୀଙ୍କୁ ପୂଜା କରନ୍ତିନି, ତା ବୋଲି ସେମାନେ କଣ ଧନୀ ନୁହଁନ୍ତି ? ସେହିପରି...
ଆମେରିକା ଯାଇପାରିଲେନି କାଶ୍ମୀର ସାମ୍ବାଦିକ ସାନ୍ନା ମାଟ୍ଟୁ
ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସମସ୍ତ ଡକ୍ୟୁମେଣ୍ଟ ଧରି ପହଞ୍ଚିଥିଲେ କାଶ୍ମୀର ସାମ୍ବାଦିକ ସାନ୍ନା ଇର୍ସାଦ ମାଟ୍ଟୁ । ଆମେରିକା ଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ବିମାନବନ୍ଦର ଅଧିକାରୀମାନେ ସମସ୍ତ ଯାଞ୍ଚ ବି କରି ସାରିଥିଲେ ।...
ରାମକୃଷ୍ଣ ପଣ୍ଡା ସିପିଆଇ ଜାତୀୟ ସମ୍ପାଦକ ନିର୍ବାଚିତ
ରାମକୃଷ୍ଣ ପଣ୍ଡା ସିପିଆଇର ଜାତୀୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି I ମଙ୍ଗଳବାର ଦିନ ବିଜୟୱାଡାରେ ଅନୁଷ୍ଠିତ ସିପିଆଇ ଜାତୀୟ କଂଗ୍ରେସ ଅଧିବେଶନରେ ପାର୍ଟିର 11 ଜଣିଆ ନ୍ୟାସନାଲ ସେକ୍ରେଟାରୀ ନିର୍ବାଚିତ ହୋଇଛନ୍ତି I ଏହାର ମୁଖ୍ୟ ଭାବେ ଦ୍ୱିତୀୟ...
ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର
ଶେଷରେ ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳ ତାଙ୍କୁ ବହିଷ୍କାର କରିଛି । ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଉପନିର୍ବାଚନରେ ଟିକଟ ନ ଦେଇ ଦଳ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ...
ଉଡନ୍ତା ବିମାନରେ ସାପ
ଆକାଶରେ ବିମାନ ଉଡୁଛି, ଆଉ ଉଡନ୍ତା ବିମାନ ଭିତରେ ହଠାତ୍ ସାପ ବାହାରିଲା । ତା ପରେ ଦେଖନ୍ତୁ, ଯାତ୍ରୀଙ୍କ ଅବସ୍ଥା । ସାପ ଦେଖି ଯାତ୍ରୀମାନେ ଏତେ ଭୟଭୀତ ହୋଇଗଲେ ଯେ, କିଏ ଚିତ୍କାର କରିବା ଆରମ୍ଭ କଲା...
ଆସୁଛି ଆଉ ଏକ ଲଘୁଚାପ
ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ଆସନ୍ତା ୧୮ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୨୦ ତାରିଖ ବେଳକୁ ଲଘୁଚାପରେ ପରିଣତ...
ଓଡିଶାରେ ମଲ୍ଲିକାର୍ଜୁନ୍ ଖାଡଗେ
ଓଡିଶାରେ ପହଁଞ୍ଚିଲେ ମଲ୍ଲିକାର୍ଜୁନ୍ ଖାଡଗେ । ଭୁବନେଶ୍ୱରରେ ପହଁଞ୍ଚିବା ପରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା , ବିଧାୟକ ଏବଂ ରାଜ୍ୟ ପ୍ରଭାରୀ ଖାଡଗେଙ୍କୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ଅପରାହ୍ନରେ ଖାଡଗେ ସାମ୍ବାଦିକ...
















