କମ୍ବିଙ୍ଗ ଅପେରସନ,ବହୁ ମାଓ ସାମଗ୍ରୀ ଜବତ
କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଙ୍କ ନିର୍ଦେଶ ରେ ଏସ ଓ ଜି ଓ ଡ଼ି ଭି ଏଫ ଯବାନ ମନେ ଗୋଛା ପଡା ଥାନା ଶାସିକେତା ଜଙ୍ଗଲ ରେ ମାଓ ବାଦି କ୍ୟାମ୍ପ ଉପରେ ଚଢ଼ାଉ...
ପୁରୀ ସମୁଦ୍ରରେ ବୁଡି ଯୁବକ ନିଖୋଜ
ପୁଣି ସମୁଦ୍ର ଲହଡିରେ ଭାସିଗଲେ ଯୁବକ । ପୁରୀ ବଙ୍ଗଲକ୍ଷ୍ମୀ ହୋଟେଲ ସମ୍ମୁଖରେ ଗାଧୋଇଥିବାବେଳେ ଭାସିଯାଇଛନ୍ତି ଯୁବକ । ଯୁବକଙ୍କୁ ଉଦ୍ଧାର ପାଇଁ ଲାଗିଛନ୍ତି ଲାଇଫ ଗାର୍ଡ । ପୁରୀ ବୁଲିବାକୁ ଆସିଥିଲେ ପଶ୍ଚିମବଙ୍ଗର ଉଜ୍ଜଳ ଦାସ...
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହୋତ୍ସବ
ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସଵ |ଆଜି ମଧ୍ୟ ରୁକ୍ମଣୀ ହରଣ ଏକାଦଶୀ | ସେଥିପାଇଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ସଂପାଦନ କରାଯାଇଛି | ସକାଳଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମହାପ୍ରଭୁଙ୍କ ମଦନମୋହନଙ୍କ ବେଶ...
ରଜରେ ଓଡିଶା ଛୁଇଁବ ମୌସୁମୀ
ରଜରେ ଓଡିଶା ଛୁଇଁବ ମୌସୁମୀ । ୪ରୁ ୫ ଦିନ ଭିତରେ ଓଡିଶା ଛୁଇଁବ ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର...
ଓଏଲଏକ୍ସରେ ବାରବାଟୀ ଟିକେଟ
ବାରବାଟୀରେ ହେବାକୁ ଥିବା ଭାରତ – ଦକ୍ଷିଣ ଆଫ୍ରିକା ଟି ଟୋଣ୍ଟି ମ୍ୟାଚ୍ ଟିକେଟ ବ୍ଲାକରେ ବିକ୍ରି ହେଉଛି । ଓଏଲଏକ୍ସରେ ଚଢା ଦରରେ ବାରବାଟୀ ଟିକେଟ ବିକ୍ରି କରୁଛନ୍ତି ଦଲାଲ । ଖୁଲମ ଖୁଲା ଅନଲାଇନରେ ଟିକେଟ ବିକ୍ରି...
ପୁଣି ଡରାଇଲାଣି କରୋନା, ଗୋଟିଏ ଦିନରେ ୨୪ ମୃତ
ଗତ ୨୪ ଘଣ୍ଟାରେ ଦେଶରେ ୭୫୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲି ତୁଳନାରେ ଦେଶରେ ଆଚି ୪.୮ ପ୍ରତିଶତ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ୪,୩୨,୦୫, ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ...
୧୬ଟି ରାଜ୍ୟସଭା ଆସନରେ ଆଜି ନିର୍ବାଚନ
୪ଟି ରାଜ୍ୟରେ ୧୬ଟି ରାଜ୍ୟସଭା ସିଟ୍ ପାଇଁ ଆଜି ନିର୍ବାଚନ ହେବ । ମତଦାନ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ ଏବଂ କର୍ଣ୍ଣାଟକ ୧୬ଟି ରାଜ୍ୟସଭା ସିଟ୍ ପାଇଁ...
ନିଜ ସହ ନିଜର ବାହାଘର କରାଇଲେ କ୍ଷମା
ନିଜ ସାଥିରେ ନିଜର ବିବାହକୁ ନେଇ ଚର୍ଚ୍ଚାରେ ଥିବା ଗୁଜୁରାଟର ଯୁବତୀ କ୍ଷମା ବିନ୍ଦୁଙ୍କର ସରିଛି ବାହାଘର । କ୍ଷମା ୧୧ ଜୁନ୍ରେ ବିବାହ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ବିବାଦକୁ ନଆସିବା ପାଇଁ ୩...
ଆଜିଠୁ ଚିଲିକାରେ ବୁଲିବ ଗରୁଡ
ଏଣିକି ଚିଲିକା ବୁଲିବା ହେବ ଆହୁରି ଆରମ ଦାୟକ । ଚିଲିକା ହ୍ରଦରେ ଆରମ୍ଭ ହେବାକୁ ଯାଉଛି ଅତ୍ୟାଧୁନିକ ବୋର୍ଟ ସେବା । ଆଜିଠୁ ଚିଲିକାରେ ବୁଲିବ ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ ’ଗରୁଡ଼’...
ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ବିମାନ ଯାତ୍ରାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦିଲ୍ଲୀ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ବଳରେ ଲାଗୁ ହେଲା କଟକଣା । କେବଳ ବିଶେଷ କ୍ଷେତ୍ରରେ ମାସ୍କ ଖୋଲିବାକୁ ଅନୁମତି ମିଳିବ । ଉଲ୍ଲଘଂନକାରୀଙ୍କୁ ‘ନୋ ଫ୍ଲାଏ ଲିଷ୍ଟ’ ରେ ରଖାଯିବାକୁ...
















