ଲେମ୍ବୁ ଗୋଟାକ ୧୦ ଟଙ୍କା!
ସାଧାରଣତଃ ଖରାଦିନେ ଲେମ୍ବୁର ଚାହିଦା ଅଧିକ ଥାଏ । କିନ୍ତୁ ଏବେ ଲେମ୍ବୁର ଦାମ୍ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କଟକ ଛତ୍ର ବଜାର ପରିବା ହାଟରେ ଗୋଟିଏ ଲେମ୍ବୁର ଦାମ ରହିଛି ୧୦ ଟଙ୍କା । ଲେମ୍ବୁର...
ଚର୍ଚ୍ଚାରେ ପୁଟିନଙ୍କ ଦୁଇ ଝିଅ
୪୩ ଦିନରେ ପହଁଞ୍ଚିଛି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ରୁଷ ରାଷ୍ଟ୍ରପତି ଲଗାତାର ୟୁକ୍ରେନର ଅଲଗା ଅଲଗା ସହରକୁ ଆକ୍ରମଣ କରୁଛନ୍ତି । ଯୁଦ୍ଧର ବିଭୀଷିକା ମଧ୍ୟରେ ପୁଟିନଙ୍କ ଦୁଇ ଝିଅକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଟିନଙ୍କ...
ଜଣେ ବିଧାୟକ ପିସିସି ସଭାପତି ହୁଅନ୍ତୁ
ଜଣେ ବିଧାୟକ ପିସିସି ସଭାପତି ହୁଅନ୍ତୁ । ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ କାଢି ନୂଆ ସଭାପତି ନିଯୁକ୍ତି କରିବାକୁ ଦାବି କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଏହା ହେଲେ ଦଳ ଓ ସଙ୍ଗଠନ ସୁଦୃଢ...
ମହୁମାଛି ଆକ୍ରମଣରେ ୧୦ ଗୁରୁତ୍ତର
ମହୁମାଛି ଆକ୍ରମଣରେ ଅଙ୍ଗନବାଡି କେନ୍ଦ୍ରରେ ୧୦ ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ବୌଦ୍ଧ କଣ୍ଟାମାଳ ବ୍ଲକ ଦବଲା ପଞ୍ଜାୟତର ବଉଳସିଂହାରେ ଏହି ଅଘଟଣ ଘଟିଛି । ୮ ଶିଶୁଙ୍କ ସମେତ ଅଙ୍ଗନବାଡିର ୱାର୍କର ଏବଂ ହେଲଫର ମହୁମାଛି ଆକ୍ରମଣରେ...
ଭିଲିଆନଙ୍କ ଗାଲରେ ଶକ୍ତ ଚାପୁଡା ଦେଲେ ନିର୍ଦ୍ଦେଶକ
ସୁଟିଂ ସେଟରେ ଭିଲିୟାନଙ୍କ ଗାଲରେ ଶକ୍ତ ଚାପୁଡା । ସିନେମାର ହିରୋ ନୁହେଁ, ଖୋଦ ନିର୍ଦ୍ଦେଶକ ଏମିତି ଶକ୍ତ ଚାପୁଡା ମାରିଛନ୍ତି । ଏମିତି ଦୃଶ୍ୟ ଦେଖି ସମସ୍ତେ ତାଜୁବ୍ । ହଠାତ୍ କଣ ହେଲା ଯେ, ନିର୍ଦ୍ଦେଶକ ଏମିତି...
ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପରେ ଉତ୍ତେଜନା
ଫୁଲବାଣୀ : (ନିବେଦିତା ଖାଡଙ୍ଗା)
ଜଣେ ବିଚାରାଧୀନ କଏଦୀର ମୃତ୍ୟୁକୁ ନେଇ ଉତ୍ତେଜନା । ଥାନା ଆଗରେ ମୃତ ଦେହ ରଖି ଗ୍ରାମଵାସୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଲୋକଙ୍କୁ ଘଉଡାଇବାକୁ ଯାଇ ମୃଦ୍ୟୁ ଲାଠିଚାଳନା କରିଛି ପୋଲିସ ।
ଗଞ୍ଜେଇ...
ଆଉ ୫ ଦିନ ରିମାଣ୍ଡ ଆବେଦନ
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କର ଆଜି ସରିଛି ରିମାଣ୍ଡ ଅବଧି । ଶର୍ମିଷ୍ଠା, ନିରଞ୍ଜନ, ଝୁନା, ରଞ୍ଜନଙ୍କୁ ଚାନ୍ଦବାଲି ଜେଏମଏଫସିରେ ହାଜର କରିଛି କ୍ରାଇମବ୍ରାଞ୍ଚ । ଏହି...
ନ୍ୟାସନାଲ ଆସେମ୍ଲି ଭଙ୍ଗ ପାଇଁ ସୁପାରିଶ କଲେ ଇମ୍ରାନ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ । ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ଖାରଜ ହୋଇଛି । ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବ ଖାରଜ କରିବା ସହ ଏଭଳି...
୧୩ ଦିନରେ ୧୧ ଥର ବୃଦ୍ଧି
ସାଧାରଣ ଲୋକଙ୍କ ନିଦ ହଜାଇଲାଣି ତେଲ ଦର । ପ୍ରତିଦିନ ବଢୁଛି ପେଟ୍ରୋଲ , ଡିଜେଲ ଦର । ଗତ ୧୩ ଦିନ ଭିତରେ ୧୧ ଥର ପାଇଁ ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ,ଡିଜେଲ ଦର। ବ୍ରହ୍ମପୁର...
ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ
କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ଅଭିଯୁକ୍ତଙ୍କ ରିମାଣ୍ଡ ସରୁଥିବା ବେଳେ କ୍ରାଇମବ୍ରାଞ୍ଚ ତନାଘନା ଜାରି ରହିଛି । ରିମାଣ୍ଡର ଶେଷ ଦିନରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ତଦନ୍ତକାରୀ ଅଧିକାରୀଙ୍କ ଆଗରେ...
















