28.9 C
Bhubaneswar
Sunday, August 9, 2026
-Advertisement-

ଜଳିଲା ୫ ଜୁଇ

କଟକ କାଳିଆବୋଦା ଶ୍ମଶାନରେ ଜଳିଛି ଗୋଟିଏ ପରିବାରର ୫ଟି ଜୁଇ । ଗତକାଲି ସଇତାନ ସାନଭାଇ କ୍ରୋଧରେ ପ୍ରାଣ ହରାଇଥିଲେ ବଡ ଭାଇର ପରିବାର । ଜମିଜମା କଳହକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା...

କାଲି ୯ ଜିଲ୍ଲାରେ ଝଡବର୍ଷା ସମ୍ଭାବନା

ବଜ୍ରପାତ ସହ ଝଡବର୍ଷା ନେଇ କାଲି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର , ନୂଆପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଚ ଜିଲ୍ଲାକୁ ସତର୍କ ସୂଚନା । ୟେଲୋ ୱାର୍ଣ୍ଣିଂ...

କେନ୍ଦ୍ରମନ୍ତ୍ରୀଙ୍କ ବୈଠକକୁ ଜିଲ୍ଲାପାଳଙ୍କ ‘ଫୁ’

କେନ୍ଦ୍ରମନ୍ତ୍ରୀ ମିଟିଂ ଡାକିଲେ । ଅଥଚ ଜିଲ୍ଲାପାଳ ଆସିଲେନି । ବଡ ଅଜବ ଶାସନ ବ୍ୟବସ୍ଥା ଆମର । କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବାକୁ କୋରାପୁଟ ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ । ମାତ୍ର ସମୀକ୍ଷା ବୈଠକକୁ ଆସିଲେନି...

ପୁଣି ଚିନ୍ତା ବଢାଇଲାଣି କରୋନା, ରାଜ୍ୟ ସରକାରଙ୍କୁ ଚିଠି

ପୁଣି ଚିନ୍ତା ବଢାଇଲାଣି କରୋନା । ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା ସମେତ 5ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ଆରମ୍ଭ କଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ...

ଶାନ୍ତି ନଫେରିବା ଯାଏ ୧୪୪ ଧାରା ଜାରି ରହିବ

କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ । ଯୋଡାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣା ପରେ କାଲି ରାତି ୧୨ଟାରୁ ଜିଲ୍ଲାର ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରହିଛି । ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି ।...

ମୃତ୍ୟୁ ଫାଶରେ ଝୁଲି ରହିଛି ୪୮ ଜୀବନ

ଝାଡଖଣ୍ଡ ଦେବଘରରେ ଅଘଟଣ । ଏଠାରେ ତ୍ରିକୁଟ ପାହାଡ ଶିଖରରେ ଥିବା ରୋପୱେରେ କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ପର୍ଯ୍ୟଟକ ଟ୍ରଲିରେ ଫସିରହିଛନ୍ତି । ଏହି...

ଶାହାବାଜ ହେବେ ପ୍ରଧାନମନ୍ତ୍ରୀ!

ଇମ୍ରାନଙ୍କୁ ହଟାଯିବା ପରେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ହୋଇପାରନ୍ତି । ଆସନ୍ତାକାଲି ଭୋଟିଂ ହେବ । ଏହାପୂର୍ବରୁ ଇମ୍ରାନଙ୍କୁ ବଡ ବାର୍ତ୍ତା ଦେଇଛନ୍ତି ଶାହାବାଜ । ଆମେ କାହାରିଠାରୁ ପ୍ରତିଶୋଧ ନେବୁ ନାହିଁ । କାହା ପ୍ରତି...

ମହାନଗରର ଡେପୁଟୀ ମେୟର ହେଲେ ମଂଜୁଲତା

ମହାନଗର ନିଗମ ଭୁବନେଶ୍ବରର ଡେପୁଟୀ ମେୟର ହେଲେ ମଂଜୁଲତା କହଁର । ବିଜେଡି ପ୍ରାର୍ଥୀ ଭାବେ 22 ନମ୍ବର ଓ୍ବାର୍ଡର ବିଜେଡି କର୍ପୋରେଟର ମଂଜୁଲତା ନାମାଙ୍କନ ଦାଖଲ କରିଛନ୍ତି । ମୋଟ 67 କର୍ପୋରେଟରଙ୍କ ମଧ୍ୟରୁ ବିଜେଡିର 48, ବିଜେପିର...

ସାମ୍ବାଦିକଙ୍କୁ ବେଡି : ବଦଳିଲେ ଆଇଆଇସି

ମହଙ୍ଗା ପଡିଲା ସାମ୍ବାଦିକଙ୍କ ଗୋଡରେ ପେଡି ବାନ୍ଧିବା । ନୀଳଗିରିର ସାମ୍ବାଦିକ ଆଲୋକଙ୍କ ଗୋଡରେ ବେଡି ପକାଯିବା ଘଟଣା । ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି । ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ...

ରେଲୱେ ଷ୍ଟେସନ ଉପରେ ମିସାଇଲ ଆଟାକ୍‌, ୩୦ ମୃତ

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି । ୪୪ ଦିନରେ ପହଁଞ୍ଚିଛି ଯୁଦ୍ଧ । ଆଜି ୟୁକ୍ରେନର ପୂର୍ବ ସହର କ୍ରାମାଟୋସ୍କରେ ଥିବା ଏକ ରେଲୱେ ଷ୍ଟେସନ ଉପରେ ମିସାଇଲ ଆଟାକ୍ କରିଛି ରୁଷ । ଏଥିରେ...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...