31.1 C
Bhubaneswar
Sunday, November 1, 2026
-Advertisement-

ବିଜୟ ପରେ ବିପୁଳ ଭଲପାଇବା

ବିପୁଳ ବିଜୟ ପରେ ଚାଲିଛି ସେଲିବ୍ରେସନ୍ । ଘରକୁ ଘର ବୁଲି ଧନ୍ୟବାଦ ଜଣାଉଛନ୍ତି ନବ ନିର୍ବାଚିତ ବିଧାୟକ । ଆର୍ଶିବାଦ , ଭଲ ପାଇବା ସାଉଁଟୁଛନ୍ତି ସୂର୍ଯ୍ୟବଂଶୀ । ଧାମନଗର ବିଧାୟକଙ୍କୁ ଆରଡିରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି...

ହବିଷିଆଳିଙ୍କୁ ମାଡ ମାରି ପୋଲିସ ନିଲମ୍ବିତ

ପୁରୀରେ ଶ୍ରୀମନ୍ଦିର ପରିସରରେ ଜଣେ ହବିଷିଆଳିଙ୍କୁ ପୋଲିସ ମାଡ ମାରି ଲହୁଲୁହାଣ କରିଦେଇଛି । ହବିଷିଆଳି ଜଣକ ହେଉଛନ୍ତି ବ୍ରହ୍ମପୁରର ମାଧୁରୀ ଦାସ । ସେ ବାସେଳି ସାହିରେ ବେସରକାରୀ ହବିଷିଆଳି ଶିବିରରେ ରହୁଥିଲେ । ଆଜି ସେ ଶ୍ରୀମନ୍ଦିରକୁ...

ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ

ଟି-ଟ୍ୱେଣ୍ଟି ବିଶ୍ୱକପ । ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ ।୧୨୮ ଟାର୍ଗେଟକୁ ପିଛା କରି ପାକିସ୍ତାନ ୫ ୱିକେଟରେ ବିଜୟୀ । ଗ୍ରୁପ୍ ୨ରେ ଭାରତ ସହ ପାକିସ୍ତାନ ସେମିକୁ ଉନ୍ନିତ ।

ବଡସିହାଂର ବେଶରେ ବାବା ଧବଳେଶ୍ୱର

ପବିତ୍ର ପଞ୍ଚୁକର ତୃତୀୟ ଦିନରେ ବାବା ଧବଳେଶ୍ୱରଙ୍କ ଚାଲିଛି ସ୍ୱତନ୍ତ୍ର ବଡଓଷା ପୂଜା । ମନ୍ତ୍ରପାଠରେ ପଡୁଛି ଉଠୁଛି ଧବଳେଶ୍ୱର ପୀଠ । ହେଲେ ପୀଠରେ ନାହାଁନ୍ତି ଭକ୍ତ । ଭଗବାନଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରିପାରୁନାହାଁନ୍ତି ଶ୍ରଦ୍ଧାଳୁ...

ଗଙ୍ଗାଧର ବେଶରେ ବାବା ଧବଳେଶ୍ୱର

ପଞ୍ଚକରେ ଆଜି ଦୁର୍ଲଭ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତି ୪ଟାରୁ ବାବାଙ୍କ ଦ୍ୱାର ଖୋଲାଯାଇ ୧୦୮ କଳସ ସୁବାଷିତ ଜଳରେ ସ୍ନାନ କରାଯାଇଥିଲା । ଏହାପରେ ହୋଇଥିଲା ଗଙ୍ଗାଧର ବେଶ । ଏଲଇଡି ସ୍କ୍ରିନରେ...

ଅବନ୍ତୀ ନା ସୂର୍ଯ୍ୟବଂଶୀ, କାଲି ବାହାରିବ ଭାଗ୍ୟ ଫଳ

ଧାମନଗରରେ କିଏ ମାରିବ ବାଜି । କାଲି ଖୋଲିବ ଇଭିଏମ ପେଡି । ୫ ପ୍ରାର୍ଥୀଙ୍କ ଭାଗ୍ୟଫଳ ବାହାରିବ । କାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ...

23ରୁ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା

ଆସନ୍ତା 23 ତାରିଖରୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା । 23 ରୁ 30 ତାରିଖ ଯାଏଁ ଚାଲିବ ସମ୍ମେଟିଭ ପରୀକ୍ଷା । ଆଜି ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି । 5 ଲକ୍ଷ 32 ହଜାର 712...

ମଲ୍‌ରେ ବିକ୍ରୀ କରୁଥିଲେ କ୍ୟାରିବାଗ୍ ,ଲାଗିଲା ଫାଇନ୍

୬ ଟଙ୍କାର କ୍ୟାରି ବ୍ୟାଗ ପାଇଁ ୨୫ ହଜାର ଟଙ୍କାର ଫାଇନ୍ । କଟକ ଦୋଳମୁଣ୍ଡାଇର ଏକ ସପିଂ ମଲ୍ କୁ ଏଭଳି ଦଣ୍ଡିତ କରିଛନ୍ତି ଖାଉଟି ଅଦାଲତ । ଗ୍ରାହକଙ୍କୁ ୧୦ ହଜାର ଟଙ୍କା ଦେବା ପାଇଁ ତାଙ୍କୁ...

LEDରେ ବାବାଙ୍କ ଚନ୍ଦ୍ରଚୂଡ ବେଶ

ପଞ୍ଚକରେ ଭର୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଆଜି ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କାର୍ତ୍ତିମ ମାସ ଧର୍ମର ମାସ ହୋଇଥିବାରୁ ଦେବଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିଥାଏ...

୨୪ରୁ ବିଧାନସଭା ଶୀତ ଅଧିବେଶନ

ନଭେମ୍ବର ୨୪ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...