ରେପୋ ରେଟ୍ ଅପରିବର୍ତ୍ତିତ
ମାର୍କେଟକୁ ସରପ୍ରାଇଜ୍ ଦେଲା ରିଜର୍ଭ ବ୍ୟାଙ୍କ୍ । ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି । ଏବେ ରେପୋ ରେଟ୍ ୪ ପ୍ରତିଶତ ରହିଥିବାବେଳେ ରିଭର୍ସ ରେପୋ ରେଟ୍ ୩...
ବିଶ୍ବେଶ୍ବର ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା
କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି । ଦୁଇଜଣ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଦୁଇ ଅଧିକାରୀ ମନ୍ତ୍ରୀ ଶ୍ରୀ ଟୁଡୁଙ୍କ ନାଁରେ ବାରିପଦା ଥାନାରେ ଏତଲା ଦାୟର କରିଥିଲେ ।...
ମହାରାଜାଙ୍କ ଝିଅ ବାହାଘର
ଆଜି ରାତିରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର । ଗଜପତିଙ୍କ ସାନ ତଥା ଚତୁର୍ଥ କନ୍ୟା ଦେବେଶୀ ଦେବୀଙ୍କ ବାହାଘର ଅନୁଷ୍ଠିତ ହେବ । ହରିୟାଣାର ବିଶିଷ୍ଟ ବ୍ୟବସାୟୀ ଆଦିତ୍ୟ କେହେରଙ୍କ ସହ ହେବ ବାହାଘର...
ତିନି ଦିନ କଲେଜ ଛୁଟି ଘୋଷଣା
କର୍ଣ୍ଣାଟକରେ ହିଜାବକୁ ନେଇ ଚାଲିଛି ମହାଭାରତ । ମୁସଲିମ ଛାତ୍ରୀ ହିଜାବ ପିନ୍ଧି କଲେଜ ଆସୁଥିବାବେଳେ ହିନ୍ଦୁ ଛାତ୍ର ଗେରୁଆ ସ୍କ୍ରାପ ପିନ୍ଧି କଲେଜ ଆସୁଛନ୍ତି । ଏହାକୁ ନେଇ ବଢିଛି ଉତ୍ତେଜନା । କଲେଜରେ ଜୋରଦାର ଚାଲିଛି ସ୍ଲୋଗାନ...
ପୁରୀ ଆସିବେ ରାଷ୍ଟ୍ରପତି!
ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୯ କିମ୍ବା ୨୦ରେ ପୁରୀ ଆସିବା ନେଇ ସୂଚନା ରହିଛି । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ଗ୍ରସ୍ତରେ ଆସି ଶ୍ରୀମନ୍ଦିର...
ହୃଦଘାତରେ ଚାଲିଗଲେ ପ୍ରବୀଣ
ଲୋକପ୍ରିୟ ଧାରାବାହିକ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ଆମ ଗ୍ରହଣରେ ଆଉ ନାହାଁନ୍ତି । ୭୫ ବର୍ଷ ବୟସରେ ସେ ହୃଦାଘାତର ଶୀକାର ହୋଇ ତାଙ୍କର ସୋମବାର ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର...
ବିଦା ହେଲେ ୫ ସରକାରୀ ଅଧିକାରୀ
ଆଉ ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଦୁର୍ନୀତି ଏବଂ ଅପାରଗତା ପାଇଁ ଏହି ୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅବସର ଦିଆଯାଇଥିବା ସରକାରୀ ଅଧିକାରୀମାନେ ହେଲେ ...
ବରଫ ଝଡରେ ୫ ଯବାନ ନିଖୋଜ
ବରଫ ଝଡ ଭିତରେ ଭାରତୀୟ ଯବାନ ନିଖୋଜ ହୋଇଛନ୍ତି । ଅରୁଣାଞ୍ଚଳ ପ୍ରଦେଶ କାମେଙ୍ଗ ସେକ୍ଟରରେ ବରଫ ଝଡ ଯୋଗୁଁ ୫ ଯବାନ ନିଖୋଜ ହୋଇଯାଇଛନ୍ତି । ଭାରତୀୟ ବାୟୁ ଏବଂ ସ୍ଥଳସେନା ପକ୍ଷରୁ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି...
ବାହୁରେ କଳା ବ୍ୟାଚ ପିନ୍ଧି ଖେଳିବ ଟିମ୍ ଇଣ୍ଡିଆ
କ୍ରିକେଟ୍ର ଦିନିକିଆ ଫର୍ମାଟ୍ରେ ଆଜି ଭାରତ ଖେଳୁଛି ତା’ର ୧୦୦୦ତମ ମ୍ୟାଚ୍ । ମ୍ୟାଚ୍ ପୂର୍ବରୁ ଭାରତରତ୍ନ ଲତାମଙ୍ଗେଶରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ଟିମ୍ ଇଣ୍ଡିଆର ସଦସ୍ୟ। ଏହା ସହିତ ଲତା ଦିଦିଙ୍କୁ ସମ୍ମାନ ଦେବାକୁ ଯାଇ ସେମାନେ ଆଜି...
ଶେଷକୃତ୍ୟରେ ସାମିଲ ହେବେ ପ୍ରଧାନମନ୍ତ୍ରୀ
୨୯ ଦିନ ଧରି ହସ୍ପିଟାଲରେ ଜୀବନ ସହ ଯୁଦ୍ଧ କରି ଶେଷରେ ନୀରବି ଯାଇଛନ୍ତି କୋକିଳକଣ୍ଠୀ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଲତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି...
















