ଆଜି ଆଉ 28 ଓମିକ୍ରନ
ଆଉ 28 ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା 103କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା 28 ଜଣଙ୍କ ମଧ୍ୟରୁ 18 ଜଣ ବିଦେଶ ଫେରନ୍ତା । ସେମାନଙ୍କ ମଧ୍ୟରୁ...
ତଦନ୍ତ କମିଟି ଗଠନ କଲେ ସୁପ୍ରିମକୋର୍ଟ
ପ୍ରଧାନମନ୍ତ୍ରୀଙ୍କର ପଞ୍ଜାବ ଗସ୍ତବେଳେ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କମିଟିର ମୁଖ୍ୟ ରହିବେ ।...
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ୧୧ରୁ ୧୪ ୪ଦିନ ଧରି ପ୍ରବଳ ବର୍ଷିବ । ବିିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ୧୦...
ବଢିଲା ଶଯ୍ୟା ସଂଖ୍ୟା
କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟ ସରକାର କୋଭିଡ ହସପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରିଛନ୍ତି ।
ପୂର୍ବରୁ ସରକାର ରାଜଧାନୀରେ କେବଳ ସମ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ଦେଇଥିଲେ । ଏବେ ଆଉ...
ଚିହ୍ନଟ ହେଲେ ଆଉ 14 ଓମିକ୍ରନ ଆକ୍ରାନ୍ତ
ରାଜ୍ୟରେ ଆଉ 14 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 75କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର କଟକଣା କଡାକଡି କରିଛନ୍ତି ।...
ଫେବୃଆରୀ 15 ଭିତରେ ଶିଖର ଛୁଇଁବ କରୋନା
କରୋନାର ତୃତୀୟ ଲହର ଏବେ ଦେଶବାସୀଙ୍କୁ ଆତଙ୍କିତ କରିଦେଇଥିବା ବେଳେ ଆସନ୍ତାମାସରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ମାଡ୍ରାସ ଆଇଆଇଟି ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ଫେବୃଆରୀ 1 ରୁ 15 ମଧ୍ୟରେ କରୋନାର ତୃତୀୟ...
ଭୁବନେଶ୍ୱରର ୩୮ଟି ସ୍ଥାନ କଣ୍ଟେନମେଣ୍ଟ
ରାଜଧାନୀରେ ବଢୁଛି କଣ୍ଟେନମେଣ୍ଟ ଜୋନ୍ । ଜାଭିୟର ଇନଷ୍ଟିଚ୍ୟୁଟକୁ କରାଯାଇଛି କଣ୍ଟେନମେଣ୍ଟ । ୩୦ରୁ ଅଧିକ ପଜିଟିଭ୍ ଚିହ୍ନଟ ପରେ ନିଆଯାଇଛି ଏହି ପଦକ୍ଷେପ । ଏକ୍ସଆଇଏମବିକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି ।
ସ୍ୱର୍ଗଦ୍ୱାରରେ ବି ଲାଗିଲା କଟକଣା
ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ ହୋଇଛି । ଆସନ୍ତା ସୋମବାର ଅର୍ଥାତ ୧୦ ତାରିଖ ଠାରୁ ଆଉ ବାହାର ଜିଲ୍ଲାର ଲୋକଙ୍କ ଶବକୁ ଏଠାରେ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ । କେବଳ ପୁରୀବାସୀ ଶବ...
ଛେପ ପକାଇ ଚୁଟି କାଟିଲେ, କ୍ଷମା ମାଗିଲେ
ବହୁ ଚର୍ଚ୍ଚିତ ହେୟାର ଷ୍ଟାଇଲିସ୍ ଜାୱେଦ ହବିବ୍ ଏବେ ବିବାଦରେ । ଛେପ ପକାଇ ଚୁଟି କାଟିବା ଘଟଣାକୁ ନେଇ ଏବେ ବିବାଦ ଭିତରକୁ ଟାଣି ହୋଇଛନ୍ତି ଜାୱେଦ । ଉତ୍ତରପ୍ରଦେଶ ମୁଜାଫରନଗରରେ ଆୟୋଜିତ ଏକ ସେମିନାରରେ ମହିଳାଙ୍କ ଚୁଟିରେ...
ଆଜିଠୁ ଖୋଲିବ ମାକେଟ ବିଲ୍ଡିଂ
୩ ଦିନ ପରେ ଖୋଲିବ ଆଜିଠୁ ଖୋଲିଲା ଭୁବନେଶ୍ୱର ମାକେର୍ଟ ବିଲ୍ଡିଂ । ଉଠା ଦୋକାନୀ ଏବଂ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଗତ ୩ ଦିନ ହେବ ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା ।...
















