ଟିମ୍ ଇଣ୍ଡିଆର ସେଞ୍ଚୁରିଅନ୍ ବିଜୟ
ସେଞ୍ଚୁରିଅନ ବିଜୟ ସହ 2021 ବର୍ଷ ଶେଷ କଲା ଟିମ୍ ଇଣ୍ଡିଆ । ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଟେଷ୍ଟରେ ଦକ୍ଷିଣ ଆଫ୍ରିକାରେ ଭାରତ ୧୧୩ ରନରେ ବିଜୟୀ ହୋଇଛି ।
ଆଜିର ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ...
ବୁଷ୍ଟର ଡୋଜ୍ ପାଇଁ ପ୍ରସ୍ତୁତ ରୁହ
ବୁଷ୍ଟର ଡୋଜ୍ ବା ପ୍ରତିଷେଧମୂଳକ ଡୋଜ୍ ପାଇଁ ଆସିବ ମେସେଜ୍ । ଟିକା ପାଇଁ ଯୋଗ୍ୟ ବରିଷ୍ଠ ନାଗରିକଙ୍କ ପାଖକୁ ଆସିବ ଏସଏମଏସ । ଏସଏମଏସ ଯୋଗେ ସେମାନଙ୍କ ପାଖକୁ ସୂଚନା ଆସିବ ବୋଲି କହିଛି କେନ୍ଦ୍ର । ଜାନୁଆରୀ...
ଇନୋଭେସନ୍ ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ କିଟ୍
ଗବେଷଣା ଓ ସର୍ଜନା କ୍ଷେତ୍ରରେ କିଟ୍ ବିଶ୍ୱବିଦ୍ୟାଳୟକୁ ମିଳିଛି ଭାରତ ସରକାରଙ୍କ ସ୍ୱୀକୃତି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଅଟଳ ରାଙ୍କିଙ୍ଗ ଅଫ୍ ଇନ୍ଷ୍ଟିଚ୍ୟୁସନ୍ ଅନ୍ ଇନୋଭେସନ୍ ଆଚିଭମେଣ୍ଟ (ଏଆରଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ...
ଆଇଡିଆଲ 86 ବନ୍ଧୁ ମିଳନ
ଆଠନମ୍ବର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟର 1986 ପାସ ଆଉଟ ଗୃପ IDEAL86 ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବର ଅଶୋକ ନଗରସ୍ଥିତ ହୋଟେଲ ସାଇ ସ୍ବସ୍ତିକରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ...
କବି ହୃଶିକେଷ ମଲ୍ଲିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ବିଶିଷ୍ଟ କବି ହୃଷିକେଷ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । କବିତା ପୁସ୍ତକ "ସରିଯାଇଥିବା ଅପେରା" ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେହିପରି ଦିଗରାଜ ବ୍ରହ୍ମା ବାଲ୍ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ...
ବନ୍ଧା ହେଲେ ବାବା କାଳୀଚରଣ
ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହେଲେ ସାଧୁ କାଳୀଚରଣ ମହାରାଜା । ମହାତ୍ମା ଗାନ୍ଧୀଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେବା ଓ ନାଥୁରାମ ଗଡସେଙ୍କୁ ପ୍ରଶଂସା କରିଥିବା ସାଧୁ କାଳୀଚରଣ ମହାରାଜାଙ୍କୁ ଗିରଫ କରିଛି ରାୟପୁର ପୋଲିସ ।
...
ନୂଆବର୍ଷରୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ
ଝାଡଖଣ୍ଡରେ ନୂଆବର୍ଷ ଠାରୁ ପେଟ୍ରୋଲ ଡିଜେଲ ଶସ୍ତା ହେଲା । ବଜାର ଦର ଠାରୁ ୨୫ ଟଙ୍କା କମରେ ମିଳିବ ପେଟ୍ରୋଲ ଡିଜେଲ । ତେବେ ଏହା କେବଳ ବିପିଏଲ କାର୍ଡଧାରୀଙ୍କୁ ଯୋଗାଇଦେବାକୁ ଘୋଷଣା କରିଛନ୍ତି ସରକାର । ଝାଡଖଣ୍ଡ...
ଭାରତ ମୋଟର୍ସ ଉପରେ ଚଢାଉ
ଭାରତ ମୋଟର୍ସ ଓ ଶ୍ରୀଭାରତ ମୋଟର୍ସ କମ୍ପାନୀ ଉପରେ ଚଢାଉ କରାଯାଇଛି । ୩୮ କୋଟି ଟଙ୍କା ବକେୟା ରଖିଥିବା ଅଭିଯୋଗରେ ବାଣିଜ୍ୟକର ଓ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗର ଚଢାଉ । ୫ଟି ଟିମରେ ୩୦ ଜଣିଆ ଅଫିସର କରୁଛନ୍ତି...
ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି
ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ଡା. ରମାରମଣ ମହାନ୍ତି । ପୂର୍ବ ସ୍ଥିତି ଦେଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ । ସେତେବେଳେ ଓମିକ୍ରନ ଆସି ନଥିଲା କି ସଙ୍କ୍ରମଣ...
10 ହଜାର ଟଙ୍କା ନେଇ ବନ୍ଧା ହେଲେ ବାବୁ
ଜମି ମ୍ୟୁଟେସନ ପାଇଁ ଆରଆଇ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହୋଇଯାଇଥିଲେ ଶ୍ରୀମନ୍ତ କୁମାର ମଣ୍ଡଳ । ଜଗତସିଂପୁର ଜିଲ୍ଲା ଜପା ଆରଆଇ ସମୀର କୁମାର ମଲ୍ଲିକଙ୍କୁ ଯେତେ ଅନୁରୋଧ କଲେ ବି ସେ ଶୁଣି ନ ଥିଲେ ।...
















