27.1 C
Bhubaneswar
Sunday, November 1, 2026
-Advertisement-

ପ୍ରଥମଥର ମହିଳାଙ୍କ ପାଇଁ ରହିଛି ୨ଟି କାଉଣ୍ଟର

ବାରବାଟୀ ଟି-ଟ୍ୱେଣ୍ଟି ପାଇଁ କାଲି କାଉଣ୍ଟରରେ ଟିକେଟ ବିକ୍ରି ହେବ । ସକାଳ ୯ଟାରୁ ୯ଟି କାଉଣ୍ଟରରେ ୧୨ ହଜାର ଟିକେଟ ବିକ୍ରି କରାଯିବ । ପ୍ରତି ଦର୍ଶକ ଦୁଇଟି ଲେଖାଏଁ ଟିକେଟ ନେଇପାରିବେ । ପ୍ରଥମଥର...

ମିତାଲି ରାଜଙ୍କ ଅବସର ଘୋଷଣା

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଭାରତୀୟ ମହିଳା ଖେଳାଳୀ ମିତାଲି ରାଜ୍ । ଆଜି ଟୁଇଟ କରି ସେ ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସେ ଅବସର ନେଇଛନ୍ତି । ୧୯୯୯ ମସିହାରେ ମାତ୍ର...

ଜୁନ୍ ୧୩ରେ ବାଚସ୍ପତି ନିର୍ବାଚନ

କିଏ ହେବ ବାଚସ୍ପତି । ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ୍ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି ନିର୍ବାଚନ ନେଇ ଆସନ୍ତା ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରାଯିବ ।...

ଭାଇଜାନଙ୍କୁ କିଏ ଦେଇଛି ହତ୍ୟା ଧମକ

ଦୁଇ ଦିନ ହେବ ଭାଇଜାନଙ୍କୁ ଜୀବନରୁ ମାରିଦେବାକୁ ଆସିଛି ଧମକ । ଏହାକୁ ନେଇ ଏବେ ଆକ୍ସନ ମୋଡରେ ମୁମ୍ବାଇ ପୋଲିସ । ପୋଲିସ ସଲମାନଙ୍କ ଘରକୁ ଯାଇ ପଚରାଉଚରା କରିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଯେପରି...

ସମ୍ ହସପିଟାଲରେ ଆରମ୍ଭ ହେଲା କୋଭିଡ ଟିକାକରଣ

ସମ ହସପିଟାଲରେ ପୁଣି ଗତ 6 ତାରିଖ ଠାରୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ସମ୍ ହସପିଟାଲରେ ସବୁ ବୟସର ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯାଉଥିବା ସଂପର୍କରେ ହସପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି...

ପରିବେଶ ଦିବସରେ ଚିତ୍ର ଆଙ୍କିଲେ ଶିଶୁ କଳାକାର

ଶିଶୁ କଳାକାରଙ୍କ ରଙ୍ଗ ତୁଳୀରେ ପରିବେଶର ଚିତ୍ର । ବିଶ୍ବ ପରିବେଶ ଦିବସ ଅବସରରେ ଭୁବନେଶ୍ବର ଲିଙ୍ଗିପୁର ସ୍ଥିତ ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲ ପକ୍ଷରୁ ଆୟୋଜିତ ହୋଇଥିଲା ଚିତ୍ରାଙ୍କନ ପ୍ରତିଯୋଗିତା । ସବଜୁନିଅର ଓ ଜୁନିଅର ଗ୍ରୁପରେ କୋମଳମତି...

ପୁଣି ଉପରମୁହାଁ କରୋନା

ଦେଶରେ ପୁଣି ଡରାଇଲାଣି କରୋନା ସଙ୍କ୍ରମଣ । ଗତ ୨୪ ଘଣ୍ଟା ଭିତରେ ୪ ହଜାରରୁ ଅଧିକ ସଙ୍କ୍ରମିତ ଚିହ୍ନଟ ହେବା ପରେ ଏହି ଚିନ୍ତା ଏବେ ବଢିଯାଇଛି । ୨୪ ଘଣ୍ଟା ଭିତରେ ୪୫୧୮ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି...

ପ୍ରଶାନ୍ତ ମୁଦୁଲିଙ୍କୁ ନୂଆ ଦାୟିତ୍ୱ

ଜଗତସିଂହପୁରର ବିଧାୟକ ପ୍ରଶାନ୍ତ ମୁଦୁଲି ହେଲେ ଶାସକ ଦଳର ମୁଖ୍ୟ ସଚେତକ । ତାଙ୍କୁ ଏ ପଦରେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି...

ପୁରୀ ମହୋଦଧିରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦାଙ୍କ ଅସ୍ଥି ଓ ଚିତାଭସ୍ମ ବିସର୍ଜନ

ପୁରୀ - ପୁରୀ ସତସଙ୍ଗ ଠାକୁରବାଡ଼ି ଆନୁକୁଲ୍ୟରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା (ଅଶୋକ କୁମାର ଚକ୍ରବର୍ତ୍ତୀ) ଙ୍କର ଅସ୍ଥି ଓ ଚିତାଭସ୍ମ ବିସର୍ଜନ ଆଜି ସକାଳ 8 ଘଟିକା ରେ ଶ୍ରାଦ୍ଧକର୍ମ ସମାପନ ପରେ ଦେଓଘର ସତସଙ୍ଗ...

ଲିଙ୍ଗରାଜ ମନ୍ଦିରରେ ଅନିଶ୍ଚିତତା

ଆଜି ଶୀତଳଷଷ୍ଠୀ ପାଇଁ ବିଭିନ୍ନ ଶୈବପୀଠଗୁଡିକ ଉତ୍ସବମୁଖର ହୋଇପଡିଥିବା ବେଳେ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଲାଗି ରହିଛି । ଗତକାଲି ରାତିରୁ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...