ସୀମା ଟପିଲା ପୋଲିସର ବର୍ବରତା
ସୀମା ଉଲ୍ଲଂଘନ କଲା ପୋଲିସର ବର୍ବରତା । ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ପୋଲିସ ଅତି ଅମାନୁଷିକ ଭାବେ ଜଣେ ଯୁବ ବ୍ୟବସାୟୀଙ୍କୁ ପିଟିବା ଏବଂ ପୋଲିସ ମାଡରେ ଯୁବ ବ୍ୟବସାୟୀ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଘଟଣା...
ଟ୍ବିଟ୍ କରି ନିବେଦନ କଲେ ସାମ୍ବାଦିକ ଅରିନ୍ଦମ ଭଉଣୀ
ସାମ୍ବାଦିକ ଅରିନ୍ଦମଙ୍କ ଅକାଳ ଦେହାନ୍ତ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି । ଏପରିକି କେତେକ ବ୍ୟକ୍ତି ଅରିନ୍ଦମଙ୍କ ପରିବାରକୁ ଆର୍ଥିକ ସହାୟତା ଦରକାର ବୋଲି କହି ଓଡିଶାବାସୀଙ୍କଠୁ ସହାୟତା ମାଗୁଛନ୍ତି । ତେବେ ଏସବୁ ପ୍ରଚାର...
କେବିସିରେ ଧର୍ମେନ୍ଦ୍ରଙ୍କୁ ନେଇ ପ୍ରଶ୍ନ
‘କୌନ ବନେଗା କରୋଡ ପତି’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା । କେବିସିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରତିଯୋଗୀଙ୍କୁ କରାଯାଇଥିଲା ପ୍ରଶ୍ନ । ବିଗ୍ ବି ଅମିତାଭ ବଚ୍ଚନ ପ୍ରତିଯୋଗୀଙ୍କୁ ଧର୍ମେନ୍ଦ୍ରଙ୍କର ଫଟୋ ଦେଖାଇ ପ୍ରଶ୍ନ...
ପରଲୋକରେ ଗୁଡ୍ଡୁଙ୍କ ମା’ ତଥା ମେକ୍ଅପ ଆର୍ଟିଷ୍ଟ ଗୀତା
ଆଉ ନାହାଁନ୍ତି ଗୀତା ଅପା । କମେଡିଆନ ଗୁଡ୍ଡୁଙ୍କ ମା ତଥା ମେକଅପ ଆର୍ଟିଷ୍ଟ ଗୀତା ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଛନ୍ତି । ଯାଜପୁର ଜିଲ୍ଲା ଯଖପୁରା ରେଳ ଷ୍ଟେସନରେ ଏକ ଅଘଟଣ ଘଟିଯାଇଛି। ଟ୍ରେନ୍ରେ ଚଢୁଥିବା ସମୟରେ...
19 ବର୍ଷର ଆତଙ୍କୀ କହିଲା ସୀମାପାର ଆତଙ୍କବାଦର କାହାଣୀ
19 ବର୍ଷର ଆତଙ୍କୀ କହିଲା ସୀମା ଆରପଟେ ଚାଲିଥିବା ଆତଙ୍କବାଦର କାହାଣୀ । ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କୁ ଦିଆଯାଉଛି ତାଲିମ । ତାଲିମ ପରେ ସୀମା ଅତିକ୍ରମ କରି ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ପାଇଁ ଟଙ୍କା ଦିଆଯାଉଛି...
ଲୋକସେବା ଭବନରୁ ଚୋରୀ
ଲୋକସେବା ଭବନରୁ ଚୋରୀ ହୋଇଯାଇଛି ଏକ ଲ୍ୟାପଟପ । ତେବେ ଲୋକସେବା ଭବନରେ ୩ଟି ଲ୍ୟାପଟପ ଥିବାବେଳେ ଗୋଟିଏ ଲ୍ୟାପଟପ ଚୋରୀ ହେବା ସହ କିଛି ଜିନିଷ ଚୋରୀ ହେବାର ସୂଚନା ରହିଛି । ଏନେଇ ଅଭିଯୋଗ ହେବା ପରେ...
ଇସ୍ତଫା ଦେଲେ ସିଦ୍ଧୁ, ଦିଲ୍ଲୀରେ ଅମରିନ୍ଦର
ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନଭଜ୍ୟୋତ ସିଂ ସିଦ୍ଧୁ । ସେ ତାଙ୍କ ଇସ୍ତଫା ପତ୍ର ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଇସ୍ତଫା ପରେ ସିଦ୍ଧୁ କହିଛନ୍ତି, ପଞ୍ଜାବ ଭବିଷ୍ୟତ...
ଭୟଙ୍କର ବିସ୍ଫୋରଣରେ ଉଡିଗଲା ଥାନା
ବିସ୍ଫୋରଣରେ ଉଡିଗଲା ପୋଲିସ ଥାନା । ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ଘଟି ଥାନା ଛାରଖାର ହୋଇଯାଇଛି । ମାଲଖାନରେ ଥିବା ବିସ୍ଫୋରକ ଯୋଗୁ ଏଭଳି ଘଟଣା ଘଟିଥିବାର ଅନୁମାନ କରାଯାଉଛି । ବଳଙ୍ଗା ଥାନା ଦ୍ୱାରା ଯେଉଁ...
ଆନ୍ଦୋଳନବେଳେ ଆଖି ବୁଜିଲେ ଅନ୍ନଦାତା
ଆଜି ଭାରତ ବନ୍ଦ । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ପାଳନ କରାଯାଉଛି । ତେବେ ଆନ୍ଦୋଳନବେଳେ ଘଟିଛି ଅଘଟଣ । ସିନ୍ଧୁ ବର୍ଡରରେ ଚାଷୀମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିଥିବାବେଳେ ଜଣେ...
୧୧ ଜିଲ୍ଲାରେ ସ୍କୁଲ ଛୁଟି
କାଲି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ସ୍କୁଲ ଛୁଟି । ମଙ୍ଗଳବାର ସ୍ଥିତିକୁ ଦେଖି ଜିଲ୍ଲାପାଳ ସ୍କୁଲ ବାବଦରେ ନିଷ୍ପତ୍ତି ନେବେ । ଏହି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା















