28.9 C
Bhubaneswar
Tuesday, August 11, 2026
-Advertisement-

ମିଳିଲା ଦନ୍ତାହାତୀର ମୃତଦେହ

ମୁଣ୍ଡୁଳିରେ ହାତୀ ଭାସିଯିବା ଘଟଣା । ମୁଣ୍ଡୁଳୀରେ ଭାସିଆସିଥିବା ଦନ୍ତାର ମୃତଦେହ ଠାବ ହୋଇଛି । ଜୋବ୍ରା ଆନିକଟ ନିକଟରେ ଭାସୁଛି ହାତୀର ମୃତଦେହ । ୨୪ ନଂ ଗେଟରେ ଲାଗିଛି ହାତୀର ମୃତଦେହ । ପ୍ରାୟ ୪୦ ଘଣ୍ଟାରୁ...

ମିଳିଲା ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ମୃତଦେହ

ଗତକାଲି ହାତୀ ଉଦ୍ଧାର ପାଇଁ ମୁଣ୍ଡଳୀ ବ୍ୟାରେଜ ନିକଟରେ ମହାନଦୀରେ ଓଡ୍ରାଫ କର୍ମଚାରୀମାନେ ଏକ ରବର ବୋଟରେ ଯାଇଥିଲେ । ମାତ୍ର ହାତୀ ଘଉଡାଇବା ବେଳେ ପାଣି ଭିତରେ ରବର ବୋଟଟି ଓଲଟି ପଡିଥିଲା । ସାତଜଣଙ୍କ ମଧ୍ୟରୁ ସମସ୍ତଙ୍କୁ...

ତାଲିବାନଙ୍କୁ ମିଳିତ ସନ୍ଦେଶ ଦେଲେ ବାଇଡେନ-ମୋଦି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ହ୍ବାଇଟହାଉସରେ ସାକ୍ଷାତ କରିବା ପରେ ଦୁଇ ରାଷ୍ଟ୍ରମୁଖ୍ୟ ତାଲିବାନଙ୍କୁ ମିଳିତ ସନ୍ଦେଶ ଦେଇଛନ୍ତି । ଆଫଗାନିସ୍ଥାନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ପରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସ୍ବାକ୍ଷରରେ ଜାରି...

ହାତୀ ଉଦ୍ଧାର ବେଳେ ବଡ ଅଘଟଣ

ହାତୀ ଉଦ୍ଧାର ପାଇଁ ଓଡ୍ରାଫ ଟିମରେ ଯାଇଥିବା ସାମ୍ବାଦିକ ଅରିନ୍ଦମ ଆଉ ନାହାଁନ୍ତି । ଓଡ୍ରାଫ ବୋଟ୍ ଓଲଟି ପଡିବା ପରେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଏସସିବି ମେଡିକାଲ ପଠାଯାଇଥିଲା ।...

ଫସିଗଲା ହାତୀ ରେସ୍କ୍ୟୁ ଟିମ୍

ହାତୀକୁ ଉଦ୍ଧାର କରିବାକୁ ଯାଇ ଫସିଗଲା ଓଡ୍ରାଫ ଟିମ୍ । ମୁଣ୍ଡଳୀ ନିକଟରେ ଓଲଟି ପଡିଲା ଓଡ୍ରାଫ ବୋଟ୍ । ମୁଣ୍ଡଳୀ ନିକଟରେ ମହାନଦୀରେ ଆଠଘଣ୍ଟା ଧରି ଫସି ରହିଥିବା ଦନ୍ତାହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା ଓଡ୍ରାଫ ଟିମ୍...

ଜଳଦ ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର

ଜଳଦ ତ୍ରିପାଠୀଙ୍କୁ ରାଜ୍ୟ ସରକାର ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସୁପାରିଶ ପରେ ତାମିଲନାଡୁର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଜଳଦ ତ୍ରିପାଠୀଙ୍କୁ ରାଜ୍ୟପାଳ ମୁଖ୍ୟ ସୂଚନା କମିଶନର ପଦରେ ନିଯୁକ୍ତ ଦୋଇଛନ୍ତି ।...

ମୋଟୁ ଥାନା ଆଇଆଇସି ଗିରଫ

ମାଲକାନଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେ ଗତକାଲି ମୋଟୁରୁ ତାଙ୍କ ଘର ନଖରା ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଯାଞ୍ଚ କରିଥିଲା । ଗାଡି ଭିତରୁ 2...

ଆନ୍ଧ୍ରକୁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ

ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ କ୍ରମଶଃ ଉଗ୍ର ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚାରୋଟି ପ୍ରସ୍ତାବ ଦେଇଛନ୍ତି I ମୁଖ୍ୟମନ୍ତ୍ରୀ ସ୍ତରୀୟ ଦ୍ବୀପାକ୍ଷିକ ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରିବା ଉପରେ...

କୋଭିସିଲ୍ଡକୁ ଅନୁମତି ଦେଲା ବ୍ରିଟେନ

ଭାରତର ଚେତାବନୀ ପରେ ନରମିଲା ବ୍ରିଟେନ । କୋଭିସିଲ୍ଡ ସାର୍ଟିଫିକେଟକୁ ବ୍ରିଟେନ ଦେଲା ଅନୁମୋଦନ । କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ଆଉ କ୍ବାରେଣ୍ଟିନରେ ରହିବାକୁ ପଡିବନି । ତେବେ ବ୍ରିଟେନ ମୁଖପାତ୍ର କହିବା କଥା, କୋଭିସିଲ୍ଡରେ କିଛି...

ଅଜଣା ଜ୍ୱରରେ ଆଖି ବୁଜିଲେ ଭାଇ-ଭଉଣୀ

ବଣାଇ ଲହୁଣିପଡା ଥାନା ବରସୁଆଁ ନିକଟ ସ୍କୁଲ ବସ୍ତିରେ ଅଘଟଣ । ଗୋଟିଏ ପରିବାରର ଭାଇ ଭଉଣୀ ୨ ଘଣ୍ଟା ବ୍ୟବଧାନରେ ଆଖି ବୁଜିଛନ୍ତି । ଅଜଣା ଜ୍ୱରରେ ପିଡୀତ ହୋଇ ଆଖି ବୁଜିଛନ୍ତି ଭାଇ-ଭଉଣୀ । ସେମାନଙ୍କର ବୟସ...
- Advertisement -

Latest article

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...

Processus de Résolution des Litiges Spinmillion

Sommaire1. Définition et Types de Litiges Courants2. Premières Actions : Contacter le Service Client3. Préparer un Dossier de Réclamation Formel4. Recours auprès d'un Médiateur...