ବିକଟାଳ ଶଦ୍ଦ କରୁଥିବା ବୁଲେଟ ସାଇଲେନ୍ସର ଜବତ
ଆକ୍ସନ ମୋଡରେ କମିଶନରେଟ ପୋଲିସ । ସାଇଲେନ୍ସର ମୋଡିଫିକେଶନ ସୋ’ ରୁମରେ ଚଢଉ । ପୁରୀ-କଟକ ରୋଡରେ ଥିବା ସାଇଲେନ୍ସର ସୋ’ ରୁମରେ ଚଢଉ କରିଛି କମିଶନରେଟ ପୋଲିସ । ୨୭ଟି ସାଇଲେନ୍ସର ଜବତ ହୋଇଛି । ଏହାପରେ ରାଜଧାନୀର...
ମିଜାଇଲ୍ ମିସ୍ ଫାୟାର୍ : ଉଚ୍ଚସ୍ତରୀୟ ତଦନ୍ତ କରୁଛି ଭାରତ
ଭାରତୀୟ ମିଜାଇଲ ମିସ୍ ଫାୟାର ହେବା ଏବଂ ପାକିସ୍ତାନରେ ପଡିବା ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ସରକାର । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗତ 9 ତାରିଖ...
ରାତିରେ ପୋଲିସ କବାଟ ବାଡେଇଥିଲା, ସକାଳକୁ ଆତ୍ମହତ୍ୟା କରିଦେଇଥିଲା ଝିଅ
ପଞ୍ଚାୟତ ନିର୍ବାଚନ ହିଂସାକାଣ୍ଡ ପରର ଦୁଃଖଦ ଘଟଣା । ଆତ୍ମହତ୍ୟା କରିଦେଇଛି ମାନସ ନାଥଙ୍କ ନାବାଳିକା ଝିଅ । ଅଭିଯୋଗ ହୋଇଛି, ଗାଁରେ କେହି ପୁରୁଷ ନ ଥିବା ବେଳେ ପୋଲିସ ପଶି ଘରେ ଥିବା ଛୋଟ ପିଲାଙ୍କୁ ଧମକେଇଥିଲା...
ପତ୍ନୀ ମହିଳା ନୁହଁନ୍ତି, ଛାଡପତ୍ର ପାଇଁ ସୁପ୍ରିମକୋର୍ଟରେ ସ୍ବାମୀ
ବାହାଘର ପରେ ପତ୍ନୀଙ୍କ ସହ ମିଶିବା ପାଇଁ ସ୍ବାମୀ ଚାହୁଁଥିଲେ । କିନ୍ତୁ ବାହାନା ଦେଖାଇ ସ୍ତ୍ରୀ ଆଡଛଡା ହେଉଥିଲେ । ପିରିଅଡ୍ସ ହୋଇଛି କହି ସ୍ବାମୀଙ୍କ ସହ ଯୌନ ସଂପର୍କ ରଖିବାକୁ ମନା କରିଦେଇଥିଲେ । ଏମିତିକି କିଛିଦିନ...
ହାରିବା ପରେ ଆତ୍ମହତ୍ୟା କରିଦେଲେ
କମେଣ୍ଟ ସହିପାରିଲେନି । ଆତ୍ମହତ୍ୟା କରିଦେଲେ । ପଞ୍ଚାୟତ ନିର୍ବାଚନ ଫଳାଫଳ ବାହାରିବା ପରେ ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲ ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ । ସମିତି ସଭ୍ୟା ଭାବେ ପ୍ରାର୍ଥୀ ହୋଇ ନିର୍ବାଚନ ହାରିଥିଲେ...
ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ
ନାଇଜର କ୍ୟାମ୍ପସରେ ଅଭାବନୀୟ ଘଟଣା । ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଛତିଶଗଡର ପୂଜା ଜେଠୱାନୀ । ଫିଜିକ୍ସ ବିଭାଗର ପିଏଚଡି ଛାତ୍ରୀ ଥିଲେ ପୂଜା । ଛାତ୍ରୀଙ୍କ ନିକଟରୁ ଏକ...
ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ମଡାଇଦେବା ଘଟଣାର ପ୍ରଦିବାଦ କରି ଆଜି ସାରା ରାଜ୍ୟରେ ସତ୍ୟାଗ୍ରହ କରିବ ବିଜେପି । ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ...
ବିକଟାଳ ଶବ୍ଦ କରି ଗାଡି ଚଲେଇଲେ ଧରିବ ପୋଲିସ
ଏଣିକି ରାଜରାସ୍ତାରେ ବିକଟାଳ ଶଦ୍ଦ କରି ଗାଡି ଚଳେଇଲେ ଧରିବ ପୋଲିସ । ସିଜ୍ ହେବ ଗାଡି । ଖବର ଦେବା ପାଇଁ ,କିମ୍ବା ଗାଡିର ଫଟୋ ଉଠାଇ ଛାଡିବା ପାଇଁ ହ୍ୱାଟ୍ସଆପ ନମ୍ବର ଜାରି କଲା କମିଶନରେଟ ପୋଲିସ...
ଯାତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର
ମଝି ଆକାଶରେ ବିମାନ ଯାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଏୟାର ଏସିଆର ବିମାନ । ବେଙ୍ଗଲୁରୁରୁ କୋଲକାତା ଯାଉଥିବା ଏୟାର ଏସିଆର ବିମାନରେ ଥିବା ଯାତ୍ରୀ ଜଣଙ୍କ ହଠାତ ଅସୁସ୍ଥ...
ଶ୍ରୀମନ୍ଦିରରୁ ରବିବାର କଟକଣା ହଟିଲା
କୋଭିଡ ପାଇଁ ଶ୍ରୀମନ୍ଦିରରେ ରବିବାର ଦର୍ଶନ ଉପରେ କଟକଣା ଲାଗିଥିଲା । ଏବେ ରାଜ୍ୟରେ କୋଭିଡ ସଂକ୍ରମଣ ନ ଥିବାରୁ ଶ୍ରୀମନ୍ଦିରରୁ ରବିବାର କଟକଣା ହଟାିଦିଆଯାଇଛି । ଏଣିକି ଭକ୍ତମାନେ ଶ୍ରୀମନ୍ଦିରରେ ରବିବାର ଦର୍ଶନ କରିପାରିବେ । ଆସନ୍ତା 20...















