ଦେବଗଡରେ ହନୁମାନ ପଇସା ରାକେଟ ଠାବ
ଦେବଗଡ ପୋଲିସ ପକ୍ଷରୁ ହନୁମାନ ପଇସା କାରବାର କରୁଥିବା ଏକ ରାକେଟ କୁ ଠାବ କରାଯିବା ସହ ତିନି ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ସେମାନଙ୍କ ଠାରୁ ଦୁଇଟି ହନୁମାନ ପଇସା , ଦୁଇଟି ମଟରସାଇକେଲ ସହ ନଗଦ...
ପ୍ରତିଦ୍ୱନ୍ଦି କାମୁଡିବା ସତ୍ତ୍ୱେ ବି ହାରିନଥିଲେ ରବି
ଏବେ ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ ରେସଲର ରବି ଦହିଆଙ୍କୁ କଜାକିସ୍ତାନର ରେସଲର ନୁରିସ୍ଲାମ ସନାଏବ କାମୁଡୁଛନ୍ତି । ୨୫ ବର୍ଷ ବୟସ୍କ ଏହି ମଲ୍ଲଯୋଦ୍ଧା ଯେତେବେଳ ପଏଣ୍ଟ ୭-୯...
ଦୁଇ ଓଡିଆ ଖେଳାଳୀଙ୍କ ପାଇଁ ପୁରସ୍କାର ଘୋଷଣା
ହକି ଟିମର ଦୁଇ ଓଡିଆ ଖେଳାଳୀଙ୍କ ପାଇଁ ପୁରସ୍କାର ଘୋଷଣା କଲା ଓଡିଶା ଅଲମ୍ପିକ୍ସ ଆସୋସିଏସନ । ଓଡିଶାର ଦୁଇ ଖେଳାଳୀ ବିରେନ୍ଦ୍ର ଲାକ୍ରା , ଅମିତ ରୋହିଦାସଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା...
ଜୋବ୍ରା ଆନିକଟରୁ ମିଳିଲା ଛାତ୍ରଙ୍କ ଶବ
କଟକ ମହାନଦୀ ଜୋବ୍ରା ଆନିକଟରୁ ମିଳିଛି ନିଖୋଜ ଛାତ୍ରଙ୍କର ମୃତଦେହ । ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କର ମୃତଦେହ ଆନିକଟରୁ ଉଦ୍ଧାର ହୋଇଛି । ତୁଷାରଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ଓ ଓଡ୍ରାଫ ଟିମ୍ । ୩...
ସରକାରୀ ସ୍କୁଲରେ PLAY SCHOOL
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି ।
ଦେଶରେ ସମଗ୍ର ଶିକ୍ଷା-2 ଯୋଜନାକୁ ମୋଦି କ୍ୟାବିନେଟର ମଞ୍ଜୁରୀ ମିଳିଛି । 2 ଲକ୍ଷ 94 ହଜାର କୋଟି...
ୱେବ ଚ୍ୟାନେଲ ବିରୋଧରେ ଦୂତିଙ୍କ ଅଭିଯୋଗ
ଟୋକିଓ ଅଲିମ୍ପିକ୍ସରେ ଦୂତିଙ୍କ ବିଫଳତା ପରେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଦୂତି ଚାନ୍ଦ । ଦୂତି ହାରିବା ପରେ ତାଙ୍କ ପରିବାର ଲୋକଙ୍କ ସାକ୍ଷାତକାର ନେବା ଏବଂ ସେସବୁ ଦୂତିଙ୍କୁ ଜଣାଇ ପଇସା ମାଗିବା ଭଳି ହୀନ ଉଦ୍ୟମ...
୧୭ରୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ବିଶ୍ୱକପ କ୍ରିକେଟ
ଆସନ୍ତା ଅକ୍ଟୋବର ୨୪ରେ ହେବ ଭାରତ-ପାକିସ୍ତାନ କ୍ରିକେଟ ମୁକାବିଲା । ଟି-ଟ୍ୱେଣ୍ଟି ବିଶ୍ୱକପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ । ଉଭୟ ଦଳ ଗୋଟିଏ ଗ୍ରୁଫରେ ଥିବାରୁ ମୁହାଁମୁହିଁ ହେବେ । ଅକ୍ଟୋବର ୧୭ରୁ ଆରମ୍ଭ...
ସେମି ଫାଇନାଲରେ ହାରିଲେ ଲଭଲିନା
ବକ୍ସର ଲଭଲିନା ବୋରଗେନ ଭାରତ ପାଇଁ ଆଉ ଏକ ପଦକ ପାଇଛନ୍ତି । ୬୯ କେଜ ବର୍ଗରେ ଲଭଲିନା ବ୍ରୋଞ୍ଚ ପଦକ ପାଇଛନ୍ତି । ଆଜି ସେମିଫାଇନାଲରେ ଲଭଲିନା ଚତ୍ମକାର ପ୍ରଦର୍ଶନ କରିଥିଲେ ମଧ୍ୟ ବିଶ୍ୱ ଚାମ୍ପିୟନ ତୁର୍କୀ ପ୍ରତିଦ୍ୱନ୍ଦୀ...
୯ରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ
ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ । କୋଭିଡ ଗାଇଡଲାଇନରେ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । ବୈଷୟିକ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି...
କାହିଁକି ସସପେଣ୍ଡ ହେଉନାହାଁନ୍ତି ଡିଏଫଓ ?
ଏସିଏଫ ସୌମ୍ୟରଂଜନଙ୍କ ମାମଲା ଦିଗହରା ହେବାକୁ ବସିଲାଣି । ଘଟଣାର ତିନିସପ୍ତାହ ପରେ ବି ତଦନ୍ତକାରୀ ଅଧିକାରୀଙ୍କ ହାତ ଖାଲି । ଏପର୍ଯ୍ୟନ୍ତ ଦୋଷୀଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ସୌମ୍ୟରଂଜନ ପୋଡି ହୋଇ ମରିବା ପଛରେ ଡିଏଫଓ...















