ଭାଇରାଲ ହେଉଛି ମାହିଙ୍କ ନ୍ୟୁ ଲୁକ୍
ଇଣ୍ଟରନେଟରେ ଭାଇରାଲ ହେଉଛି ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ଲୁକ୍ । ଏହି ଫଟୋରେ ମାହି ଏକ ନୂଆ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି । ସେଲିବ୍ରିଟି ହେୟାର ଷ୍ଟାଇଲିସ୍ ଆଲିମ ହାକିମ ଏକ ପୋଷ୍ଟ ସେୟାର କରିବା ପରେ...
ଆଜି ଆସିବ ଅଗଷ୍ଟ ଗାଇଡଲାଇନ୍
ଆସନ୍ତାକାଲି ଅର୍ଥାତ୍ ରବିବାର ସକାଳେ ଶେଷ ହେଉଛି ଜୁଲାଇ ଗାଇଡଲାଇନ୍ । କଣ ହେବ ଅଗଷ୍ଟ ଗାଇଡଲାଇନ୍ । ସମ୍ପୂର୍ଣ୍ଣ ଅନଲକ ହେବ ନା ଆଉ କିଛି କଟକଣା ଲଗାଇବେ ସରକାର । ତା ଉପରେ ଏବେ ସମସ୍ତଙ୍କ ନଜର...
ଜବତ ହେଲା ପୁଳା ପୁଳା ଟଙ୍କା
ଜବତ ହେଲା ପୁଳା ପୁଳା ଟଙ୍କା । ଯେତେ ଗଣିଲେ ବି ସରିଲାନି । ସକାଳୁ ଆରମ୍ଭ ହୋଇଥିଲାଯେ, ଅପରାହ୍ନ ଯାଏଁ ଟଙ୍କାଗଣା ଚାଲିଥିଲା । ଯାହାଙ୍କ ଘରୁ ଭିଜିଲାନ୍ସ ଏତେ ଟଙ୍କା ଜବତ କଲା, ସେ ବାବୁ ହେଉଛନ୍ତି...
ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ
ସିବିଏସଇ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଲା । ପରୀକ୍ଷାରେ 99.37 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷାରେ 99.13 ପ୍ରତିଶତ ଛାତ୍ର ଏବଂ 99.67 ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । 70,004 ଛାତ୍ରଛାତ୍ରୀ 95 ପ୍ରତିଶତରୁ...
ନିରାଶ କଲେ ମ୍ୟାରିକମ
ଟୋକିଓ ଅଲମ୍ପିକ୍ସରେ ନିରାଶ କଲେ ମ୍ୟାରିକମ । ପ୍ରିକ୍ୱାର୍ଟରରେ ମହିଳା ବକ୍ସିଂ ଫ୍ଲାଇୱେଟରେ ପରାସ୍ତ ହୋଇଛନ୍ତି ମ୍ୟାରିକମ । କଲମ୍ବିଆର ଇଂଗ୍ରିଟ୍ ଭେଲେନ୍ସିଆଙ୍କଠାରୁ ହାରିଛନ୍ତି ମ୍ୟାରିକମ । ଏହି ପରାଜୟ ପରେ ମେରିକମଙ୍କ ଟୋକିଓ ଅଲମ୍ପିକ ଅଭିଯାନ ଶେଷ ହୋଇଛି...
ମେଡିକାଲ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ
କେନ୍ଦ୍ର ସରକାରଙ୍କ ତରଫରୁ ମେଡିକାଲ ପାଠ ପଢିବାକୁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଏଥିରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ର ଛାତ୍ର ଛାତ୍ରୀମାନଙ୍କ ପାଇଁ...
ବିଚାରପତିଙ୍କୁ ଅଟୋ ଧକ୍କା କରି ହତ୍ୟା
ମଣ୍ଣିଂ ଓ୍ବାକ୍ କରୁଥିବା ବେଳେ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କୁ ଅଟୋରିକ୍ସା ଦ୍ବାରା ଧକ୍କା ଦେଇ ହତ୍ୟା । ଝାଡଖଣ୍ଡ ଧାନବାଦ ସହରରେ ଗତ ବୁଧବାର ଦିନ ଘଟିଥିବା ଏଭଳି ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।...
ମୀନାଙ୍କୁ ପଞ୍ଚାୟତିରାଜ, ବିଶାଲ ଦେବଙ୍କୁ ଅର୍ଥ
ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପଦବୀରେ ଅଦଳବଦଳ କରିଛନ୍ତି । ଅର୍ଥ ସଚିବ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ବିଭାଗ ସଚିବ ଭାବେ ବଦଳି କରାଯାଇଥିବା ବେଳେ ପର୍ଯ୍ୟଟନ ସଚିବ ବିଶାଲ ଦେବଙ୍କୁ ଅର୍ଥ ବିଭାଗ ସଚିବ...
ତୀରନ୍ଦାଜରେ ପ୍ରି-କ୍ବାର୍ଟରରେ ଅତନୁ
ତୀରନ୍ଦାଜରେ ଭାରତୀୟ ତୀରଚାଲକ ଅତନୁ ଦାସ ପ୍ରି-କ୍ବାର୍ଟରରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ ତୀରନ୍ଦାଜରେ ଅତନୁ 2012ର ଚାମ୍ପିଅନ ଦକ୍ଷିଣ କୋରିଆର ଓ ଜିନ ହେକଙ୍କୁ ପରାସ୍ତ କରି ପ୍ରି-କ୍ବାର୍ଟରକୁ ଉନ୍ନୀତ ହୋଇଛନ୍ତି । ଏଲିମିନେସନ ରାଉଣ୍ଡରେ 2012ର...
ବ୍ୟାଙ୍କ ବୁଡିଲେ ଜମାକାରୀଙ୍କୁ ମିଳିବ ସର୍ବାଧିକ ୫ ଲକ୍ଷ ଟଙ୍କା
କେନ୍ଦ୍ର କ୍ୟାବିନେଟରେ ପାରିତ ହେଲା ଜମାକାରୀ ବୀମା ଗ୍ୟାରେଣ୍ଟି ବିଲ୍ । ବ୍ୟାଙ୍ଗ ବିଫଳ ହେଲେ ୯୦ ଦିନ ଭିତରେ ଗ୍ରାହକଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ପୂର୍ବରୁ ଗ୍ରାହକଙ୍କୁ ୧ ଲକ୍ଷ ଯାଏଁ ବୀମାରାଶି ମିଳୁଥିଲା ।
ପଞ୍ଜାବ...
















