କଣ କହିବେ ପ୍ରଧାନମନ୍ତ୍ରୀ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏନେଇ ପିଏମଓ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । କରୋନାର ଦ୍ୱିତୀୟ ଲହର ଏବେ ତଳମୁହାଁ ହେବାରେ ଲାଗିଛି ଏବଂ ଅନେକ ସ୍ଥାନରେ...
କଟକରେ ଆରମ୍ଭ ହେବ ECMO ମେସିନ ସୁବିଧା
କରୋନାରେ ଆକ୍ରାନ୍ତ ଜଟିଳ ରୋଗୀଙ୍କର ଚିକିତ୍ସା ଲାଗି ECMO ମେସିନର ଗୁୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସସିବିରେ ଇକମୋ ମେସିନର ୬ଟି ୟୁନିଟ୍ ଖୋଲିବା ଲାଗି ଯୋଜନା କରିଛନ୍ତି ।...
କୋଭାକ୍ସିନ ଟିକାଠୁ ଅଧିକ ଫଳପ୍ରଦ କୋଭିସିଲ୍ଡ
ଏବେ ସବୁଠି କରୋନା ଟିକା ନେବାକୁ ଜୋର୍ ଦିଆଯାଉଛି । କରୋନା କବଳରୁ ରକ୍ଷା ପାଇବାକୁ ହେଲେ ଟିକା ନେବାର ଅତ୍ୟନ୍ତ ଆବଶ୍ୟକ ରହିଛି । ଟିକାରୁ ଯେମିତି କେହି ବଞ୍ଚିତ ନହେବେ ସେଥିପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ।...
ତେଲ ଦରରେ ନିଆଁ
ତୈଳ ଦରରେ ନିଆଁ । ହୁ ହୁ ହୋଇ ବଢି ଚାଲିଛି ଖାଇବା ତେଲ ଦର । ପେଟ୍ରୋଲ , ଡିଜେଲ ଦର ଲୋକଙ୍କ ଚିନ୍ତା ବଢାଉଥିବାବେଳେ ଖାଇବା ତେଲ ଦର ବୃଦ୍ଧିକୁ ନେଇ ଏବେ ଚିନ୍ତାରେ ଗ୍ରାହକ ।...
ବାଇକ ଚଢି ଖାଦ୍ୟ ଡେଲିଭରି କରୁଛନ୍ତି ୧୮ ବର୍ଷୀୟା ଝିଅ
ବିଷ୍ଣୁପ୍ରିୟାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜେ ରୋଜଗାର କରିବି ଏବଂ ସେଇ ଟଙ୍କାରେ ପାଠ ପଢିବି । ଏହି ଚିନ୍ତାଧାରା ତାଙ୍କୁ ଆଜି ସ୍ୱତନ୍ତ୍ର ପରିଚୟ ଦେଇଛି । ସେ ପାଲଟିଯାଇଛନ୍ତି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ...
ଗଛ ଲଗାଇ ବାର୍ତ୍ତା ଦେଲେ ନବୀନ
ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଫଟୋ ସେ ଟୁଇଟ୍ କରି ଲେଖିଛନ୍ତି ଯେ, ଗଛ ଲଗାଇ ସେ ଖୁବ୍ ଆନନ୍ଦ ଅନୁଭବ କରୁଛନ୍ତି । ଏହି ଗଛରେ ଦିନେ...
କରୋନା କବଳରେ ତାରା
ଜୟପୁର ବିଧାୟକ ତାରା ବାହିନୀ ପତି ଅସୁସ୍ଥ । କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଧାୟକ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ତ୍ରୀ ତଥା କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ...
ସ୍ଲଟ ବୁକିଂ ନକରି ନେଇପାରିବେ ଦ୍ୱିତୀୟ ଡୋଜ
ସ୍ଲଟ ବୁକିଂ ନକରି ଭୁବନେଶ୍ୱରବାସୀ ନେଇପାରିବେ ଦ୍ୱିତୀୟ ଡୋଜ । ଏନେଇ ଘୋଷଣା କଲା ବିଏମସି । ଯେଉଁମାନେ ମେ ୩ରୁ ମେ ୧୪ ଭିତରେ ବିଏମସି ଅଧୀନରେ ନିଜ ପ୍ରଥମ ଡୋଜ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ...
ବିଜେପି ନେତାଙ୍କୁ ବାଡେଇ ବାଡେଇ ମାରିଦେଲେ
ସାମାନ୍ୟ ବଚସାରୁ ଜୀବନ ନେଇଗଲେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନୂଆ ସାହିରୁ ଆସିଛି ଜଘନ୍ୟ ହତ୍ୟାକାଣ୍ଡ । ବିଜେପିର ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚାର ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ବାଡେଇ ବାଡେଇ ମାରି ଦେଇଥିବାର ଅଭିଯୋଗ ହେଉଛି । ଗାଡି...
୧୦ରେ ସୂର୍ଯ୍ୟ ପରାଗ
ଜୁନ୍ ୧୦ ତାରିଖରେ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ । ଆମେରିକା, ୟୁରୋପ, ଏସିଆ ମହାଦେଶରେ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଭାରତରେ କେବଳ ଜାମ୍ମୁ-କାଶ୍ମୀରର ୧୦ ପ୍ରତିଶତ ଅଞ୍ଚଳରେ ଆଶିଂକ ଦିଶିବ । ଓଡିଶାରେ...
















