କାହିଁକି ଭାରତକୁ ସଂପୂର୍ଣ୍ଣ ଲକ୍ ଡାଉନ୍ କରିବା ପାଇଁ କହୁଛି ଆମେରିକା
ଲକ୍ ଡାଉନ୍ କାହାକୁ ଭଲ ଲାଗେନି । କିନ୍ତୁ ଭାରତରେ କରୋନା ସଂକ୍ରମଣ ଏଭଳି ସ୍ଥିତିରେ ପହଞ୍ଚିଛି ଯେ, କିଛି ସପ୍ତାହ ପାଇଁ ଦେଶକୁ ସଂପୂର୍ଣ୍ଣ ଲକ୍ ଡାଉନ କରିବାକୁ ପରାମର୍ଶ ଦେଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ...
କଟକଣା ଜାରି କଲା ବ୍ୟବସାୟୀ ମହାସଂଘ
ସଂକ୍ରମଣ ହୁ ହୁ ହୋଇ ବଢୁଛି । କେତେବେଳେ ସରକାର ମାର୍କେଟ ବିଲ୍ଡିଂ, ମଲ୍, କଂପ୍ଲେକ୍ସ ବନ୍ଦ କରୁଛନ୍ତି ତ ଆଉ କେତେବେଳେ ସିଲ୍ କରୁଛନ୍ତି । ଆଜି କଟକ ସହରରେ ଦିନ ଦୁଇଟା ପରଠାରୁ ଦୋକାନ ବଜାର ବନ୍ଦ...
କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ
କରୋନାରେ ବରିଷ୍ଠ ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ଲୋକପ୍ରୀୟ ଆଙ୍କର ରୋହିତ କରୋନାରେ ପ୍ରାଣ ହରାଇଛନ୍ତି । ୨୦୧୮ ମସିହାରେ ରୋହିତ ସର୍ଦ୍ଦାନା ଗଣେଶ ବିଦ୍ୟାର୍ଥୀ ପୁରସ୍କାର ପାଇଥିଲେ । କୋଭିଡ୍ ସଂକ୍ରମିତ...
୩ ଦିନ ପାଇଁ ସିଲ୍ ହେଲା ଆଇଡି ମାର୍କେଟ
ଆଇଡି ମାର୍କେଟ ତିନିଦିନ ପାଇଁ ସିଲ୍ । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ୩ ଦିନ ପାଇଁ ବନ୍ଦ ହେଲା । କୋଭିଡ ନିୟମ ଉଳ୍ଲଂଘନ ହେଉଥିବାରୁ ବିଏମସି ଏହି ବଡ ପଦକ୍ଷେପ ନେଇଛି । ଆଜିଠାରୁ ୨୪...
କରୋନାରେ ଆଖି ବୁଜିଲେ ସାମ୍ବାଦିକ ମାନସ
କରୋନା ନେଲା ପୁଣି ଜଣେ ସାମ୍ବାଦିକଙ୍କ ଜୀବନ । ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ଜୟପୁରୀଆଙ୍କ ପରଲୋକ ଘଟିଛି । ତେବେ କରୋନାରେ ଆକ୍ରାନ୍ତ ହୋଇ ସେ ସମ୍ବଲପୁରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ...
ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସିଲ୍ ସହ ୭ଦିନ ପାଇଁ ବନ୍ଦ ହେଲା କୋର୍ଟ
ଭୁବନେଶ୍ୱର କୋର୍ଟ ସାତଦିନ ପାଇଁ ସିଲ୍ କରାଯାଇଛି, ଆଜିଠାରୁ ମେ ୫ ଯାଏ କୋର୍ଟ ସିଲ୍ କରାଯାଇଛି । ୭ଦିନ ପାଇଁ କୋର୍ଟକୁ ସିଲ୍ କଲା ବିଏମସି ।
ସେହିପରି ସିଲ୍ ହୋଇଛି ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ।...
ପ୍ଲାଟୋ ସ୍ଥିତିରେ କରୋନା
ରାଜ୍ୟରେ କରୋନା ପ୍ଲାଟୋ ସ୍ଥିତିରେ ରହିଛି । ଏହା କହିଛନ୍ତି ପ୍ରଫେସର ଡିଏମଇଟି ପ୍ରଫେସର ସିବିକେ ମହାନ୍ତି । ଗତ ପାଞ୍ଚଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ରହିଥିବାରୁ ଏହାକୁ ପ୍ଲାଟୋ ସ୍ଥିତି କୁହାଯାଉଛି ବୋଲି କହିଛନ୍ତି ।...
କାଲିଠାରୁ ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ବନ୍ଦ!
ଆସନ୍ତାକାଲିଠାରୁ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ପୁଣି ବନ୍ଦ ହୋଇପାରେ । ବାହାର ଜିଲ୍ଲାର ଲୋକଙ୍କ ପାଇଁ ବନ୍ଦ ହୋଇପାରେ ସ୍ୱର୍ଗଦ୍ୱାର । ବାହାର ଜିଲ୍ଲାର ଲୋକ ଶବଦାହ ପାଇଁ ଆସୁଥିବାରୁ ସଙ୍କ୍ରମଣ ବଢିବ । ଦିନକୁ ଦିନ...
ଆଶ୍ରମର ସୌନ୍ଦର୍ଯ୍ୟ ବଢାଉଛନ୍ତି ଲୋଟଣୀ ପାରା
ମିଚ୍ ମିଚ୍ କଳା ଧଳା, ଏବଂ ମୟୂର ଭଳି ପୁଚ୍ଛ । କଳାମେଘ ଦେଖି ମୟୂର ଯେମିତି ପୁଚ୍ଛ ମେଲାଇ ନାଚୁଥାନ୍ତି ଠିକ୍ ସେହିପରି ଏମାନେ ପୁଚ୍ଛ ମେଲେଇ ବୁଲୁଥାନ୍ତି । ଏହି ପାରାକୁ ଯିଏ ଦେଖୁଛି ସିଏ ଘଡିଏ...
ଅନଲାଇନରେ ଉନ୍ମୋଚିତ ହୋଇଛି “ମହାଯଜ୍ଞ”
ଉନ୍ମୋଚିତ ହୋଇଯାଇଛି କବି ଅଖିଳ କୁମାର ମିଶ୍ରଙ୍କ ଦ୍ୱାରା ଲିଖିତ ଷଷ୍ଠ କବିତା ସଙ୍କଳନ "ମହାଯଜ୍ଞ" । ଅନଲାଇନ୍ ମାଧ୍ୟରେ ଏହାକୁ ଉନ୍ମୋଚନ କରାଯାଇଛି ।
ମନୁଷ୍ୟ ଜୀବନରେ ଥିବା ଆଶା, ଆକାଂକ୍ଷା ଏବଂ...
















