ଦୁଇଘଣ୍ଟା ଧରି ଜେରା କଲା ଭିଜିଲାନ୍ସ
ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲ ଭିତରେ ଜେରା । ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଝାରପଡା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଦୁଇ...
ରକ୍ତରଞ୍ଜିତ ଶୁଲିଆ
ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ପଡିଲା ବଳି । ବଡଖଳା ଓ ସାନଖଳାରେ ମାନସିକଧାରୀ ପକାଇଲେ ବଳି । ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ବଳି ପଡିଛି । ପ୍ରଶାସନ ପକ୍ଷରୁ ସୁରକ୍ଷା କଡାକଡି ।...
୪୮ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ
ଟିକା ଦେଲା ଟେନସନ । ସମଗ୍ର ଦେଶରେ ଦିତ୍ୱୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବାବେଳେ ଟିକାକୁ ନେଇ ଆସୁଛି ସାଂଘାତିକ ତଥ୍ୟ । ଟିକା ନେଇ ଉତ୍ତରପ୍ରଦେଶ ମୁରାଦାବାଦରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।...
କ୍ଷେତରେ ଫଳୁଛି ରଙ୍ଗବେରଙ୍ଗର କୋବି
ଧଳା ଫୁଲକୋବି ଆମେ ସମସ୍ତେ ଦେଖିଛେ । ହେଲେ କେବେ ରଙ୍ଗ ବେରଙ୍ଗର କୋବି ଆପଣ କ୍ଷେତରେ ଦେଖିଛନ୍ତି କି । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ହଳଦିଆ ଏବଂ ବାଇଗଣି ରଙ୍ଗର କୋବି...
ଆପଣଙ୍କ ହ୍ୱାଟ୍ସଆପ ଷ୍ଟାଟସ ଦେଖନ୍ତୁ
ପ୍ରାଇଭେସି ପଲିସିକୁ ନେଇ ହ୍ୱାଟ୍ସଆପର ସ୍ପଷ୍ଟୀକରଣ । ଷ୍ଟାଟସ ମାଧ୍ୟମରେ ସମସ୍ତ ୟୁଜର୍ସଙ୍କୁ ବାର୍ତ୍ତା ଦେଇଛି ହ୍ୱାଟ୍ସଆପ । ଆପଣ ସେୟାର କରିଥିବା ଲୋକେସନକୁ ଦେଖିପାରେ ନାହିଁ । ଏହାସହ ଫେସବୁକ ସହ ହ୍ୱାଟ୍ସଆପ୍ କମ୍ପାନୀ କୌଣସି କଂଟାକ୍ଟ...
ବାଇଡେନ ପ୍ରଶାସନର ଶୀର୍ଷ ପଦବୀରେ 20 ଭାରତୀୟ ଆମେରିକୀୟ
ଜାନୁଆରୀ 20ରେ ଆମେରିକାର 46ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବେ ଜୋ ବାଇଡେନ୍ । ତେବେ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିବାର ଅବ୍ୟବହିତ ପୂର୍ବରୁ ବାଇଡେନ୍ ତାଙ୍କ ଟିମ୍ ଗଠନ କରିଛନ୍ତି, ଯେଉଁଥିରେ 20 ଜଣ ଭାରତୀୟ...
ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ ଧର୍ମେନ୍ଦ୍ର
ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଭିଯାନରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସାମିଲ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧନ୍ୟବାଦ...
ରାଜଭବନ ଆଗରେ ରାଜ୍ୟ କଂଗ୍ରେସର ବିକ୍ଷୋଭ
ଚାଷୀଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । କୃଷି ଆଇନକୁ ବିରୋଧ କରି ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି । ଯେ ପର୍ଯ୍ୟନ୍ତ କୃଷି ଆଇନ ପ୍ରତ୍ୟାହାର ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ...
କାହିଁକି ମିଛ କହିଲେ ସରକାର
ସୂଚନା ଅଧିକାର ଆଇନ ଧରାଇଦେଲା ମିଛ । ପରୀ ହତ୍ୟାକୁ ନେଇ ଯେତେବେଳେ ବିଧାନସଭାଠୁ ଆରମ୍ଭ କରି ରାଜରାସ୍ତା ଉଠୁଥିଲା ପଡୁଥିଲା, ସେତେବେଳେ ସରକାର ଏସଆଇଟି ତଦନ୍ତ ଘୋଷଣା କରିଥିଲେ । ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ, ଏସଆଇଟି ତଦନ୍ତର...
ଧରାପଡିଲା ମିଛ; ମିଳିନି ଚିଠି
ବହୁ ଚର୍ଚ୍ଚିତ ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ନୂଆ ଖୁଲାସା । । ଧରାପଡିଲା ମିଛ । ଏସଆଇଟି ତଦନ୍ତ ମନିଟର ଲାଗି ସିଟିଂ ଜଜ୍ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ ମିଳିନି ଚିଠି । ରାଜ୍ୟ ସରକାର ସିଟିଂ...














