27.1 C
Bhubaneswar
Friday, August 14, 2026
-Advertisement-

କଟକରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ

କଟକ ଖାକନଗରରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଏକ ସ୍ବତନ୍ତ୍ର ଉତ୍ସବରେ ବସ୍ ଟର୍ମିନାଲର ଶିଳାନ୍ୟାସ କରିବା ସହ ନେତାଜୀଙ୍କ ସ୍ମୃତି ଚାରଣ କରିଥିଲେ...

ପାର୍କିଂରେ ରଖିଲେ କେଉଁ ଗାଡିକୁ କେତେ ଟଙ୍କା ଦେବାକୁ ପଡିବ

ଏଣିକି ଭୁବନେଶ୍ୱରରେ ଘଣ୍ଟା ଅନୁସାରେ ଦେବାକୁ ପଡିପାରେ ପାର୍କିଂ ଫି’ । ହୋଇଥିବା ଟେଣ୍ଡର ଦସ୍ତାବିଜ୍ ଅନୁସାରେ, ଯେ କୌଣସି ସ୍ଥାନରେ ଦୁଇ ଘଣ୍ଟାରୁ କମ୍ ସମୟ ପାଇଁ ବାଇକ ରଖିଲେ ୫ ଟଙ୍କା, କାର ରଖିଲେ ୨୦...

ବାଜି ମାରିଲା ଘାଘରା ଟିମ୍‌

କାଇସାହିକୁ ପାଣି ପିଆଇଲା ଘାଘରା ଟିମ୍ । ଚାମ୍ପିୟନ ହେଲେ ଟ୍ରଫି ହାତେଇଲା ଘାଘରା ଟିମ୍ । ଆଇପିଏଲ ଢାଞ୍ଚାରେ ଗତ ୧୭ ତାରିଖରେ ଆରମ୍ଭ ହୋଇଥିଲା ଟୁର୍ଣ୍ଣାମେଣ୍ଟ କ୍ୟାପଟେନ ପ୍ରିମିୟମ ଲିଗ୍ ‘ସିପିଏଲ’ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ...

ଭୟାବହ ନିଆଁ ନେଲା ୫ ଜୀବନ

ସେରମ ଇନଷ୍ଟିଚ୍ୟୁଟରେ ଲାଗିଥିବା ନିଆଁରେ ଆଖି ବୁଜିଛନ୍ତି ୫ ଜଣ । ଏବଂ ଫସି ରହିଥିବା ୬ ଜଣଙ୍କୁ ଉଦ୍ଧାର କରାଯାଇଛି । ଅପରାହ୍ନରେ ମହାରାଷ୍ଟ୍ର ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଥିଲା ।...

ଭୟଙ୍କର ଅଗ୍ନିକାଣ୍ଡ

ଟିକା ଉତ୍ପାଦନ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଭୟଙ୍କର ଅଗ୍ନିକାଣ୍ଡ l ସେରମ ଟର୍ମିନାଲ-୧ରେ ଭୟଙ୍କର ନିଆଁl ନିଆଁକୁ ଆୟତ୍ତ କରିବା ପାଇଁ 12ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ତେବେ ନିଆଁର ପ୍ରକୋପ ଅଧିକ...

ଅଟୋକୁ ଧକ୍କା ଦେଲା ଡମ୍ପର, 3 ମୃତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୋପାଳମାଳ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ । ଗୋପାଳମାଳ ନିକଟରେ ଏକ ଡମ୍ପର ଅଟୋକୁ ଧକ୍କା ଦେବା ଫଳରେ ଅଟୋରେ ବସିଥିବା ଦୁଇ ମହିଳା ଓ ଜଣେ ଶିଶୁ ଘଟଣାସ୍ଥଳରେ ପ୍ରାଣ...

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଦିଆଯିବ ପରୀକ୍ଷା ଦର୍ପଣ

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ପରୀକ୍ଷା ଦର୍ପଣ । ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ପୁସ୍ତକ ପ୍ରସ୍ତୁତ କରାଯାଇଛି ଏବଂ 700 ପୃଷ୍ଟାର ଏହି ପୁସ୍ତକ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା...

ଫିଙ୍ଗି ଦେଉଛନ୍ତି କି ଅଣ୍ଡା ସିଝା ପାଣି

ସାଧାରଣତଃ ଆମେ ଅଣ୍ଡା ସିଝାଇବା ପରେ ତାର ପାଣିକୁ ଫିଙ୍ଗି ଦେଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ସେଇ ପାଣି କେତେ ଉପକାରୀ । ବିଶେଷକରି ଗଛ ପାଇଁ ଏହି ପାଣି ବେଶ ଉପକାରୀ ହୋଇଥାଏ । ଏକ...

କାଲିଠୁ ଅବାଧ ଜଗା ଦର୍ଶନ

କାଲିଠୁ ଜଗା ଦର୍ଶନକୁ ନେଇ ହଟିବ ପ୍ରତିବନ୍ଧକ । କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିଲେ ଜଗା ଦର୍ଶନ ହୋଇପାରିବ ବୋଲି ଗତ ମାସରେ ନିଷ୍ପତ୍ତି ହୋଇଥିଲା । ଜାନୁଆରୀ ତିନି ତାରିଖରୁ ସର୍ବସାଧାରଣଙ୍କ ପାଇଁ ସର୍ତ୍ତମୂଳକ ଦରେଶନକୁ ଅନୁମତି...

ଭାରତକୁ ସମର୍ଥନ କଲେ ରାଷ୍ଟ୍ରପତି ବି ହେବେ

ଭାରତରେ ଜନ୍ମଗ୍ରହଣ କରିଥିବା କମଳା ହାରିସ ଏବେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି । ତାମିଲନାଡୁର ଥୁଲସେନ୍ଦ୍ରପୁରମ୍, ଚେନ୍ନାଇ ଠାରୁ ପ୍ରାୟ ସାଢେ ତିନିଶହ କିଲୋମିଟର ଦୂରରେ ଥିବା ଏହି ଛୋଟ ସହରରେ ଏବି ଆମେରିକାର ଉପରାଷ୍ଟ୍ରପତି...
- Advertisement -

Latest article

Coolbet Mobil Ytelsestips

Innhold1. Velg Rett Plattform: App eller Mobilnettleser?2. Optimaliser Din Enhet for Topp ytelse3. Sjekk og Forbedre Nettverkstilkoblingen4. Feilsøking av Vanlige Problemer5. Ytterligere Tips for...

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...